ମୁସଲିମ ବ୍ୟକ୍ତିଙ୍କୁ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରି ବନ୍ଧା ହେଲେ

ମଥୁରା: ଜଣେ ମୁସଲିମ ବ୍ୟକ୍ତିଙ୍କୁ ଜୟ ଶ୍ରୀରାମ ଏବଂ ଭାରତ ମାତାକୀ ଜୟ କହିବାକୁ ଚାପ ପ୍ରୟୋଗ କରିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମଥୁରାରେ ସମ୍ପୃକ୍ତ ମୁସଲିମ ବ୍ୟକ୍ତିଙ୍କୁ  ଏକ ଗୋଷ୍ଠୀ ଜୟ ଶ୍ରୀରାମ ଏବଂ ଭାରତ ମାତାକୀ ଜୟ ନାରା ଦେବାକୁ  କହିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।  ଏହାର ଭିଡିଓ ମଧ୍ୟ ସୋଶାଲ ମଡିଆରେ ଅପଲୋଡ ହୋଇଛି। ଏହି ଘଟଣା ମୁଖ୍ୟ ଅଭିଯୁକ୍ତଙ୍କୁ ମଥୁରା ପୁଲିସ ଗିରଫ କରିଛି।  ପୁଲିସ ସୂଚନା […]

Arrest

Arrest

Tapas Behera
  • Published: Wednesday, 13 July 2022
  • Updated: 13 July 2022, 10:31 AM IST

Sports

Latest News

ମଥୁରା: ଜଣେ ମୁସଲିମ ବ୍ୟକ୍ତିଙ୍କୁ ଜୟ ଶ୍ରୀରାମ ଏବଂ ଭାରତ ମାତାକୀ ଜୟ କହିବାକୁ ଚାପ ପ୍ରୟୋଗ କରିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମଥୁରାରେ ସମ୍ପୃକ୍ତ ମୁସଲିମ ବ୍ୟକ୍ତିଙ୍କୁ  ଏକ ଗୋଷ୍ଠୀ ଜୟ ଶ୍ରୀରାମ ଏବଂ ଭାରତ ମାତାକୀ ଜୟ ନାରା ଦେବାକୁ  କହିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।  ଏହାର ଭିଡିଓ ମଧ୍ୟ ସୋଶାଲ ମଡିଆରେ ଅପଲୋଡ ହୋଇଛି। ଏହି ଘଟଣା ମୁଖ୍ୟ ଅଭିଯୁକ୍ତଙ୍କୁ ମଥୁରା ପୁଲିସ ଗିରଫ କରିଛି।  ପୁଲିସ ସୂଚନା ଅନୁଯାୟୀ ଘଟଣାଟି ସୋମବାର ଘଟିଛି।  ମୁବିନ ଅହମ୍ମଦ ନାମକ ଜଣେ ବ୍ୟକ୍ତି  ଧରମପୁରାର କେନାଲ ନିକଟରେ ନିଜ ଗାଈ ଚରାଉ ଥିଲେ।  ଏହି ସମୟରେ ଏକ ହିନ୍ଦୁ ଗୋଷ୍ଠୀ ଆସି ମୁବିନଙ୍କୁ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିବା ସେ ତାଙ୍କୁ ଲାଞ୍ଚିତ କରିଥିଲେ।

ସେ ସେମାନଙ୍କ କଥାରେ ରାଜି ନହେବାରୁ ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଇଥଲା। ଏଥିସହ ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ପାଇଁ ମୁବିନଙ୍କୁ ଏହି ଗୋଷ୍ଠୀ ଦାୟୀ କରିଥିଲେ। ଏମାନେ ଏହି ସମୟର ଭିଡିଓ ଶୁଟ୍‌ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ପରେ ମୁବିନ ମୁଥୁରା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।  ପୁଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।

ମୁବିନ୍‌ କହିଛନ୍ତି ଯେ, ଦୁର୍ବୃତ୍ତମାନଙ୍କ ବିରୋଧରେ ସେ ଅଭିଯୋଗ କରିବାକୁ ଇଚ୍ଛା ନଥିଲା। ସେ ଗାଁରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ବଜାୟ ରହୁ ବୋଲି ଚାହୁଁଥିଲେ। କନ୍ତୁ ଚାପ ସୃଷ୍ଟିକାରୀମାନେ ଯେତେବେଳେ  ଭଡିଓ କରି  ଶୋସାଲ ମଡିଆରରେ ପୋଷ୍ଟ କରିଥିବା ଜାଣିବାକୁ ପାଇଲେ, ସେ ଅଭିଯୋଗ କରିବାକୁ ସ୍ଥିର କଲେ। ମଥୁରା ଏସଏସପି ଅଭିଷେକ ଯାଦବ କହିଛନ୍ତି ଯେ, ମୁବିନ ଅହମ୍ମଦଙ୍କ ଧର୍ମୀୟ ଭାବନାକୁ ଆଘାତ କରିବା ମାମଲା ରୁଜୁ ହୋ‌ଇଥିଲା। ଏହି ଘଟଣାରେ ଜିତେନ୍ଦ୍ର ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story