ବୋଲ ମାନୁନି ଟିଏମିସ ନେତାଙ୍କ ତୁଣ୍ଡ, ରାଜ୍ୟପାଳଙ୍କୁ ନେଇ କହିଲେ ଅପଶବ୍ଦ

କୋଲକାତା: କ୍ଷମତା ନିଶାରେ ବୋଲ ମାନୁନି ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ନେତାଙ୍କ ତୁଣ୍ଡ। ଆଉ କାହାକୁ କଣ କୁହାଯାଏ ସେତକ ଶାଳୀନତା ମଧ୍ୟ ଭୁଲି ଯାଇଛନ୍ତି ମମତା ବାନାର୍ଜୀଙ୍କ ଦଳୀୟ ନେତା। ଯାହାକୁ ନେଇ ସୋଶାଲ ମିଡିଆରେ ଖୁବ୍ ସମାଲୋଚନାର ଶିକାର ହେଉଛି  ଟିଏମସି। ଆଜି ଚାରି ଟିଏମସି ନେତାଙ୍କୁ ସିବିଆଇ ଗିରଫ କରିବା  ପରେ ଆଇନଜୀବୀ ତଥା ଟିଏମସି ନେତା ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି। ଆଉ ତାଙ୍କୁ କୁକୁର ବୋଲି କହିବାକୁ ପଛାଇ ନାହାନ୍ତି […]

kalyan-banarjee

kalyan-banarjee

Subhransu Sekhar
  • Published: Monday, 17 May 2021
  • Updated: 17 May 2021, 09:10 PM IST

Sports

Latest News

କୋଲକାତା: କ୍ଷମତା ନିଶାରେ ବୋଲ ମାନୁନି ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ନେତାଙ୍କ ତୁଣ୍ଡ। ଆଉ କାହାକୁ କଣ କୁହାଯାଏ ସେତକ ଶାଳୀନତା ମଧ୍ୟ ଭୁଲି ଯାଇଛନ୍ତି ମମତା ବାନାର୍ଜୀଙ୍କ ଦଳୀୟ ନେତା। ଯାହାକୁ ନେଇ ସୋଶାଲ ମିଡିଆରେ ଖୁବ୍ ସମାଲୋଚନାର ଶିକାର ହେଉଛି  ଟିଏମସି। ଆଜି ଚାରି ଟିଏମସି ନେତାଙ୍କୁ ସିବିଆଇ ଗିରଫ କରିବା  ପରେ ଆଇନଜୀବୀ ତଥା ଟିଏମସି ନେତା ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି। ଆଉ ତାଙ୍କୁ କୁକୁର ବୋଲି କହିବାକୁ ପଛାଇ ନାହାନ୍ତି ଏହି ‘ଭଦ୍ରଲୋକ’।

ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, "ଆମେ କୋର୍ଟକୁ ଯାଉଛୁ। ଆପଣ ଜାଣନ୍ତି ଯେ କୋଭିଡ୍ ବେଳେ ସୁପ୍ରିମକୋର୍ଟ ଏକ ରାୟ ଦେଇଛନ୍ତି ଯେ ପୁଲିସ ଆବଶ୍ୟକ ନଥିଲେ କାହାକୁ ଗିରଫ ନକରିବା ଉଚିତ ହେବ ଏହି ମହାମାରୀ ବେଳେ। ଏହା ପରେ ବି ସିବିଆଇ ଗିରଫ କରିଛି।

“ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ ରାଜ୍ୟପାଳ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇ ପ୍ରତିଶୋଧ ନେଇଛନ୍ତି। ରାଜ୍ୟପାଳ ଜଣେ ରକ୍ତଶୋଷୁଥିବା ଜଣେ ମଣିଷ। ସେ ବର୍ତ୍ତମାନ ବିଜେପିରୁ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହେବାକୁ ପ୍ରୟାସ କରୁଛନ୍ତି। ତେଣୁ ସେ ଟିଏମସି ବିରୋଧରେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି।" ସେ କହିଛନ୍ତି, ରାଜ୍ୟପାଳ ଜଣେ ଗୋଟିଏ ମିନିଟ୍ ମଧ୍ୟରେ ଏଠି ରହିବା ଠିକ୍ ନୁହେଁ। ସେ ପାଗଳ କୁକୁର ଭଳି ଏଣେତେଣୁ ବୁଲୁଛନ୍ତି।

ସୂଚନାଯୋଗ୍ୟ, ନାରଦା ଷ୍ଟିଙ୍ଗ୍ ଅପରେସନ ମାମଲାରେ ସିବିଆଇ ଗିରଫ କରିଥିବା ଚାରି ଟିଏମସି ନେତାଙ୍କୁ ଜାମିନ ମିଳିଛି। ସିବିଆଇର ସ୍ୱତନ୍ତ୍ର କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି। ଉଭୟ ୫୦ ହଜାର ଟଙ୍କାର ବେଲ୍ ବଣ୍ଡ ଜମା କରି ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ଜଷ୍ଟିସ ଅନୁପମ ମୁଖୋପାଧ୍ୟାୟ। ଏହି ଚାରି ଟିଏମସି ନେତା ହେଲେ ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଏବଂ ବିଧାୟକ ମଦନ ମିତ୍ର।

ଆଜି ସକାଳୁ ସକାଳୁ ସିବିଆଇ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ମମତା ବାନାର୍ଜୀଙ୍କ ଦଳର ଏହି ଚାରି ନେତାଙ୍କୁ ଦୁର୍ନୀତି ମାମଲାରେ ବାନ୍ଧି ଥିଲା। ଏହାପରେ ମମତା ଏବଂ ତାଙ୍କ ସମର୍ଥକମାନେ ସିବିଆଇ ଅଫିସ ଆଗରେ ଆସି ହୋ ହାଲ୍ଲା କରିଥିଲେ। ଆଉ ଟିଏମସି ସମର୍ଥକ ସିବିଆଇ ଅଫିସ ଉପରକୁ ଟେକା ପଥର ଫିଙ୍ଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story