'ସମୀର ଦାଉଦ ୱାଙ୍ଖଡେ' ସାମ୍ନାକୁ ଆସିଲା ଜନ୍ମ ପ୍ରମାଣପତ୍ର

ମୁମ୍ବାଇ: ସମୀର ୱାଙ୍ଖଡେ ନୁହେଁ ପ୍ରକୃତ ନାଁ ହେଉଛି ‘ସମୀର ଦାଉଦ ୱାଙ୍ଖଡେ’। ଏଇଠୁ ଆରମ୍ଭ ହୋଇଛି ଠକେଇ। ନିଜ ନାଁ ବଦଳାଇ ଦେଇଛନ୍ତି ଏହି ଏନ୍‌ସିବି ଅଧିକାରୀ। ଜାଲ ପ୍ରମାଣପତ୍ର ତିଆରି କରି ପାଇଛନ୍ତି ସରକାରୀ ଚାକିରୀ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ। ସେ ଆର୍ଯ୍ୟନ୍‌ ମାମଲାର ତଦନ୍ତ କରୁଥିବା ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ନେଇ କରିଛନ୍ତି ମହାଖୁଲାସା। ଟ୍ୱିଟ୍‌ କରି ନୱାବ […]

Sameer-nawab

Sameer-nawab

Madhupriya Mistry
  • Published: Monday, 25 October 2021
  • Updated: 25 October 2021, 05:09 PM IST

Sports

Latest News

ମୁମ୍ବାଇ: ସମୀର ୱାଙ୍ଖଡେ ନୁହେଁ ପ୍ରକୃତ ନାଁ ହେଉଛି 'ସମୀର ଦାଉଦ ୱାଙ୍ଖଡେ'। ଏଇଠୁ ଆରମ୍ଭ ହୋଇଛି ଠକେଇ। ନିଜ ନାଁ ବଦଳାଇ ଦେଇଛନ୍ତି ଏହି ଏନ୍‌ସିବି ଅଧିକାରୀ। ଜାଲ ପ୍ରମାଣପତ୍ର ତିଆରି କରି ପାଇଛନ୍ତି ସରକାରୀ ଚାକିରୀ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ।

ସେ ଆର୍ଯ୍ୟନ୍‌ ମାମଲାର ତଦନ୍ତ କରୁଥିବା ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ନେଇ କରିଛନ୍ତି ମହାଖୁଲାସା। ଟ୍ୱିଟ୍‌ କରି ନୱାବ ମଲିକ ଏକ ଜନ୍ମ ପ୍ରମାଣପତ୍ର ଶେୟାର କରିଛନ୍ତି। ଏହି ପ୍ରମାଣପତ୍ରଟି ସମୀରଙ୍କର ବୋଲି ସେ ଦାବି କରିଛନ୍ତି। ଏହି ଜନ୍ମ ପ୍ରମାଣପତ୍ରରେ ତାଙ୍କ ବାପାଙ୍କ ନାଁ 'ଦାଉଦ କେ. ୱାଙ୍ଖଡେ' ଲେଖା ଅଛି। ଧର୍ମ ସ୍ଥାନରେ ମୁସ୍‌ଲିମ ଲେଖାହୋଇଥିବା ଦେଖିବାକୁ ମିଳିଛି।

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାର ଯାଂଚ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ଲଗାତର ଟାର୍ଗେଟ କରୁଛନ୍ତି ଏନ୍‌ସିପି ନେତା ନୱାବ ମଲିକ। ବର୍ତ୍ତମାନ ସମୀର ୱାଙ୍ଖଡେଙ୍କ ବିରୋଧରେ ବ୍ୟକ୍ତିଗତ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଆଜି ସେ ସମୀରଙ୍କ ୨୦-୨୫ ବର୍ଷ ପୁରୁଣା ଫଟୋ ଏବଂ ଜନ୍ମ ପ୍ରମାଣପତ୍ର ଟ୍ୱିଟ୍ କରିଛନ୍ତି। ସେ ଏହାକୁ ଟୁଇଟ୍ କରି କ୍ୟାପସନରେ ଲେଖିଛନ୍ତି -'ଚିହ୍ନନ୍ତୁ କିଏ?'

ଏହା ପରେ ନୱାବ ମଲିକ ତାଙ୍କର ଦ୍ୱିତୀୟ ଟ୍ୱିଟରେ ସମୀରଙ୍କ ଜନ୍ମ ପ୍ରମାଣପତ୍ରର ଫଟୋ ଶେୟାର କରିଛନ୍ତି। ଏଥିରେ କ୍ୟାପସନରେ ଲେଖା ହୋଇଛି –'ସମୀର ଡାଉଦ ୱାଙ୍ଖଡେଙ୍କ ଠକେଇ ଏଠାରୁ ହିଁ ଆରମ୍ଭ ହୋଇଥିଲା'।

ଏହି ଜନ୍ମ ପ୍ରମାଣପତ୍ର ଅନୁଯାୟୀ ସମୀର ୱାଙ୍ଖଡେ ଏକ ମୁସଲମାନ ପରିବାରର ଅଟନ୍ତି। ସେ ଭୁଲ ଢ଼ଙ୍ଗରେ ସଂରକ୍ଷଣର ସୁଯୋଗ ନେଇ ଭାରତୀୟ ରାଜସ୍ୱ ସେବାରେ ଚାକିରି ହାସଲ କରିଥିବା ଦାବି ହେଉଛି। ଅର୍ଥାତ୍ ସଂରକ୍ଷଣ ଉଦ୍ଦେଶ୍ୟରେ ସେ ନିଜ ଧର୍ମକୁ ଲୁଚାଇ ରଖିଥିଲେ ବୋଲି ଅଭିଯୋଗ ହୋଇଛି।

ଅନ୍ୟ ଏକ ଟୁଇଟ୍ ମଧ୍ୟ ଭାଇରାଲ୍ ହେଉଛି ଯେଉଁଥିରେ ସମୀର ୱାଙ୍ଖଡେଙ୍କ ପ୍ରଥମ ବିବାହର ଫଟୋ ରହିଛି। ସମୀରଙ୍କ ପ୍ରଥମ ପତ୍ନୀଙ୍କ ନାଁ ଡକ୍ଟର ଶବାନା କୁରେଶି। କ୍ରାନ୍ତି ରେଡକର ତାଙ୍କର ଦ୍ୱିତୀୟ ପତ୍ନୀ। ଦାବି କରାଯାଇଛି ଯେ, ଏହି ଫଟୋ ସମୀର ୱାଙ୍ଖଡେଙ୍କ ପ୍ରଥମ ବିବାହର। ସେ ୨୦୦୬ରେ  ପ୍ରଥମ ବିବାହ କରିଥିଲେ।

ସେପଟେ ଜନ୍ମପ୍ରମାଣ ପତ୍ରରେ ଠକେଉ ଅଭିଯୋଗକୁ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ଖଣ୍ଡନ କରିଛନ୍ତି।  ଏହାର ଜବାବରେ ସମୀର ୱାଙ୍ଖଡେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବିରୋଧରେ ହୀନ ରାଜନୀତି ଆରମ୍ଭ ହୋଇଛି। ବ୍ୟକ୍ତିଗତ ଟାର୍ଗେଟ ଆରମ୍ଭ ହୋଇଛି।

ସମୀର ୱାନକେଡେ ନକଲି ଜନ୍ମ ପ୍ରମାଣପତ୍ର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ଏହା ଏକ ମିଥ୍ୟା ଅଭିଯୋଗ ଏବଂ ବିବାହ ସମ୍ପର୍କରେ ହୋଇଥିବା ଅଭିଯୋଗ ବିଷୟରେ ପୂର୍ବରୁ ସୂଚନା ବାହାର କରାଯିବା ଉଚିତ୍। ଏହା ଅତ୍ୟନ୍ତ ନିଚ୍ଚ ଅଭିଯୋଗ। ଏହା ଏକ ମୂର୍ଖାମୀ ବୋଲି ସେ କହିଛନ୍ତି।

ଯେଉଁ ମହିଳାଙ୍କ ଛାଡପତ୍ର ହୋଇସାରିଛି, ତାଙ୍କର ଫଟୋ କାହା ଅନୁମତିରେ ଭାଇରାଲ କରାଯାଉଛି? ଜଣେ ଛାଡପତ୍ର ପାଇଥିବା ମହିଳାଙ୍କୁ ମଧ୍ୟ ଛଡାଯାଉ ନାହିଁ ବୋଲି ସେ କହିଛନ୍ତି। ଏଥିସହ ସନ୍ଧ୍ୟାରେ ପ୍ରେସ୍‌ମିଟ୍‌ ଜରିଆରେ ସେ ନିଜର ସମସ୍ତ ଉତ୍ତର ରଖିବେ ବୋଲି ସମୀର କହିଛନ୍ତି।

https://twitter.com/nawabmalikncp/status/1452486934073278467?s=20

https://twitter.com/ss_suryawanshi/status/1452480508793798667?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story