ହସ୍‌ପିଟାଲରେ ଭର୍ତ୍ତି ହେଲେ ନବାବ ମଲ୍ଲିକ୍‌

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା  ମହାରାଷ୍ଟ୍ରମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକ ବୁଧବାର ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ମୁମ୍ବାଇର ଜେଜେ ହସପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୂତ୍ରରୁ ‌ଏହି ସୂଚନା ମିଳିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ନବାବଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ମେଡିକାଲରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନାହିଁ। ନବାବଙ୍କ ଝିଅ ସାନା ଖାନ୍‌ ଏନେଇ ଦଳୀୟ କର୍ମୀଙ୍କୁ ଅବଗତ […]

nabab-malik

nabab-malik

Tapas Behera
  • Published: Friday, 25 February 2022
  • Updated: 25 February 2022, 04:01 PM IST

Sports

Latest News

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା  ମହାରାଷ୍ଟ୍ରମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକ ବୁଧବାର ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ମୁମ୍ବାଇର ଜେଜେ ହସପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସୂତ୍ରରୁ ‌ଏହି ସୂଚନା ମିଳିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ନବାବଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ମେଡିକାଲରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନାହିଁ। ନବାବଙ୍କ ଝିଅ ସାନା ଖାନ୍‌ ଏନେଇ ଦଳୀୟ କର୍ମୀଙ୍କୁ ଅବଗତ କରିଛନ୍ତି।

ତାଙ୍କ ବାପା ହସପିଟାଲରେ ଭର୍ତ୍ତି ହୋଇଥିବା  ନବାବଙ୍କ ଝଅ ଜଣାଇଛନ୍ତି। ପାକସ୍ତଳୀଜନିତ ସମସ୍ୟାରେ ନବାବ ପୀଡ଼ିତ ହୋଇଥିବା ତାଙ୍କ ଝିଅ କହିଛନ୍ତି । ଏ ସମ୍ପର୍କରେ ଏନ୍‌ସିପି ଅଫିସ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି। ପଳାତକ ଆତଙ୍କବାସୀ ଦାଉଦ୍ ଇବ୍ରାହିମ ଏବଂ ଅଣ୍ଡରୱାଲଡ୍‌ଙ୍କ ସହ ବେଆଇନ ଜମି କାରବାର ଅଭିଯୋଗରେ ନିବାବଙ୍କୁ ଇଡି ଗିରଫ କରିଥିଲା। ତାଙ୍କୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ନିଜ ହେପାଜତକୁ ନେଇଛି ଇଡି। ତେବେ ଶୁକ୍ରବାର ସକାଳେ ତାଙ୍କୁ ରୁଟିନ୍‌ ଚେକ୍‌ଅପ ପାଇଁ ଇଡି ମେଡିକାଲକୁ ନେଇଥିଲା। କିନ୍ତୁ ତାଙ୍କୁ ମେଡିକାଲରେ ବେଡ୍‌ ଆଡମିଟ୍ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।

ମନି ଲଣ୍ଡରିଂ ମାମଲାରେ ବୁଧବାର ତାଙ୍କୁ ପଚରାଉଚରା ନିମନ୍ତେ ଦକ୍ଷିଣ ମୁମ୍ବାଇ କାର୍ଯ୍ୟାଳୟକୁ ଡକାଯାଇଥିଲା। ସମନ ଅନୁସାରେ ସେ ସକାଳ ଠିକ ୮ଟା ବେଳେ ଇଡିଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଦୀର୍ଘ ୭ ଘଣ୍ଟା ଧରି ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇ ଥିଲା । କିଛି ଦିନ ପୂର୍ବେ ଇଡି ଥାଣେ ଜେଲରୁ ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରକୁ ନିଜ ହେପାଜତକୁ ନେଇ ପଚରା ଉଚରା କରିଥିଲା । ଏହି ପଚରା ଉଚରାରେ ଇକବାଲ ମଲ୍ଲିକଙ୍କ ନାମ ନେଇଥିଲା।

ଇଡି ଗତ ଫେବୃଆରୀ ୧୫ ତାରିଖରେ ଅଣ୍ଡରୱାର୍ଲଡଙ୍କ ସମ୍ପତ୍ତିର ଅବୈଧ କିଣାବିକାନେଇ ମୁମ୍ବାଇରେ ଚଢଉ କରିଥିଲେ। ଏଥିରେ ୧୦ ଟି ସ୍ଥାନରେ ଇଡି ରେଡ କରିଥିଲା ଏଥିରେ ଇଡି ଟିମ୍ ଦାଉଦ ଇବ୍ରାହିମ୍‌ର ମୃତ ଭଉଣୀ ହସିନା ପାର୍କର, ଭାଇ ଇକବାଲ କାସକର, ଛୋଟା ସକିଲର ସମ୍ପର୍କୀୟ ସଲିମ କ୍ୟୁରେଶିଙ୍କ ଘରେ ରେଡ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story