ବିମାନ ଦୁର୍ଘଟଣା: ନେପାଳର ଲୋକପ୍ରିୟ ସିଙ୍ଗର୍ ନୀରାଙ୍କ ପରଲୋକ

ନୂଆଦିଲ୍ଲୀ: କଥାରେ କହନ୍ତି- କାଲି କିଏ ଦେଖିଛି? ମଣିଷ ସ୍ୱପ୍ନ ଦେଖେ, ଆଶା ରଖେ। ହେଲେ ତାହା ସତ ହେବ, କି ପାଣି ଫୋଟକା ଭଳି ମିଳେଇ ଯିବ, ତାହା ଥାଏ ବିଧାତା ହାତରେ। ଠିକ୍ ସେମିତି କିଛି ଘଟିଛି ନେପାଳର ଜଣାଶୁଣା ଲୋକଗୀତ କଣ୍ଠଶିଳ୍ପୀ ନୀରା ଛାନ୍‌ତ୍ୟାଲଙ୍କ କ୍ଷେତ୍ରରେ। ଗତକାଲି ସେ ସୋଶାଲ ମିଡିଆରେ ଲେଖିଥିଲେ, ମୁଁ ଆସନ୍ତାକାଲି ପୋଖରା ଯାଉଛି। ସେଠି ମଜା କରିବା। ହେଲେ ସତ ହୋଇପାରିଲାନି ତାଙ୍କ ସୋଶାଲ ମିଡିଆ ପୋଷ୍ଟ। […]

folk-singer-nira-chhantyal

folk-singer-nira-chhantyal

Madhupriya Mistry
  • Published: Monday, 16 January 2023
  • Updated: 16 January 2023, 09:18 AM IST

Sports

Latest News

ନୂଆଦିଲ୍ଲୀ: କଥାରେ କହନ୍ତି- କାଲି କିଏ ଦେଖିଛି? ମଣିଷ ସ୍ୱପ୍ନ ଦେଖେ, ଆଶା ରଖେ। ହେଲେ ତାହା ସତ ହେବ, କି ପାଣି ଫୋଟକା ଭଳି ମିଳେଇ ଯିବ, ତାହା ଥାଏ ବିଧାତା ହାତରେ। ଠିକ୍ ସେମିତି କିଛି ଘଟିଛି ନେପାଳର ଜଣାଶୁଣା ଲୋକଗୀତ କଣ୍ଠଶିଳ୍ପୀ ନୀରା ଛାନ୍‌ତ୍ୟାଲଙ୍କ କ୍ଷେତ୍ରରେ।

ଗତକାଲି ସେ ସୋଶାଲ ମିଡିଆରେ ଲେଖିଥିଲେ, ମୁଁ ଆସନ୍ତାକାଲି ପୋଖରା ଯାଉଛି। ସେଠି ମଜା କରିବା। ହେଲେ ସତ ହୋଇପାରିଲାନି ତାଙ୍କ ସୋଶାଲ ମିଡିଆ ପୋଷ୍ଟ। ଆଶା ଆଶାରେ ହିଁ ରହିଗଲା। ପୋଖରା ପହଞ୍ଚିବା ଆଗରୁ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ। ଆଉ ପ୍ରାଣ ହରାଇଲେ ନୀରା।

ନେପାଳ ବିମାନ ଦୁର୍ଘଟଣାରେ ୬୮ ମୃତକଙ୍କ ମଧ୍ୟରେ ନୀରା ଛାନ୍‌ତ୍ୟାଲ ଥିବା ଖବର ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମାଘ ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକଗୀତ ଗାଇବାକୁ କାଠମାଣ୍ଡୁରୁ ବିମାନଯୋଗେ ପୋଖରା ଆସୁଥିଲେ ନୀରା। ତେବେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିବା ପରେ, ଏହି କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି।

ନୀରା ନେପାଳର ଜଣେ ଫେମସ୍ ସିଙ୍ଗର୍‌ଙ୍କ ମଧ୍ୟରୁ ଜଣେ। ତାଙ୍କ ଗୀତକୁ ଲୋକେ ବେଶ୍ ପସନ୍ଦ କରନ୍ତି। ପିରତୋକି ଡୋରି ସହ ଅନେକ ସୁନ୍ଦର ଗୀତ ସେ ନିଜ କଣ୍ଠରେ ଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story