୨୪ ଘଣ୍ଟାରେ ୧୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଡରାଇଲାଣି କୋଭିଡ। ଉପର ମୁହାଁ ହେଲାଣି ମହାମାରୀ କରୋନା ଗ୍ରାଫ। ଗୋଟିଏ ପଟେ କରୋନା ଟିକାକରଣ ଚାଲିଥିବାବେଳେ ଆଉ ଗୋଟେ ପଟେ ପୁଣି ବଢ଼ି ଚାଲିଛି ଅକ୍ରାନ୍ତଙ୍କ ସଂଖ୍ୟା। ଗଲା ଦୁଇ ମାସରେ ଆଜି ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧୮ ଜାରର ୭୬୫ ସଂକ୍ରମିତ। ଏହାକୁ ନେଇ ଏବେ ପୁଣି ଚିନ୍ତା ବଢ଼ିବାରେ ଲାଗିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, କେବଳ ମହାରାଷ୍ଟ୍ରରୁ ହିଁ […]

COVID-19-active-cases-rise-

COVID-19-active-cases-rise-

Madhupriya Mistry
  • Published: Sunday, 07 March 2021
  • Updated: 07 March 2021, 01:43 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଡରାଇଲାଣି କୋଭିଡ। ଉପର ମୁହାଁ ହେଲାଣି ମହାମାରୀ କରୋନା ଗ୍ରାଫ। ଗୋଟିଏ ପଟେ କରୋନା ଟିକାକରଣ ଚାଲିଥିବାବେଳେ ଆଉ ଗୋଟେ ପଟେ ପୁଣି ବଢ଼ି ଚାଲିଛି ଅକ୍ରାନ୍ତଙ୍କ ସଂଖ୍ୟା। ଗଲା ଦୁଇ ମାସରେ ଆଜି ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧୮ ଜାରର ୭୬୫ ସଂକ୍ରମିତ। ଏହାକୁ ନେଇ ଏବେ ପୁଣି ଚିନ୍ତା ବଢ଼ିବାରେ ଲାଗିଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, କେବଳ ମହାରାଷ୍ଟ୍ରରୁ ହିଁ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁଣେରେ ୧୯୨୫, ନାଗପୁରରେ ୧୨୧୭ ଏବଂ ମୁମ୍ବାଇରେ ୧୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଶ୍ୱସ୍ତିକର ଖବର ହେଉଛି କି, ଗତ ଦୁଇ ଦିନ ଧରି ଶହେରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିଲା। ତେବେ ଏହି ସଂଖ୍ୟା ଆଜି ୯୯ରେ ପହଞ୍ଚିଛି । ଗତ ସପ୍ତାହରେ ଦେଶରେ କରୋନା ଆକ୍ରାନ୍ତଙ୍କ ହାରାହାରି ସଂଖ୍ୟା ୧୬ ହଜାରରେ ଥିଲା

ଶେଷ ଥର ପାଇଁ ଜାନୁଆରୀ ୬ ତାରିଖରେ ଚିହ୍ନଟ ହୋଇଥିଲେ ୧୮ ହଜାର ୮୯୪ ଆକ୍ରାନ୍ତ। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୧୦ ହଜାର ୭୯୯ ଥିବା ବେଳେ ଆକ୍ଟିଭ କେସ୍ ୧ ଲକ୍ଷ ୮୪ ହଜାର ୫୨୩ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story