ବିଲୱାଲ ଭୁଟ୍ଟୋଙ୍କ ବୟାନ ଏକ ଅଭଦ୍ରୋଚିତ ଗର୍ଜନର ନମୁନା: ଭାରତ

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନ  ଉପରେ  ତୀବ୍ର ନିନ୍ଦା କରିଛି  ଭାରତ। ଏନେଇ ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ମୋଦିଙ୍କ ବିରୋଧରେ ବିଲୱାଲ ଭୁଟ୍ଟୋଙ୍କ ବୟାନ ଏକ ଅଭଦ୍ରୋଚିତ ଗର୍ଜନର ନମୁନା ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି। ସେହିପରି  ବୈଦେଶିକ ମନ୍ତ୍ରଣାଳୟ ଆହୁରି କହିଛି ଯେ, ଭୁଟ୍ଟୋଙ୍କ ବୟାନ ଏକ ନିମ୍ନାମାନସିକତାର  ପରିଚୟ। ବୋଧେ ପାକିସ୍ତାନ […]

iop

iop

Tapas Behera
  • Published: Friday, 16 December 2022
  • Updated: 16 December 2022, 08:04 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନ  ଉପରେ  ତୀବ୍ର ନିନ୍ଦା କରିଛି  ଭାରତ। ଏନେଇ ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ମୋଦିଙ୍କ ବିରୋଧରେ ବିଲୱାଲ ଭୁଟ୍ଟୋଙ୍କ ବୟାନ ଏକ ଅଭଦ୍ରୋଚିତ ଗର୍ଜନର ନମୁନା ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି। ସେହିପରି  ବୈଦେଶିକ ମନ୍ତ୍ରଣାଳୟ ଆହୁରି କହିଛି ଯେ, ଭୁଟ୍ଟୋଙ୍କ ବୟାନ ଏକ ନିମ୍ନାମାନସିକତାର  ପରିଚୟ। ବୋଧେ ପାକିସ୍ତାନ ୧୯୭୧ କଥା ଭୁଲିଯାଇଛି। ସେ ସମୟରେ ପୂର୍ବବେଙ୍ଗଲରେ ପାକିସ୍ତାନ କିଭଳି ନରସଂହାର କରୁଥିଲା ତାହା କାହାକୁ ଅଛପା ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ। ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରିକରି ଅତ୍ୟନ୍ତ କଠୋର ଭାଷାରେ ପାକିସ୍ତାନକୁ ଭର୍ତ୍ସନା କରାଯାଇଛି  ।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ପାକିସ୍ତାନର ମାନଦଣ୍ଡ ଦୃଷ୍ଟିରୁ ବି ଏହା ଅତ୍ୟନ୍ତ କଦର୍ଯ୍ୟ କଥା । ଭାରତର ବିଜୟ ଦିବସକୁ ମନେ ପକାଇ ସେ କହିଛନ୍ତି ଯେ ୧୯୭୧ର ଇତିହାସକୁ ପାକିସ୍ତାନ ଭୁଲିଯାଇଛି, ଯାହା ଥିଲା ସଂଖ୍ୟାଲଘୁଙ୍କ ଉପରେ ପାକିସ୍ତାନର ଗଣସଂହାରର ଫଳ । କିନ୍ତୁ ଏଥିରୁ ପାକିସ୍ତାନ କିଛି ଶିକ୍ଷା କରିଥିବା ମନେହେଉନାହିଁ ଓ ସଂଖ୍ୟାଲଘୁଙ୍କ ପ୍ରତି ପାକିସ୍ତାନର ମନୋଭାବରେ କୌଣସି ପରିବର୍ତ୍ତନ ଆସିନାହିଁ । ସେହିପରି କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ କହିଛନ୍ତି, “ମୁଁ କହିବାକୁ ଚାହେଁ ଯେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଯେଉଁ ପ୍ରକାରର ଭାଷା ବ୍ୟବହାର କରନ୍ତି ତାହା କେବଳ ଦେବାଳିଆ ଦେଶକୁ ପ୍ରତିନିଧିତ୍ୱ କରେ ନାହିଁ, ବରଂ ସେ ନିଜର ମାନସିକ ଦେବାଳିଆ ମଧ୍ୟ ଦେଖାଉଛନ୍ତି । ଅନ୍ୟପଟେ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବଲିୱାଲ ଭୁଟ୍ଟୋ ଦେଇଥିବା ଅରୁଚିକର ଟିପ୍ପଣୀକୁ ନେଇ ଆଜି ବିଜେପି କର୍ମୀମାନେ ରାଜଧାନୀ ଦିଲ୍ଲୀରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ କରିବା ସହ ପ୍ରବଳ ନାରାବାଜି କରିଛନ୍ତି।

ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ଼ ଧରି ପାକିସ୍ତାନ ବିରୋଧରେ ଏକ ବିଶାଳ ରାଲି କରିଥିଲେ। ହାତରେ ପ୍ଲାକାର୍ଡ ଧରି ପାକିସ୍ତାନ ହାଏ ହାଏ ଏବଂ ବିଲାୱାଲ ଭୁଟ୍ଟୋ ମାଫି ମାଙ୍ଗୋ ସ୍ଲୋଗାନ ଦେଇଥିଲେ। ଅନ୍ୟପଟେ ପାକ୍ ଦୂତାବାସ ଆଡକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ବିଜେପି କର୍ମୀମାନଙ୍କୁ ନିୟନ୍ତ୍ରଣ ପାଇଁ  ପୁଲିସ ବ୍ୟାପକ ପଦକ୍ଷେପ ନେଇଥିଲା। ମୋଦିଙ୍କ ବିରୋଧରେ ଅତି କଟୁ ମନ୍ତବ୍ୟ ନେଇ ବିଲୱାଲ ଭୁଟ୍ଟୋ କହିଛନ୍ତି ଯେ, ମୁଁ ଭାରତକୁ କହିବାକୁ ଚାହେଁ ଓସମା ବିନ୍ ଲାଦେନ ମରିଛନ୍ତି, କିନ୍ତୁ ଗୁଜରାଟର “କଂସେଇ” ବଞ୍ଚିଛନ୍ତି। ଆଉ ସେ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କୁ ଏହି ଦେଶରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ସେ ହେଉଛନ୍ତି  ଆରଏସଏସର ପ୍ରଧାନମନ୍ତ୍ରୀ ଏବଂ ଆରଏସଏସର ବୈଦେଶିକ ମନ୍ତ୍ରୀ। ସୂଚନା ଅନୁଯାୟୀ ଜାତିସଂଘ ମୁଖ୍ୟାଳୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୁଖ୍ୟାତ ଆତଙ୍କବାଦୀ ଓସମା ବିନ ଲାଦେନଙ୍କ ନିହତ କଥା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story