ରାଫେଲ ଦୁର୍ନୀତି: ପ୍ରମାଣ ଥାଇ ବି ତଦନ୍ତ କରୁ ନଥିଲା ସିବିଆଇ !

ନୂଆଦିଲ୍ଲୀ: ପୁଣି ଫେରିଲା ରାଫେଲ ବିବାଦ। ରାଫେଲ ଚୁକ୍ତିରେ ହୋଇଥିବା ଅନିୟମିତତା ପ୍ରସଙ୍ଗରେ ଆସିଛି ନୂଆ ଟୁଇଷ୍ଟ। ରାଫେଲ ଯୁଦ୍ଧ ବିମାନ କିଣାରେ ହେରଫେର ନେଇ ସିବିଆଇ ପାଖରେ ରିପୋର୍ଟ ଥିଲା। କିନ୍ତୁ  ସିବିଆଇ ତଦନ୍ତ କଲା ନାହିଁ। ଫ୍ରାନ୍ସର ଏକ ୱେବ ଗଣମାଧ୍ୟମ ମିଡିଆପାର୍ଟ ପକ୍ଷରୁ ଏଭଳି ଚାଞ୍ଚଲ୍ୟକର ଖବର  ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଫ୍ରାନ୍ସର ରାଫେଲ ନିର୍ମାତା ଡାସଲ୍ଟ କମ୍ପାନୀ ଭାରତ ସହ ୩୬ଟି ଯୁଦ୍ଧ ବିମାନ ବିକ୍ରି ଡିଲ୍‌କୁ ନିଶ୍ଚିତ କରିବା […]

Rafale

Rafale

Tapas Behera
  • Published: Monday, 08 November 2021
  • Updated: 08 November 2021, 05:01 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ଫେରିଲା ରାଫେଲ ବିବାଦ। ରାଫେଲ ଚୁକ୍ତିରେ ହୋଇଥିବା ଅନିୟମିତତା ପ୍ରସଙ୍ଗରେ ଆସିଛି ନୂଆ ଟୁଇଷ୍ଟ। ରାଫେଲ ଯୁଦ୍ଧ ବିମାନ କିଣାରେ ହେରଫେର ନେଇ ସିବିଆଇ ପାଖରେ ରିପୋର୍ଟ ଥିଲା। କିନ୍ତୁ  ସିବିଆଇ ତଦନ୍ତ କଲା ନାହିଁ। ଫ୍ରାନ୍ସର ଏକ ୱେବ ଗଣମାଧ୍ୟମ ମିଡିଆପାର୍ଟ ପକ୍ଷରୁ ଏଭଳି ଚାଞ୍ଚଲ୍ୟକର ଖବର  ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ ଫ୍ରାନ୍ସର ରାଫେଲ ନିର୍ମାତା ଡାସଲ୍ଟ କମ୍ପାନୀ ଭାରତ ସହ ୩୬ଟି ଯୁଦ୍ଧ ବିମାନ ବିକ୍ରି ଡିଲ୍‌କୁ ନିଶ୍ଚିତ କରିବା ପାଇଁ ଜଣେ ମଧ୍ୟସ୍ଥିଙ୍କୁ ୭.୫ନିୟୁତ (ପ୍ରାୟ ୬୫୦ ମିଲିଅନ ଟଙ୍କା) ୟୁରୋ ଲାଞ୍ଚ ଦେଇଥିଲା। ଏହାର ସମସ୍ତ ଦସ୍ତାବିଜ୍‌ ଭାରତୀୟ ଯାଞ୍ଚ ଏଜେନ୍ସି ପାଖରେ ଥିଲେ ମଧ୍ୟ ତଦନ୍ତ କରିବାକୁ ଅମଙ୍ଗ ହୋଇଥିଲା ବୋଲି ଉକ୍ତ ଗଣମାଧ୍ୟମ ଖବର ପ୍ରକାଶ କରିଛି।

୫୯,୦୦୦ କୋଟି ଟଙ୍କାର ରାଫେଲ ବିମାନ ଚୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ମିଡିଆପାର୍ଟ ତା’ର ଅନୁସନ୍ଧାନ କରୁଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସୁଷେଣ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କୁ ଡାସଲ୍ଟ ମଧ୍ୟସ୍ଥି ଭାବେ ନିଯୁକ୍ତ କରିଥିଲା। ଡିଲ୍‌ ପାଇଁ ତାଙ୍କୁ ବ୍ୟାପକ ଲାଞ୍ଚ ମଧ୍ୟ ଦେଇଥିଲା। ଯୁଦ୍ଧ ବିମାନ ଡିଲ୍‌ ପାଇଁ ନକଲି ଇନ୍‌ଭଏସ ତିଆରି କରାଯାଇ ଦୁର୍ନୀତି କରାଯାଇଛି।

ହେଲେ ଏତେ ସବୁ ତଥ୍ୟ ଥାଇ ମଧ୍ୟ ଭାରତୀୟ ତଦନ୍ତକାରୀ ସଂସ୍ଥା ଘଟଣାକୁ ଗୁରୁତ୍ୱର ସହ ନେଇ ନଥିଲା କିମ୍ବା ତଦନ୍ତ କରି ନଥିଲା। ଡାସଲ୍ଟର କିକ୍‌ବ୍ୟାକ୍‌ ସମ୍ପର୍କରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପାଖରେ ୨୦୧୮ରୁ ପ୍ରମାଣ ରହିଥିଲା। ହେଲେ ଏହା ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଡାସଲ୍ଟ ସୁଷେଣ ଗୁପ୍ତାଙ୍କୁ ରାଫେଲ ଡିଲ୍‌ ପାଇଁ ଟଙ୍କା ଦେଇଥିବା ଖବର ସିବିଆଇ ଓ ଇଡି ଜାଣିଥିଲେ ବୋଲି ମିଡିଆ ପାର୍ଟ କହିଛି। 

ରାଫେଲ ମାମଲାରେ ଉକ୍ତ ଗଣମାଧ୍ୟମ ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରାଯାଇଛି। ୨୦୧୩ ପୂର୍ବରୁ ହିଁ ଡିଲ ପାଇଁ ବିପୁଳ ଅର୍ଥ ଦିଆଯାଇଥିଲା। ରାଫେଲ ଡିଲ୍‌ରେ ହେରଫେର ହୋଇଥିବା ଅଭିଯୋଗର ଗୋଟିଏ ସପ୍ତାହ ପରେ ଅର୍ଥାତ ୨୦୧୮ ଅକ୍ଟୋବର ୧୧ରେ ସିବିଆଇ ପାଖକୁ ଉକ୍ତ ଦସ୍ତାବିଜ୍‌ ଆସିଥିଲା। କିନ୍ତୁ ଘଟଣାର ତଦନ୍ତ ପାଇଁ ସିବିଆଇ ଆଦୌ ରାଜି ହୋଇ ନଥିଲା ବୋଲି କୁହାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ଫ୍ରେଞ୍ଚ ଏଭିଏସନ କମ୍ପାନୀ ଡାସଲ୍ଟ ମଧ୍ୟସ୍ଥି ସୁଶେନ ଗୁପ୍ତାଙ୍କୁ ୭.୫ ମିଲଅନ୍‌ ୟୁରୋ ଦେଇଛି। ୨୦୦୭ରୁ ୨୦୧୨ ମଧ୍ୟରେ କାରବାର ହୋଇଥିବା ବେଳେ ଏହା କଂଗ୍ରେସ ଶାସନାଧୀନ ଥିଲା। ଏହି ସମୟରେ  ରାଫେଲ ବିଡ୍‌ ପ୍ରସେସ୍‌ ଆରମ୍ଭ ହୋଇଥିଲା। କିନ୍ତୁ ୨୦୧୮ ମସିହା ଅକ୍ଟୋବର ୪ରେ ଏନେଇ ଅଭିଯୋଗ ହୋଇଥିଲା। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ସମୟରେ ହୋଇଥିବା ଡିଲ୍‌କୁ ବାତିଲ କରି ଡାସଲ୍ଟ ସହ ନୂଆ ଚୁକ୍ତି କରିଥିଲେ। ଏହି ସମୟରେ ହିଁ ବେଆଇନ କାର୍ଯ୍ୟକଳାପ ହୋଇଥିବା ସନ୍ଦେହ କରି ଅଭିଯୋଗ ଦାଖଲ କରାଯାଇଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story