କାଲିଠୁ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ

ମୁମ୍ବାଇ: ବେକାକୁ ହେଲାଣି କରୋନା। ଏହାକୁ ଦୃଷ୍ଟିରେ ରଖି କାଲିଠି ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ପୁଣେ ସହରରେ ଆସନ୍ତାକାଲିଠୁ ଅର୍ଥାତ ଏପ୍ରିଲ ୩ ତାରିଖରୁ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି। ପୁଣେ ଡିଭିଜନାଲ କମିଶନର ଏନେଇ ସୂଚନା ଦେଇଛନ୍ତି।ୟ ଏଥିସହ ଆଗାମୀ ୭ ଦିନ ପାଇଁ ସହରର ସମସ୍ତ ହୋଟେଲ, ବାର୍‌ ଓ ରେସ୍ତୋରାଁକୁ ବନ୍ଦ କରାଯାଇଛି। ଖାଦ୍ୟ ହୋମ୍ ଡେଲିଭରି ପାଇଁ ଅନୁମତି ରହିଛି। […]

Night Curfew

Night Curfew

Madhupriya Mistry
  • Published: Friday, 02 April 2021
  • Updated: 02 April 2021, 04:27 PM IST

Sports

Latest News

ମୁମ୍ବାଇ: ବେକାକୁ ହେଲାଣି କରୋନା। ଏହାକୁ ଦୃଷ୍ଟିରେ ରଖି କାଲିଠି ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ପୁଣେ ସହରରେ ଆସନ୍ତାକାଲିଠୁ ଅର୍ଥାତ ଏପ୍ରିଲ ୩ ତାରିଖରୁ ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି। ପୁଣେ ଡିଭିଜନାଲ କମିଶନର ଏନେଇ ସୂଚନା ଦେଇଛନ୍ତି।ୟ

ଏଥିସହ ଆଗାମୀ ୭ ଦିନ ପାଇଁ ସହରର ସମସ୍ତ ହୋଟେଲ, ବାର୍‌ ଓ ରେସ୍ତୋରାଁକୁ ବନ୍ଦ କରାଯାଇଛି। ଖାଦ୍ୟ ହୋମ୍ ଡେଲିଭରି ପାଇଁ ଅନୁମତି ରହିଛି। ବିବାହ ଓ ଅନ୍ତିମ ସଂସ୍କାର ବ୍ୟତୀତ ଅନ୍ୟ ସବୁ ସାମାଜିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ବିବାହରେ ୫୦, ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ ଲୋକଙ୍କୁ ଅନୁମତି ରହିଛି। ସେହିପରି ଧାର୍ମିକସ୍ଥଳ ମଧ୍ୟ ୭ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି।

ଏହାପୂର୍ବରୁ କରୋନାର ବଢ଼ୁଥିବା ସଂକ୍ରମଣକୁ  ଦୃଷ୍ଟିରେ ରଖି  ଛତିଶଗଡ଼ ଦୁର୍ଗ ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଏପ୍ରିଲ୍ ୬ରୁ ୧୪ ଯାଏଁ ଲକଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲପାଳ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାଯର୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story