ବକ୍ତାଙ୍କ ଗଳା ଶୁଖିଯିବାରୁ ପାଣି ଗ୍ଲାସ ଧରି ପହଞ୍ଚିଗଲେ ଅର୍ଥମନ୍ତ୍ରୀ

ମୁମ୍ବାଇ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦାରପଣ।  ଷ୍ଟେଜ ଉପରେ ଅଭିଭାଷଣ ବେଳେ ବକ୍ତାଙ୍କ ଗଳା ଶୁଖିଯିବାରୁ ନିଜେ ତାଙ୍କ ନିକଟକୁ ପାଣି ନେଇ ପହଂଚିଗଲେ ଅର୍ଥମନ୍ତ୍ରୀ । ମୁମ୍ବାଇରେ ଚାଲିଥିବା ଏନଏସଡିଏଲ ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟରୀ ଲିମିଟେଡର ଏକ କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏନଏସଡିଏଲରର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ‘ମାର୍କେଟ କା ଏକଲବ୍ୟ’ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଏନଏସଡିଏଲର ମ୍ୟାନେଜିଂ ଡିରେକ୍ଟର ପଦ୍ମଜା ଚନ୍ଦାରୁ ଅଭିଭାଷଣ ରଖିବାବେଳେ […]

ppp1

ppp1

Tapas Behera
  • Published: Tuesday, 10 May 2022
  • Updated: 10 May 2022, 09:33 AM IST

Sports

Latest News

ମୁମ୍ବାଇ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦାରପଣ।  ଷ୍ଟେଜ ଉପରେ ଅଭିଭାଷଣ ବେଳେ ବକ୍ତାଙ୍କ ଗଳା ଶୁଖିଯିବାରୁ ନିଜେ ତାଙ୍କ ନିକଟକୁ ପାଣି ନେଇ ପହଂଚିଗଲେ ଅର୍ଥମନ୍ତ୍ରୀ । ମୁମ୍ବାଇରେ ଚାଲିଥିବା ଏନଏସଡିଏଲ ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟରୀ ଲିମିଟେଡର ଏକ କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏନଏସଡିଏଲରର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ‘ମାର୍କେଟ କା ଏକଲବ୍ୟ’ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଏନଏସଡିଏଲର ମ୍ୟାନେଜିଂ ଡିରେକ୍ଟର ପଦ୍ମଜା ଚନ୍ଦାରୁ ଅଭିଭାଷଣ ରଖିବାବେଳେ ଗଳା ଶୁଖିଯାଇଥିଲା ।

ଫଳରେ ସେ ସେହିଠାରୁ ହିଁ ପାଣି ମଗାଇଥିଲେ । ତେବେ ଏହା ଦେଖି ନିର୍ମଳା ସୀତାରମଣ ତାଙ୍କ ଆସନରୁ ଉଠି ନିଜେ ପାଣି ବୋତଲ୍ ଓ ଗ୍ଲାସ ଧରି ଆସି ତାଙ୍କ ନିକଟରେ ପହଂଚିଥିଲେ । ଆଉ ସେଠାରେ ଗ୍ଲାସରେ ପାଣି ପିଇବା ପାଇଁ ଦେଇଥିଲେ। ସୀତାରମଣଙ୍କ ଏହି ମାନିବିକ ଆଚରରେ ମୁଗ୍ଧ ହୋଇ ପଦ୍ମଜା ତାଙ୍କୁ କୃଜ୍ଞତା ଜଣାଇଥିଲେ।
https://twitter.com/dpradhanbjp/status/1523352651051802625?s=20&t=G2RV4oi_dCimoCwCqC632w

ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।  ଏହି ଭିଡିଓକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ସୀତାରମରମଣଙ୍କ ଉଦାରପଣିଆକୁ ପ୍ରଂଶସା କରିଛନ୍ତି। ନିର୍ମଳାଙ୍କ ଏହି ନମ୍ର ବ୍ୟବହାର ଦେଖି ସମସ୍ତେ କରତାଳି ଦ୍ୱାରା ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୀତାରମଣଙ୍କ ସହ ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ ବୀଣା ରାମକ୍ରିଷ୍ଣ ଶ୍ରୀନିବାସ ଏକ ପୋଷ୍ଟାଲ ଷ୍ଟାମ୍ପ ଲଞ୍ଚ କରିଥିଲା। ଏନଏସଡିଏଲର ୨୫ ବର୍ଷ ପୂର୍ତ୍ତି  ଅବସରରେ ଏହି  ପୋଷ୍ଟାଲ ଷ୍ଟାମ୍ପ ଲଞ୍ଚ କରାଯାଥିଲା। ସେହିପରି ମାର୍କେଟ ଏକଲବ୍ୟ ନାମରେ ଏକ ଇନଭେଷ୍ଟର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ସୀତାରମମଣ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story