‘ବିଜେପି ସହ ସମ୍ପର୍କ ତୁଟାଇଲେ ଆମେ ତୁମକୁ ରାଷ୍ଟପ୍ରତି ପ୍ରାର୍ଥୀ କରିବୁ’

ମୁମ୍ବାଇ: ବର୍ତ୍ତମାନର ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରି ଆସୁଥିବା ବେଳେ କିଏ ହେବେ ଦେଶର ପରବର୍ତ୍ତୀ ମହାମହିମ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଏହି ସର୍ବୋଚ୍ଚ ଆସନରେ କିଏ ଅଭିଷିକ୍ତ ହେବେ ତାକୁ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି। ତେବେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲ୍ଲିକ ଏକ ରୋଚକ ବୟାନ ଦେଇଛନ୍ତି।  ସେ କହିଛନ୍ତି ଯେ, ବିରୋଧୀଙ୍କ ପକ୍ଷରୁ ପରବର୍ତ୍ତୀ […]

nitish-kumar

nitish-kumar

Tapas Behera
  • Published: Tuesday, 22 February 2022
  • Updated: 22 February 2022, 06:41 PM IST

Sports

Latest News

ମୁମ୍ବାଇ: ବର୍ତ୍ତମାନର ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରି ଆସୁଥିବା ବେଳେ କିଏ ହେବେ ଦେଶର ପରବର୍ତ୍ତୀ ମହାମହିମ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଏହି ସର୍ବୋଚ୍ଚ ଆସନରେ କିଏ ଅଭିଷିକ୍ତ ହେବେ ତାକୁ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି। ତେବେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲ୍ଲିକ ଏକ ରୋଚକ ବୟାନ ଦେଇଛନ୍ତି।  ସେ କହିଛନ୍ତି ଯେ, ବିରୋଧୀଙ୍କ ପକ୍ଷରୁ ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମିଳିତ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ। ଏଥିପାଇଁ ବିରୋଧୀ ଦଳ ପକ୍ଷରୁ ସାମୁହିକ ଆଲୋଚନା ହୋଇ ନିର୍ଣ୍ଣୟ ନିଆଯିବ।

ତେବେ ଦେଶର ଏହି ସର୍ବୋଚ୍ଚ ପଦବୀ ପାଇଁ ବିରୋଧିଙ୍କ ପକ୍ଷରୁ ନୀତୀଶ କୁମାରଙ୍କ ନାମ ବିଚାର କରାଯାଇ ପାରେ। ହେଲେ ଏଥିପାଇଁ ନୀତୀଶଙ୍କୁ ବିଜେପି ସହ ସମ୍ପର୍କ ତୁଟାଇବାକୁ  ପଡ଼ିବ ବୋଲି  ନୱାବ ମଲ୍ଲିକ କହିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତକାର ଦେଇ  ମଲ୍ଲିକ୍‌ କହିଛନ୍ତି ଯେ, ୫ ରାଜ୍ୟରେ ଚାଲିଥିବା ବିଧାନ ସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ହେବ। ଏବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ଚାଲିଛି। ମୁଖ୍ୟତଃ ବୃହତ ରାଜ୍ୟ ଭାବେ ପରିଚିତ ଉତ୍ତରପ୍ରଦେଶ ୪୦୩ଟି ଆସନରୁ ବିଜେପି ୧୫୦ରୁ କମ୍ ସିଟ୍‌ ପାଇବ ବୋଲି ସେ କହିଛନ୍ତି।  ସେହିପରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ତୃତୀୟ ସାମ୍ମୁଖ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ , ବେଙ୍ଗଲର ମମତା ବାନାର୍ଜୀଙ୍କ ସହ ମହାବିକାଶ ଅଘାଡ଼ି ସହ ମିଳିତ ଆଲୋଚନା ହୋଇଛି।

ବିରୋଧୀ ଦଳ ପକ୍ଷରୁ ସାମ୍ମୁହିକ ନେତୃତ୍ୱ ଅଧିନରେ ଏହି ତୃତୀୟ ସାମ୍ମୁଖ୍ୟ କାମ କରିବ। ତେବେ କଂଗ୍ରେସ ବ୍ୟତୀତ ଏହି ତୃତୀୟ ସାମ୍ମୁଖ୍ୟ ଗଠନ ଅସମ୍ଭବ ବୋଲି ସେ କହିଛନ୍ତି । ତେବେ ବିରୋଧୀଙ୍କ ପକ୍ଷରୁ ନୀତୀଶଙ୍କ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀକୁ ନେଇ ସେ କହିଛନ୍ତି ଯେ, ନୀତୀଶ ବିଜେପିଠାରୁ ସମ୍ପର୍କ ନ ତୁଟାଇଲେ ଆଲୋଚନା ଅସମ୍ଭବ।  ଏବେ ବିହାରରେ ଜେଡିୟୁ ସହ ବେଜେପି ମଧ୍ୟରେ ମେଣ୍ଟ ସରକାର ରହିଛି। ସେଠାରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଅଛନ୍ତି। ୧୯୯୩ରେ ଉତ୍ତପ୍ରଦେଶରେ ସାମ୍ପ୍ରଦାୟିକ ହିଂସା ପାଇଁ ମଲ୍ଲିକ ବିଜେପିକୁ ଦାୟୀ କରିଛନ୍ତି । କାରଣ ସେତେବେଳେ ଉତ୍ତରପ୍ରଦେଶର ବିଜେପି ସରକାର ଥିଲା। ଏହାର ୩୦ ବର୍ଷ ପରେ ରାଜ୍ୟର ବିଧାନସଭା ନିର୍ବାଚନରେ ସ୍ଥିତି ପୁନରାବୃତ୍ତି ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story