ମେଡିକାଲକୁ ରାସ୍ତା ନାହିଁ, ଅଧାବାଟରେ ମା ଆଗରେ ଚାଲିଗଲା ଯାଆଁଳା ଶିଶୁଙ୍କ ଜୀବନ

ପାଲଘର: ମା’ ଆଗରେ ଚାଲିଗଲା ନବଜନ୍ମିତ ଯାଆଁଳା ଶିଶୁଙ୍କ ଜୀବନ। ରାସ୍ତା ନଥିବାରୁ ମେଡିକାଲାକୁ ଯାଇପାରିଲେନି ମା। ଅଧାବାଟରେ ମହିଳାଜଣଙ୍କୁ ଏକ ଷ୍ଟ୍ରେଚରରେ ନିଆଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରୁ ଏଭଳି ଦୁଃଖଦ ଚିତ୍ର ଆସିଛି। ଏହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ରାସ୍ତା ନଥିବାରୁ ପରିବାର ସଦସ୍ୟ ମହିଳାଙ୍କୁ ଏକ ଷ୍ଟ୍ରେଚରରେ ୩ କିମି ଆଣିଥିଲେ। ହେଲେ ବାଟରେ ଅତ୍ୟଧିକ ରକ୍ତଶ୍ରାବ ହୋଇଥିଲା। ଅନ୍ୟପଟେ ନବଜନ୍ମିତ ୨ ଶିଶୁଙ୍କର […]

palghar

palghar

Tapas Behera
  • Published: Wednesday, 17 August 2022
  • Updated: 17 August 2022, 12:48 PM IST

Sports

Latest News

ପାଲଘର: ମା’ ଆଗରେ ଚାଲିଗଲା ନବଜନ୍ମିତ ଯାଆଁଳା ଶିଶୁଙ୍କ ଜୀବନ। ରାସ୍ତା ନଥିବାରୁ ମେଡିକାଲାକୁ ଯାଇପାରିଲେନି ମା। ଅଧାବାଟରେ ମହିଳାଜଣଙ୍କୁ ଏକ ଷ୍ଟ୍ରେଚରରେ ନିଆଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରୁ ଏଭଳି ଦୁଃଖଦ ଚିତ୍ର ଆସିଛି। ଏହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ରାସ୍ତା ନଥିବାରୁ ପରିବାର ସଦସ୍ୟ ମହିଳାଙ୍କୁ ଏକ ଷ୍ଟ୍ରେଚରରେ ୩ କିମି ଆଣିଥିଲେ। ହେଲେ ବାଟରେ ଅତ୍ୟଧିକ ରକ୍ତଶ୍ରାବ ହୋଇଥିଲା। ଅନ୍ୟପଟେ ନବଜନ୍ମିତ ୨ ଶିଶୁଙ୍କର ଅସୁସ୍ଥତା କାରଣରୁ ଅକାଳରେ ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, ମହିଳା ଜଣକ ୭ ମାସର ଗର୍ଭବତୀ ଥିଲେ। ଏହା ପରେ ମହିଳା ଜଣକ ଘରେ ଅପରିକ୍ୱ ଯାଆଁଳା ଶିଶୁ ଜନ୍ମ ଦେଇଥିଲେ। କିନ୍ତୁ ଆବଶ୍ୟକ ମେଡିକାଲ ଚିକିତ୍ସା ଅଭାବରୁ ଶିଶୁ ୨ ଜଣଙ୍କକର ଶରୀର ଅତ୍ୟଧିକ ଦୁର୍ବଳ ହୋଇପଡ଼ିଥିଲା। ହେଲେ ମହିଳା ଜଣକଙ୍କର ଅତ୍ୟଧିକ ରକ୍ତଶ୍ରାବ ହେବାରୁ ତାଙ୍କ ଶରୀର ଆହୁରି ଅସୁସ୍ଥ ହୋଇ ପଡ଼ିଥିଲା। କିନ୍ତୁ ସେମାନେ ରହୁଥିବା ଘରଠାରୁ ମେଡିକାଲକୁ ରାସ୍ତାଟିଏ ନଥିବାରୁ ସମସ୍ୟା ସୃଷ୍ଟି  ହୋଇଥିଲା। କାରଣ ଘରକୁ ଆମ୍ବୁଲାନ୍ସଟିଏ ଆସିପାରୁ ନାହିଁକି ଗାଡ଼ି ଖଣ୍ଡେ ଯୋଗାଡ଼ କରି ରୋଗୀଙ୍କୁ ନିଆଯାଇ ପାରୁ ନାହିଁ।

ପରିବାର ଲୋକେ ଏକ ଷ୍ଟ୍ରେଚର ଯୋଗାଡ଼ କରି ମା ସହ ୨ ଜଣ ନବଜନ୍ମିତ  ଶିଶୁଙ୍କୁ ମେଡିକାଲ ନେଇଥିଲେ। କିନ୍ତୁ ବାଟରେ ୨ ଜଣ ଶିଶୁଙ୍କର ମୃତ୍ୟୁ ଘଟଥିଲା। ସ୍ଥାନୀୟ ବିଜେପି  ନେତା ଚିତ୍ରା କିଶୋର ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାସ୍ତା ଅଭାବରୁ ରାଜ୍ୟରେ ଏଭଳି ଅନେକ ଘଟଣା ଘଟୁଛି। ଏହି ପ୍ରସଙ୍ଗକୁ ସେ ମୁଖ୍ୟମନ୍ତ୍ରୀ ଏନନାଥ ସିନ୍ଧେଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ସେହିପରି ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ପଙ୍କଜ ମୁଣ୍ଡେ ଏହାକୁ ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରୁଥିବା ବେଳେ ଏବେ ବି ଗରିବ ଲୋକଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ଅପହଞ୍ଚ ହୋଇ ରହିଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story