ପଞ୍ଜାବରେ ଅପରେସନ୍ ଲୋଟସ୍‌! ଆପ୍‌ର ୧୦ ବିଧାୟକଙ୍କୁ ୨୫ କୋଟି ଲେଖାଏଁ ଅଫର

ଚଣ୍ଡିଗଡ଼: ଦିଲ୍ଲୀରେ ବିଫଳ ହେବା ପରେ ପଞ୍ଜାବରେ ‘ଅପରେସନ୍ ଲୋଟସ୍’ ଆରମ୍ଭ କରିଛି ବିଜେପି। ମଙ୍ଗଳବାର ଏଭଳି ଅଭିଯୋଗ କରିଛି ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)। ପଞ୍ଜାବ ଅର୍ଥ ମନ୍ତ୍ରୀ ହରପାଲ ଚୀମା କହିଛନ୍ତି, ଆମ ଦଳର ବିଧାୟକ ମାନଙ୍କୁ ଦିଲ୍ଲୀ ଡକରା ହେଉଛି। ସେଠାରେ ବିଜେପିର ବଡ଼ ନେତାଙ୍କ ସହିତ ସାକ୍ଷାତ କରାଇବା ସହିତ ଦଳ ବଦଳାଇବା ପାଇଁ କୋଟି କୋଟି ଟଙ୍କାର ଅଫର ଦିଆଯାଉଛି। ୧୦ ଜଣ ବିଧାୟକଙ୍କ ପାଖକୁ ଦିଲ୍ଲୀରୁ ଏମିତି ଫୋନ୍ […]

Punjab CM

Punjab CM

Jitendra Garnayak
  • Published: Tuesday, 13 September 2022
  • Updated: 13 September 2022, 08:39 PM IST

Sports

Latest News

ଚଣ୍ଡିଗଡ଼: ଦିଲ୍ଲୀରେ ବିଫଳ ହେବା ପରେ ପଞ୍ଜାବରେ ‘ଅପରେସନ୍ ଲୋଟସ୍’ ଆରମ୍ଭ କରିଛି ବିଜେପି। ମଙ୍ଗଳବାର ଏଭଳି ଅଭିଯୋଗ କରିଛି ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)।

ପଞ୍ଜାବ ଅର୍ଥ ମନ୍ତ୍ରୀ ହରପାଲ ଚୀମା କହିଛନ୍ତି, ଆମ ଦଳର ବିଧାୟକ ମାନଙ୍କୁ ଦିଲ୍ଲୀ ଡକରା ହେଉଛି। ସେଠାରେ ବିଜେପିର ବଡ଼ ନେତାଙ୍କ ସହିତ ସାକ୍ଷାତ କରାଇବା ସହିତ ଦଳ ବଦଳାଇବା ପାଇଁ କୋଟି କୋଟି ଟଙ୍କାର ଅଫର ଦିଆଯାଉଛି।

୧୦ ଜଣ ବିଧାୟକଙ୍କ ପାଖକୁ ଦିଲ୍ଲୀରୁ ଏମିତି ଫୋନ୍ ଆସିଥିବା ଦର୍ଶାଇ ଶ୍ରୀ ଚୀମା ଏହି କଥା କହିଛନ୍ତି। ସେ କହିଛନ୍ତି, ଏହି ବିଧାୟକମାନଙ୍କୁ ଦଳ ବଦଳାଇଲେ ୨୫ କୋଟି ଲେଖାଏଁ ଦିଆଯିବ ବୋଲି କୁହାଯାଇଛି। ଏହା ସହିତ ସରକାର ବଦଳିଗଲେ ସେମାନଙ୍କୁ ବଡ଼ ପଦପଦବୀ ଦିଆଯିବାକୁ କୁହାଯାଇଛି।

ଶ୍ରୀ ଚୀମା କହିଛନ୍ତି, ଗଲା ଗୋଟିଏ ସପ୍ତାହ ହେଲା ସେମାନେ ଆମ ବିଧାୟକମାନଙ୍କୁ କିଣିବାକୁ ପ୍ରୟାସ କରୁଛନ୍ତି। ସେମାନେ୧୦ ଜଣ ବିଧାୟକଙ୍କ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷରେ ଯୋଗାଯୋଗ କରିଛନ୍ତି। ଏନେଇ ଆମ ପାଖରେ ପ୍ରମାଣ ରହିଛି ଓ ଏହାକୁ ଠିକ୍ ସମୟରେ ଉପସ୍ଥାପନ କରାଯିବ। ଆଇନର ସାହାଯ୍ୟ ନେଇ ଏ ଦିଗରେ କ’ଣ କରିହେବ ଏବେ ଆପ୍ ତା’ଉପରେ କାର୍ଯ୍ୟ କରୁଛି।

ସେ ଆହୁରି କହିଛନ୍ତି, ଅପରେସନ୍ ଲୋଟସ କର୍ଣ୍ଣାଟକା ବା ମହାରାଷ୍ଟ୍ରରେ ସଫଳ ହୋଇପାରେ, କିନ୍ତୁ ଦିଲ୍ଲୀରେ ହେଲା ନାହିଁ। ସେଠାରେ ଆମ ବିଧାୟକମାନେ ଦୃଢ଼ ରହିଲେ ଓ ବିଜେପି କଥାରେ ଭାସିଗଲେ ନାହିଁ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ବିଜେପି କହିଛି, ଏହି ଅଭିଯୋଗ ଭିତ୍ତିହୀନ। ଆପ୍‌ରେ ଏବେ ଫାଟ ଦେଖା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story