ଏକତା ଦେଖାଇଲେ ବିରୋଧୀ, ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବୟକଟ କଲେ

ନୂଆଦିଲ୍ଲୀ: ସମ୍ବିଧାନ ଦିବସରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଓ ଟିଏମସି ସମେତ ଦେଶର ୧୪ଟି ବିରୋଧୀ ଦଳ। ସେମାନେ ଏକାଠି ହେବା ସହ ସମ୍ବିଧାନ ଦିବସ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ନାହାନ୍ତି। ପରମ୍ପରା ଅନୁଯାୟୀ ସମ୍ବିଧାନ ଦିବସରେ ସବୁ ଦଳର ନେତାଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ବଶିଷ୍ଟ ବ୍ୟକ୍ତିମାନେ ଯୋଗ ଦିଅନ୍ତି। କିନ୍ତୁ ଏଥର ବିରୋଧ ସେମାନଙ୍କ ଏକତାର ପରିଚୟ ଦେଇଛନ୍ତି। […]

constitution

constitution

Hemant Lenka
  • Published: Friday, 26 November 2021
  • Updated: 26 November 2021, 04:18 PM IST

Sports

Latest News

ନୂଆଦିଲ୍ଲୀ: ସମ୍ବିଧାନ ଦିବସରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ଶକ୍ତି ପ୍ରଦର୍ଶନ କରିଛନ୍ତି କଂଗ୍ରେସ ଓ ଟିଏମସି ସମେତ ଦେଶର ୧୪ଟି ବିରୋଧୀ ଦଳ। ସେମାନେ ଏକାଠି ହେବା ସହ ସମ୍ବିଧାନ ଦିବସ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ନାହାନ୍ତି।

ପରମ୍ପରା ଅନୁଯାୟୀ ସମ୍ବିଧାନ ଦିବସରେ ସବୁ ଦଳର ନେତାଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ବଶିଷ୍ଟ ବ୍ୟକ୍ତିମାନେ ଯୋଗ ଦିଅନ୍ତି। କିନ୍ତୁ ଏଥର ବିରୋଧ ସେମାନଙ୍କ ଏକତାର ପରିଚୟ ଦେଇଛନ୍ତି। ସମସ୍ତେ ମିଳିତ ଭାବେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି।

ଆସନ୍ତା ସପ୍ତାହରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ହିଁ ବିରୋଧୀ ଏକାଠି ହୋଇଛନ୍ତି। ସେମାନେ ସଂସଦରେ ମଧ୍ୟ ଏପରି ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଅଡ଼ୁଆ ବଢ଼ାଇବେ ବୋଲି ଆଜି ସଙ୍କେତ ଦେଇଛନ୍ତି। ଦିନକ ପୂର୍ବରୁ କଂଗ୍ରେସ ମଧ୍ୟ ବିରୋଧୀ ଏକତା କଥା କହିଥିଲା। ସମାନ ଆଭିମୁଖ୍ୟ ରଖୁଥିବା ଦଳଗୁଡ଼ିକ ସହ କଂଗ୍ରେସ ଆଲୋଚନା କରିବ ବୋଲି ବରିଷ୍ଠ ନେତାମାନେ ମତ ରଖିଥିଲେ। ସତକୁ ସତ ଆଜି କଂଗ୍ରେସ ସହ ଦେଶର ୧୪ଟି ପ୍ରମୁଖ ଦଳ ଏକାଠି ହୋଇ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି।

କେନ୍ଦ୍ରକୁ ଟାର୍ଗେଟ କରି କଂଗ୍ରେସ ସାଂସଦ ମାନିକମ ଟାଗୋର କହିଛନ୍ତି, “ଏ ସରକାର ସମ୍ବିଧାନର ସମ୍ମାନ କରନ୍ତି ନାହିଁ। ତେଣୁ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ସେଭଳି ସରକାର ଆୟୋଜନ କରୁଥିବାରୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ନିଜ ସେଠାରୁ ଦୂରେଇ ରଖିଛନ୍ତି।”

ବିରୋଧୀଙ୍କୁ ଏକାଠି କରିବା ପାଇଁ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡଗେ କାଲି ରାତିରେ ସମସ୍ତ ୧୪ଟି ବିରୋଧୀ ଦଳର ନେତାମାନଙ୍କ ସହ କଥା ହୋଇଥିଲେ। ସେମାନେ ସମସ୍ତେ କଂଗ୍ରେସ ସହ ଏକାଠି ହୋଇ ସଂସଦରେ ମଧ୍ୟ କାମ କରିବାକୁ ରାଜି ହୋଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଆଜି ସଂସଦର ସେଣ୍ଟ୍ରାଲ ଭବନରେ ସମ୍ବିଧାନ ଦିବସ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ନେତା ଏବଂ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ୧୪ଟି ବିରୋଧୀ ଦଳ କାର୍ଯ୍ୟକ୍ରମରେ ଯୋଗଦେଇ ନଥିବାରୁ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ପରିବାର ଲୋକଙ୍କ ପାଇଁ ପାର୍ଟି, ପରିବାର ଦ୍ୱାରା ପାର୍ଟି। କ’ଣ ମୋତେ ଆଉ କିଛି କହିବାର ଅଛି? ଯଦି ଗୋଟିଏ ପରିବାରର ପିଢ଼ି ପରେ ପଢ଼ି ନିର୍ଦ୍ଦିଷ୍ଟ ଦଳକୁ ଚଳାଇବ, ତା’ହେଲେ ଏହା କେବେ ହେଲେ ଗଣତନ୍ତ୍ର ବିଧିବ୍ୟବସ୍ଥା ପାଇଁ ଠିକ୍ ସଙ୍କେତ ନୁହେଁ।

ରାଜନୀତିକ ଦଳଗୁଡ଼ିକ ଯେତେବେଳେ ନିଜର ଲୋକତାନ୍ତ୍ରିକ କ୍ୟାରେକ୍ଟକୁ ଭୁଲି ଯାଆନ୍ତି ସେତେବେଳେ ସମ୍ବିଧାନର ଗୋଟିଏ ଗୋଟିଏ ଧାରା ଆହତ ପ୍ରାପ୍ତ ହୋଇଥାଏ। ଯେଉଁ ଦଳ ନିଜର ଲୋକତାନ୍ତ୍ରିକ କ୍ୟାରେକ୍ଟର ଭୁଲି ଯାଇଛି, ସେହି ଦଳ କେମିତି ଲୋକତନ୍ତ୍ରର ସୁରକ୍ଷା କରିବ?

ଆମେ ଆପଣାଇଥିବା ରାସ୍ତା ଠିକ କି ଭୁଲ ସେକଥା ଜାଣିବା ପାଇଁ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯିବା ଉଚିତ। ବାବା ସାହେବ ଆମ୍ବେଦକର ଆମକୁ ଓ ଦେଶବାସୀଙ୍କୁ ଯେଉଁ ଉପହାର ଦେଇଥିଲେ, ସେକଥା ମନେପକାଇବାକୁ ଆଜି ହେଉଛି ଶ୍ରେଷ୍ଠ ଦିନ। ଆଜି ସଦନକୁ ପ୍ରଣାମ କରିବାର ଦିନ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story