ରୁଷର ୧୨,୦୦୦ ସୈନ୍ୟଙ୍କୁ ମାରିଛୁ, ୩୩୫ଟି ଯୁଦ୍ଧ ଟ୍ୟାଙ୍କ ନଷ୍ଟ କରିଛୁ: ୟୁକ୍ରେନ୍‌

ନୂଆଦିଲ୍ଲୀ: ୟୁକ୍ରେନ୍‌ ଏବଂ ରୁଷ ମଧ୍ୟରେ ଘମାଘୋଟ୍‌ ଯୁଦ୍ଧକୁ ଆଜି ୧୫ ଦିନରେ ପହଞ୍ଚିଛି। ଏହି ଯୁଦ୍ଧରେ ୟୁକ୍ରେନ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ବେଳେ ରୁଷ ମଧ୍ୟ ଅନେକ କିଛି ହରାଇଛି। ଆକ୍ରମଣକାରୀ ରୁଷ ଏହି ଯୁଦ୍ଧରେ ୧୨,୦୦୦ ସୈନ୍ୟଙ୍କୁ ହରାଇଛି। ସେହିପରି ୪୯ଟି ପ୍ଲେନ୍‌, ୮୧ଟି ଚପର ଏବଂ ୩୩୫ଟି ଟ୍ୟାଙ୍କ ନଷ୍ଟ ହୋଇଥିବା ୟୁକ୍ରେନ୍‌ ଦାବି କରିଛି। ଏହି ଲଢ଼େଇରେ ରୁଷକୁ ମଧ୍ୟ କଡ଼ା ଜବାବ ଦେଥିବା ୟୁକ୍ର୍ରେନ୍‌ ଦାବି କରିଛି। କିଭ୍‌ ଇଣ୍ଡିପେଡେଣ୍ଟ […]

russia-ukraine war

russia-ukraine war

Tapas Behera
  • Published: Thursday, 10 March 2022
  • Updated: 10 March 2022, 04:20 PM IST

Sports

Latest News

ନୂଆଦିଲ୍ଲୀ: ୟୁକ୍ରେନ୍‌ ଏବଂ ରୁଷ ମଧ୍ୟରେ ଘମାଘୋଟ୍‌ ଯୁଦ୍ଧକୁ ଆଜି ୧୫ ଦିନରେ ପହଞ୍ଚିଛି। ଏହି ଯୁଦ୍ଧରେ ୟୁକ୍ରେନ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ବେଳେ ରୁଷ ମଧ୍ୟ ଅନେକ କିଛି ହରାଇଛି। ଆକ୍ରମଣକାରୀ ରୁଷ ଏହି ଯୁଦ୍ଧରେ ୧୨,୦୦୦ ସୈନ୍ୟଙ୍କୁ ହରାଇଛି। ସେହିପରି ୪୯ଟି ପ୍ଲେନ୍‌, ୮୧ଟି ଚପର ଏବଂ ୩୩୫ଟି ଟ୍ୟାଙ୍କ ନଷ୍ଟ ହୋଇଥିବା ୟୁକ୍ରେନ୍‌ ଦାବି କରିଛି। ଏହି ଲଢ଼େଇରେ ରୁଷକୁ ମଧ୍ୟ କଡ଼ା ଜବାବ ଦେଥିବା ୟୁକ୍ର୍ରେନ୍‌ ଦାବି କରିଛି। କିଭ୍‌ ଇଣ୍ଡିପେଡେଣ୍ଟ ଗଣମାଧ୍ୟମ ଅନୁଯାୟୀ, ରୁଷର ୧୨,୦୦୦ ସୈନ୍ୟ  ନିହତ  ହୋଇଥିବା ୟୁକ୍ରେନ୍‌ ସେନା ଦାବି କରିଛି। ସେହିପରି ୧୧୦୫ଟି ଯୁଦ୍ଧ ସାମଗ୍ରୀ ଭର୍ତ୍ତି ପ୍ୟାକେଟ, ୫୨୬ଟି ଯାନ ଏବଂ ୬୦ଟି ତୈଳ ଟ୍ୟାଙ୍କକୁ ନଷ୍ଟ କରାଯାଇଛି।

ଏଥିସହ ୧୨୩ଟି ତୋପ,୨ଟି ଯୁଦ୍ଧ ବୋଟ୍‌, ୫୬ଟି ମଲ୍ଟି ରକେଟ ଲଞ୍ଚ ସିଷ୍ଟମ, ୨୯ଟି ଆଣ୍ଟି ଏୟାରକ୍ରଫ୍ଟ ୱେପନ୍‌ ଏବଂ ୭ଟି ଡ୍ରୋନ୍‌କୁ ମଧ୍ୟ ନଷ୍ଟ କରି ଦିଆଯାଇଛି। ଅନ୍ୟପକ୍ଷରେ ବୁଧବାର ମାରିଓପୁଲରେ ଏକ ହସପିଟାଲରେ ଆକ୍ରମଣ କରିଛି ରୁଷ। ଏଥିରେ ୧୭ ଜଣ ଲୋକ ଆହତ ହୋଇଛନ୍ତି। ସେହିପରି ଜଣେ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ରୁଷର ଏହି ଆକ୍ରମଣକୁ ୟୁକ୍ରେନ୍‌ ରାଷ୍ଟ୍ରପତି କଡ଼ା ନିନ୍ଦା କରି ରୁଷ ନରସଂହାର କରୁଛି ବୋଲି ଅଭିଯୋଗ ଆଣିଛି। ରୁଷ ରକ୍ତମୁଖା ହୋଇ ଶିଶୁ ଏବଂ ସାଧାରଣ ଲୋକଙ୍କୁ ଆକ୍ରମଣ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଯଦି ମେଡିକାଲ ଏବଂ ମାତୃ ଆଶ୍ରୟସ୍ଥଳୀକୁ ରୁଷ ଭୟ କରୁଛି ତେବେ ସେ କିଭଳି ପ୍ରକୃତିର ଦେଶ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ପ୍ରଶ୍ନ କରିଛନ୍ତି। ମାତୃଆଶ୍ରୟସ୍ଥଳ ଉପରେ ବୋମା ବର୍ଷଣ ହେଉଛି ନରସଂହାର ତାଜା ଉଦାରଣ। ଏହି ଦୃଶ୍ୟକୁ ୟୁରାପୀୟ ଦେଶମାନେ ଦେଖିପାରୁଛନ୍ତିକି ନାହିଁ କହି ଜେଲେନସ୍କି ଉପହାସ କରିଛନ୍ତି । ସେ କହିଛନ୍ତି ଯେ, ରୁଷ ବିରୋଧରେ କଟକଣା ତୀବ୍ର କଲେ ମଧ୍ୟ ମସ୍କୋ ଉପରେ କୌଣସି ଫରକ ପଡ଼ୁନି। କଟକଣା ଯୁଦ୍ଧକୁ ରୋକି ପାରୁଛି କି ସେ ପ୍ରଶ୍ନ କରିଛନ୍ତି। ଏହି  ଯୁଦ୍ଧରେ ୨ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡ଼ି ପଡ଼ୋଶୀ ଦେଶରେ ଆଶ୍ରୟ ନେଇଥିବା ଜାତିସଂଘ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story