କୋଭିଡ୍‌ ଫାଶରେ ୮୩ ଜଣ ପୁଲିସ କର୍ମଚାରୀ

କୋଲକାତା: ଦେଶବ୍ୟାପି ଭୟଙ୍କର ହେଉଛି କରୋନା ସ୍ଥିତି। ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ପ୍ରଭାବ ବୃଦ୍ଧି ପାଉଥିବା ବେଳେ କୋଭିଡ୍‌ ମାମଲା ଏକ୍ସ୍ରପ୍ରେସ ବେଗରେ ବଢ଼ୁଛି। ଏଥିରୁ ପଶ୍ଚିମବଙ୍ଗ ମଧ୍ୟ ବାଦ ପଡ଼ିନି। ରାଜ୍ୟରେ ୮୩ ଜଣ ପୁଲିସ କର୍ମଚାରୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଆଇପିଏସ ରାଙ୍କର  ଅଧିକାରୀ ଅଛନ୍ତି। ଆକ୍ରାନ୍ତ କର୍ମଚାରୀଙ୍କ ମଧ୍ୟରୁ ୪୭ ଜଣ ହୋମ ଆଇସୋଲେସନ୍‌ରେ ଥିବା ବେଳେ ୧୬ ଜଣ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି କୋଲାକାତା ମେଡିକାଲରେ […]

police

police

Tapas Behera
  • Published: Tuesday, 04 January 2022
  • Updated: 04 January 2022, 06:38 PM IST

Sports

Latest News

କୋଲକାତା: ଦେଶବ୍ୟାପି ଭୟଙ୍କର ହେଉଛି କରୋନା ସ୍ଥିତି। ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ପ୍ରଭାବ ବୃଦ୍ଧି ପାଉଥିବା ବେଳେ କୋଭିଡ୍‌ ମାମଲା ଏକ୍ସ୍ରପ୍ରେସ ବେଗରେ ବଢ଼ୁଛି। ଏଥିରୁ ପଶ୍ଚିମବଙ୍ଗ ମଧ୍ୟ ବାଦ ପଡ଼ିନି। ରାଜ୍ୟରେ ୮୩ ଜଣ ପୁଲିସ କର୍ମଚାରୀ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଆଇପିଏସ ରାଙ୍କର  ଅଧିକାରୀ ଅଛନ୍ତି। ଆକ୍ରାନ୍ତ କର୍ମଚାରୀଙ୍କ ମଧ୍ୟରୁ ୪୭ ଜଣ ହୋମ ଆଇସୋଲେସନ୍‌ରେ ଥିବା ବେଳେ ୧୬ ଜଣ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେହିପରି କୋଲାକାତା ମେଡିକାଲରେ ଡାକ୍ତର ଏବଂ ଷ୍ଟାଫଙ୍କୁ ମିଶାଇ ୧୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଲକାତା ମେଡିକାଲ କଲେଜ ଏବଂ ହସପିଟାଲ ହେଉଛି ସହରର ଏକ ପ୍ରମୁଖ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର। ଯେଉଁଠି ଦୈନିକ ଶହ ଶହ ରୋଗୀଙ୍କ ଭିଡ଼ ଜମିଥାଏ।

ସେହିପରି ଉତ୍ତର ବେଙ୍ଗଲ ମେଡିକାଲ କଲେଜ ଏବଂ ହସପିଟାଲରେ ୨୫ ଜଣ କୋଭିଡ୍‌ ଜାଲରେ ଫସିଛନ୍ତି। ସମସ୍ତଙ୍କୁ ହୋମ ଆଇସୋଲେସନ ପାଇଁ ପଠାଇ ଦିଆଯାଇଛି। ସୋମବାର କୋଲକାତା ଜାତୀୟ ମେଡିକାଲ କଲେଜ ଏବଂ ହସପିଟାଲରେ ୭୦ ଜଣ  ଡାକ୍ତର, କାଳିଘାଟି ଚିତ୍ତରଞ୍ଜନ ସେବା ସଦନ ଏବଂ ସିସୁ ସଦନ ହସପିଟାଲର ୨୪ ଜଣ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତରମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story