ଭଉଣୀ କହିଲା ମୁଁ ମଡେଲ ହେବି, ଗୁଳି କରିଦେଲା ଭାଇ

ଇସଲାମାବାଦ: ଭଉଣୀକୁ ହତ୍ୟା କଲା ଭାଇ। କଥା ନମାନିବାରୁ ଭଉଣୀକୁ ଗୁଳି କରି  ହତ୍ୟା କରିଛି ଭାଇ। ଏମିତି ଏକ ଅଭାବନୀୟ ଘଟଣା ପାକିସ୍ତାନର ପଞ୍ଜାବ ଅଞ୍ଜଳରେ ଘଟିଛି । ଯୁବତୀ ଜଣକ କ୍ୟାରିଅର ପାଇଁ  ନୃତ୍ୟ ଏବଂ ମଡେଲିଂ ବାଛିବାରୁ ଭାଇ ତାଙ୍କ ଜୀବନ ନେଇ ଯାଇଛନ୍ତି। ମୃତ ଯୁବୀତୀ ଜଣକ ହେଲେ ୨୧ ବର୍ଷୀୟ ସିଦ୍ରା। ବୃତ୍ତିରେ ସିଦ୍ରା ଜଣେ ନୃତ୍ୟାଙ୍ଗନା ହୋଇ ଥିବା ବେଳେ ଲୁଗା ପ୍ରଡକକ୍ଟ ପାଇଁ ମଡେଲିଂ ମଧ୍ୟ କରନ୍ତି। […]

sid

sid

Tapas Behera
  • Published: Friday, 06 May 2022
  • Updated: 06 May 2022, 10:30 PM IST

Sports

Latest News

ଇସଲାମାବାଦ: ଭଉଣୀକୁ ହତ୍ୟା କଲା ଭାଇ। କଥା ନମାନିବାରୁ ଭଉଣୀକୁ ଗୁଳି କରି  ହତ୍ୟା କରିଛି ଭାଇ। ଏମିତି ଏକ ଅଭାବନୀୟ ଘଟଣା ପାକିସ୍ତାନର ପଞ୍ଜାବ ଅଞ୍ଜଳରେ ଘଟିଛି । ଯୁବତୀ ଜଣକ କ୍ୟାରିଅର ପାଇଁ  ନୃତ୍ୟ ଏବଂ ମଡେଲିଂ ବାଛିବାରୁ ଭାଇ ତାଙ୍କ ଜୀବନ ନେଇ ଯାଇଛନ୍ତି। ମୃତ ଯୁବୀତୀ ଜଣକ ହେଲେ ୨୧ ବର୍ଷୀୟ ସିଦ୍ରା। ବୃତ୍ତିରେ ସିଦ୍ରା ଜଣେ ନୃତ୍ୟାଙ୍ଗନା ହୋଇ ଥିବା ବେଳେ ଲୁଗା ପ୍ରଡକକ୍ଟ ପାଇଁ ମଡେଲିଂ ମଧ୍ୟ କରନ୍ତି। ବିଭିନ୍ନ ମଞ୍ଚ ଏବଂ ଥିଏଟରରେ ସିଦ୍ରା ନୃତ୍ୟ ମଧ୍ୟ ପରିବେଷଣ କରନ୍ତି। ହେଲେ ସିଦ୍ରାଙ୍କ ଏହି ବୃତ୍ତିକୁ ପରିବାର ଲୋକେ ପସନ୍ଦ କରୁନଥିଲେ।

କ୍ୟାରିଅର ପାଇଁ ଏହି ବାଟକୁ ଆପଣେଇଥିବା ସିଦ୍ରାଙ୍କୁ ବାରଣ କରିଥିଲେ ପରିବାର ଲୋକେ । ଏହି ବୃତ୍ତିରୁ ଓହରିଯିବା ପାଇଁ ପରିବାର ଲୋକେ ବାଧ୍ୟ କରିଥିଲେ। ହେଲେ ସେମାନଙ୍କ କଥା କଥା ଶୁଣି ନଥିଲେ ସିଦ୍ରା।

ପରିବାରର ପରମ୍ପରା ବିରୋଧରେ ସିଦ୍ରା ଯାଇଥିବାରୁ ଏହା ତାଙ୍କ ଘର ଲୋକଙ୍କୁ ପସନ୍ଦ ଆସିନଥିବା ପୁଲିସ କହିଛି। ଫଇଜାଲାଳବାଦରାର ଇଦ୍‌ ପାଳନ ପାଇଁ ସିଦ୍ରା ଘରୁ ଆସିଥିଲେ। ଗୁରୁବାର ସିଦ୍ରାଙ୍କ ବୃତ୍ତିକୁ ନେଇ  ଅଭିଭାବକ ଏବଂ ଭାଇ ହାମଜାଙ୍କ ସହ ଯୁକ୍ତି ତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍‌ତି ହୋଇ ଭାଇ ହାମଜା ସିଦ୍ରାଙ୍କୁ ପିଟିଥିଲେ।  ପରେ ସିଦ୍ରାଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କରିଥିଲେ।  ସ୍ଥାନୀୟ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୁଲିସ ସିଦ୍ରାଙ୍କ ଭାଇକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story