ଭାରତକୁ ପାକିସ୍ତାନର ପରମାଣୁ ଯୁଦ୍ଧ ଧମକ

ନୂଆଦିଲ୍ଲୀ : ଭାରତକୁ ପାକିସ୍ତାନର ପରମାଣୁ ଆକ୍ରମଣ ଧମକ। ପାକିସ୍ତାନର ଜଣେ ମନ୍ତ୍ରୀ ଏବେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ପାକିସ୍ତାନର ସାମାଜିକ ସୁରକ୍ଷା ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ନେତ୍ରୀ ସାଜିଆ ମାରି ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ସାଜିଆ କହିଛନ୍ତି ଯେ, ଭାରତ ଜାଣି ରଖିବା ଦରକାର ଯେ ପାକିସ୍ତାନ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ପାକିସ୍ତାନ ତାର ପରମାଣୁ ଅସ୍ତ୍ରକୁ କେବଳ ଲୋକ ଦେଖାଣିଆ ପାଇଁ ରଖି ନାହିଁ। […]

5hn

5hn

Tapas Behera
  • Published: Monday, 19 December 2022
  • Updated: 19 December 2022, 12:08 PM IST

Sports

Latest News

ନୂଆଦିଲ୍ଲୀ : ଭାରତକୁ ପାକିସ୍ତାନର ପରମାଣୁ ଆକ୍ରମଣ ଧମକ। ପାକିସ୍ତାନର ଜଣେ ମନ୍ତ୍ରୀ ଏବେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ପାକିସ୍ତାନର ସାମାଜିକ ସୁରକ୍ଷା ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ନେତ୍ରୀ ସାଜିଆ ମାରି ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ସାଜିଆ କହିଛନ୍ତି ଯେ, ଭାରତ ଜାଣି ରଖିବା ଦରକାର ଯେ ପାକିସ୍ତାନ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ପାକିସ୍ତାନ ତାର ପରମାଣୁ ଅସ୍ତ୍ରକୁ କେବଳ ଲୋକ ଦେଖାଣିଆ ପାଇଁ ରଖି ନାହିଁ। ଆବଶ୍ୟକ ପଡିଲେ ଏହାକୁ ବ୍ୟବହାର କରିବାକୁ ପଛଘୁଞ୍ଚା ଦେବ ନାହିଁ।

ଭାରତ ଯଦି ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ଇସଲାମାବାଦ ଉପଯୁକ୍ତ ଜବାବ ଦେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି ମାରିଆ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ଏବେ ଦେଶରେ ଘୃଣା ଭାବନା ପ୍ରସାର କରୁଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, ଭାରତ ଉଦ୍ଦେଶ୍ୟମୂଳକ ଭାବେ ଆତଙ୍କବାଦକୁ ମୁସଲମାନ ସହିତ ଯୋଡୁଛି । ସାଜିଆଙ୍କ ପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଶୋଭନୀୟ ଓ ଅରୁଚିରକ ମନ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ କଂସେଇ ସହ ତୁଳନା କରିଥିଲେ। ଯାହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଥିଲା।

ଜାତିସଂଘରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭାରତର ପ୍ରଧାନମନ୍ତ୍ରୀଙ୍କୁ କଂସେଇ କହି ସମାଲୋଚନା କରିବା ପରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story