ଦାନୀଶ ସିଦ୍ଧିକିଙ୍କର କିଭଳି ମୃତ୍ୟୁ ହୋଇଛି? ଜବାବ ରଖିଲା ତାଲିବାନ

ନୂଆଦିଲ୍ଲୀ: ଫଟୋଗ୍ରାଫର ଦାନୀଶ ସିଦ୍ଦିକି କ୍ରସ ଫାଇରିଂରେ ପ୍ରାଣ ହରାଇଛନ୍ତି। ତାଙ୍କର ଭୁଲ ଏହା ଯେ ସେ ବିନା ଅନୁମତିରେ ତାଲିବାନ କ୍ୟାମ୍ପ ଭିତରେ ପଶି ରିପୋର୍ଟିଂ କରୁଥିଲେ। ତେଣୁ କ୍ରସ ଫାଇରିଂରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଲିବାନ କହିଛି।  ଯଦି ସେ ଅନୁମତି ନେଇଥାନ୍ତେ, ତାହେଲେ ତାଲିବାନ ତାଙ୍କୁ ସୁରକ୍ଷା ଯୋଗାଇଥାନ୍ତା ବୋଲି ତାଲିବାନର ଜଣେ ମୁଖପାତ୍ର ଶୁକ୍ରବାର ଏହା କହିଛନ୍ତି। କାତାରର ରାଜଧାନୀ ଦୋହାରେ ତାଲିବାନର ପଲିଟିକାଲ ଅଫିସର ମୁଖପାତ୍ର ମହମ୍ମଦ ସୋହେଲ […]

Danish siddiqui

Danish siddiqui

Subhransu Sekhar
  • Published: Friday, 13 August 2021
  • Updated: 13 August 2021, 10:34 PM IST

Sports

Latest News

ନୂଆଦିଲ୍ଲୀ: ଫଟୋଗ୍ରାଫର ଦାନୀଶ ସିଦ୍ଦିକି କ୍ରସ ଫାଇରିଂରେ ପ୍ରାଣ ହରାଇଛନ୍ତି। ତାଙ୍କର ଭୁଲ ଏହା ଯେ ସେ ବିନା ଅନୁମତିରେ ତାଲିବାନ କ୍ୟାମ୍ପ ଭିତରେ ପଶି ରିପୋର୍ଟିଂ କରୁଥିଲେ। ତେଣୁ କ୍ରସ ଫାଇରିଂରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଲିବାନ କହିଛି।  ଯଦି ସେ ଅନୁମତି ନେଇଥାନ୍ତେ, ତାହେଲେ ତାଲିବାନ ତାଙ୍କୁ ସୁରକ୍ଷା ଯୋଗାଇଥାନ୍ତା ବୋଲି ତାଲିବାନର ଜଣେ ମୁଖପାତ୍ର ଶୁକ୍ରବାର ଏହା କହିଛନ୍ତି। କାତାରର ରାଜଧାନୀ ଦୋହାରେ ତାଲିବାନର ପଲିଟିକାଲ ଅଫିସର ମୁଖପାତ୍ର ମହମ୍ମଦ ସୋହେଲ ଶାହିନ୍ ଏନଡିଟିଭିକୁ ଏହା କହିଛନ୍ତି।

ତାଲିବାନ ଆଫଗାନିସ୍ତାନର ୯୦% ଦଖଲ କରିଛି। ଏହି ସମୟରେ ଯେତେବେଳେ ତାଲିବାନ ମୁଖପାତ୍ରଙ୍କୁ ପଚରାଯାଇଥିଲା ଯେ ସେ ଭାରତକୁ ବନ୍ଧୁ କିମ୍ବା ଶତ୍ରୁ ବୋଲି ଭାବନ୍ତି କି? ଏହା ଉପରେ ସେ କହିଥିଲେ ଯେ ଏହି ପ୍ରଶ୍ନ ଆପଣ ନିଜ ସରକାରଙ୍କୁ ପଚାରିବା ଠିକ୍ ହେବ। ସେମାନେ ଆମକୁ ବନ୍ଧୁ ଭାବନ୍ତି ନା ଶତ୍ରୁ?

ସୋହେଲ ଶାହିନ୍ କହିଛନ୍ତି ଯେ ରିପୋର୍ଟିଂ କରିବାକୁ ଆମଠାରୁ କାହିଁକି ଅନୁମତି ନନେଲେ? ଆମେ ଥରେ ନୁହେଁ, ଅନେକ ଥର ସାମ୍ବାଦିକମାନଙ୍କୁ କହିଥିଲୁ ଯେ ସେମାନେ ଆମ ପାଖକୁ ଆସନ୍ତୁ। ଆମ ସହିତ ସମନ୍ୱୟ ରକ୍ଷା କରନ୍ତୁ, ଆମେ ସେମାନଙ୍କୁ ସୁରକ୍ଷା ଯୋଗାଇବୁ। କିନ୍ତୁ ଏହା ନକରି ସାମ୍ଵାଦିକମାନେ କାବୁଲର ସୁରକ୍ଷା ବାହିନୀ ସହ ମିଶିଛନ୍ତି। ତେଣୁ ଜଣାପଡ଼ିନଥିଲା ସୁରକ୍ଷା ବଳୟ ମଧ୍ୟରେ କିଏ କାବୁଲ ସୁରକ୍ଷା ବାହିନୀ ଏବଂ କିଏ ସାମ୍ୱାଦିକ। ତେଣୁ ଦାନୀଶ ସିଦ୍ଧିକି କ୍ରସ ଫାୟାରିଂର ଶିକାର ହୋଇଯାଇଥିଲେ। କିନ୍ତୁ କାହାର ଗୁଳି ତାଙ୍କ ଦେହରେ ବାଜିଛି ସେ ନେଇ ଜଣା ନାହିଁ। ତାଙ୍କ ମୃତ ଶରୀରକୁ କୌଣସି କ୍ଷତି ପହଞ୍ଚାଯାଇନି।

ଏହି ସମୟରେ ତାଲିବାନ ମୁଖପାତ୍ରଙ୍କୁ ପଚରାଯାଇଥିଲା ଯେ ତାଲିବାନ ସାମ୍ବାଦିକମାନଙ୍କୁ ନିକଟତର ହେବାପରେ ଗ୍ରାଉଣ୍ଡରେ ରିପୋର୍ଟ କରିବାକୁ ଅନୁମତି ଦେବ କି? ଏ ନେଇ ମୁଖପାତ୍ର କହିଛନ୍ତି ଯେ ବିଶ୍ୱର ବିଭିନ୍ନ ସ୍ଥାନରୁ ସାମ୍ବାଦିକମାନେ ଆମ ଅଞ୍ଚଳକୁ ଆସିବାକୁ ଚାହୁଁଛନ୍ତି। ଯଦି ଆପଣ ସେଠାରୁ ରିପୋର୍ଟିଂ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଆସିପାରିବେ। ଏମିତିକି ତାଲିବାନ ଅଧିକୃତ ଅଞ୍ଚଳରେ ମିଡିଆ ଅଫିସ ଖୋଲି ପାରିବେ। ଯଦି ମିଡିଆ କର୍ମୀ ଏଭଳି କରିବେ ତାହେଲେ ସେମାନେ ନିଜ ଆଖିରେ ବାସ୍ତବତା ଦେଖିପାରିବେ।

ତେବେ ଭାରତ ବାବଦରେ ମୁଖପାତ୍ର ଜଣଙ୍କ କହିଛନ୍ତି ଯେ ଭାରତ ଆମକୁ ବନ୍ଧୁ କି ଶତ୍ରୁ ଭାବେ ତାହା ଆପଣଙ୍କ ସରକାରଙ୍କ ନିଷ୍ପତ୍ତି। କିନ୍ତୁ ସେ କହିଛନ୍ତି ଯେ ଯଦି ଭାରତ ଆମ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଆଫଗାନିସ୍ତାନକୁ ବନ୍ଧୁକ ଏବଂ ଅସ୍ତ୍ର ଯୋଗାଇବ, ତେବେ ଆମେ ଏହାକୁ ଶତ୍ରୁ ବୋଲି ବିବେଚନା କରିବୁ। କିନ୍ତୁ ଯଦି ଭାରତ ଆଫଗାନିସ୍ତାନରେ ଶାନ୍ତି ଏବଂ ସମୃଦ୍ଧତା ପାଇଁ କାମ କରେ ତେବେ ଏହାକୁ ଶତ୍ରୁତା ଭାବରେ ବିବେଚନା କରାଯିବ ନାହିଁ। ତେଣୁ ଭାରତ କଣ ଚାହୁଁଛି ତାହା ସ୍ଥିର କରିବାକୁ ହେବ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story