ବାରାଣସୀରେ ମୋଦିଙ୍କ ବିଶାଳ ରୋଡ଼୍ ଶୋ’

ବାରାଣସୀ: ଉତ୍ତରପ୍ରଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀରେ ମାରାଥନ୍‌ ପ୍ରଚାର କରିଛନ୍ତି।  ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ମୋଦି ଆଜି ଏକ ବିଶାଳ ରୋଡ଼ ଶୋ କରିଥିଲେ। ବାରାଣସୀରେ ମାର୍ଚ୍ଚ ୭ରେ ନିର୍ବାଚନ ରହିଛି। ପଡ଼ୋଶୀ ମିର୍ଜାପୁରରରେ ଏକ ବଡ଼ ରାଲିରେ ଉଦ୍‌ବୋଧନ ଦେଇ ନିଜ ଲୋକସଭା କ୍ଷେତ୍ର ବାରାଣସୀକୁ ଫେରିଥିଲେ ମୋଦି। ଏହି ଅବସରରେ ସେ ଏଠାରେ ଏକ ବିଶାଳ ରୋଡ଼ ଶୋ ମଧ୍ୟ କରିଥିଲେ। ଏହି […]

rali

rali

Tapas Behera
  • Published: Friday, 04 March 2022
  • Updated: 04 March 2022, 10:06 PM IST

Sports

Latest News

ବାରାଣସୀ: ଉତ୍ତରପ୍ରଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀରେ ମାରାଥନ୍‌ ପ୍ରଚାର କରିଛନ୍ତି।  ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ମୋଦି ଆଜି ଏକ ବିଶାଳ ରୋଡ଼ ଶୋ କରିଥିଲେ। ବାରାଣସୀରେ ମାର୍ଚ୍ଚ ୭ରେ ନିର୍ବାଚନ ରହିଛି। ପଡ଼ୋଶୀ ମିର୍ଜାପୁରରରେ ଏକ ବଡ଼ ରାଲିରେ ଉଦ୍‌ବୋଧନ ଦେଇ ନିଜ ଲୋକସଭା କ୍ଷେତ୍ର ବାରାଣସୀକୁ ଫେରିଥିଲେ ମୋଦି। ଏହି ଅବସରରେ ସେ ଏଠାରେ ଏକ ବିଶାଳ ରୋଡ଼ ଶୋ ମଧ୍ୟ କରିଥିଲେ। ଏହି ରାଲିରେ ବହୁ ସଂଖ୍ୟାରେ କର୍ମୀ ଓ ଜନତା ସାମିଲ ହୋଇଥିଲା ବେଳେ ଜୟ ଶ୍ରୀରାମ ନାରାରେ ପରିବେଶ କମ୍ପିଥିଲା। ପ୍ରଧାମନ୍ତ୍ରୀଙ୍କ କାରକେଡ୍‌ ଗହଳି ଭିତରେ ଯାତ୍ରା କରିଥିଲା।

ଏହି ସମୟରେ ମୋଦି ଏକ ଗେରୁଆ ରଙ୍ଗର ଟୋପି ପିନ୍ଧିଥିଲେ ଏବଂ ବେକରେ ଏକ ଗାମୁଛା ପକାଇଥିଲେ। ମାଲଦାହ୍ୟ କ୍ରସିଂ ନିକଟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲାର୍ପଆଣ ପରେ ମୋଦି ରୋଡ଼ ଶୋ ଆରମ୍ଭ କରିଥିଲେ। ୨୦୧୪ରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ବେଳେ ଏହି ସ୍ଥାନରୁ ପ୍ରଥମେ ରାଲି ଆରମ୍ଭ କରିଥିଲେ ମୋଦି ।

ସେହିପରି କାଶୀ ବିଶ୍ୱନାଥ ଧାମ ପରିଦର୍ଶନ ପରେ କାଶୀରେ ମୋଦି ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଅଂଶଗ୍ରହଣ କରିଥିଲେ।  ଆସନ୍ତାକାଲି କାଶୀର ଖଜୁରିଆ ଜିଲ୍ଲାରେ ମୋଦି ରାଲି କରିବେ ବୋଲି ଜଣାପଡ଼ିଛି। ତେବେ ବିଜେପି ପରେ ଏହି ସ୍ଥାନରୁ ସମାଜବାଦୀ ପାର୍ଟି ପକ୍ଷରୁ ରୋଡ଼ ଶୋ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଉତ୍ତରପ୍ରଦେଣ ନିର୍ବାଚନ ଶେଷ ପର୍ଯ୍ୟାୟ ପହଞ୍ଚିଥିବାରୁ ବାରାଣସୀକୁ  ବିଭିନ୍ନ ଦଳର ନେତାଙ୍କ ସୁଅ ଛୁଟିଛି। ଏଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଚାର ପାଇଁ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story