କମ୍‌ ମାତ୍ରାରେ ଟିକାକରଣ ଥିବା ଜିଲ୍ଲା ଗୁଡ଼ିକରେ ସମୀକ୍ଷା କରିବେ ମୋଦି  

ନୂଆଦିଲ୍ଲୀ: ଦେଶରେ କମ୍‌ ଟିକାକରଣ କମ୍ ଥିବା ଜିଲ୍ଲାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିବେ। ବୁଧବାର ଏହି ବୈଠକ ବସିବ। ପିଏମଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜି -20 ସମ୍ମିଳନୀ ଏବଂ COP26ରେ ଯୋଗଦେଇ ଫେରିବା ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗ ଦେବେ। ଏହି ବୈଠକରେ ପ୍ରଥମ ଡୋଜର ୫୦ ପ୍ରତିଶତରୁ କମ୍ କଭରେଜ୍ ଏବଂ ଅତି ଅଳ୍ପ କଭରେଜ ଥିବା ଦ୍ୱିତୀୟ ଡୋଜ୍‌ […]

Modi

Modi

Tapas Behera
  • Published: Sunday, 31 October 2021
  • Updated: 31 October 2021, 04:08 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କମ୍‌ ଟିକାକରଣ କମ୍ ଥିବା ଜିଲ୍ଲାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିବେ। ବୁଧବାର ଏହି ବୈଠକ ବସିବ। ପିଏମଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜି -20 ସମ୍ମିଳନୀ ଏବଂ COP26ରେ ଯୋଗଦେଇ ଫେରିବା ପରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଯୋଗ ଦେବେ।

ଏହି ବୈଠକରେ ପ୍ରଥମ ଡୋଜର ୫୦ ପ୍ରତିଶତରୁ କମ୍ କଭରେଜ୍ ଏବଂ ଅତି ଅଳ୍ପ କଭରେଜ ଥିବା ଦ୍ୱିତୀୟ ଡୋଜ୍‌ ଜିଲ୍ଲାଗୁଡିକ ଅନ୍ତର୍ଭୁକ୍ତ ହେବ। ବିଶେଷ କରି ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଏବଂ ଅନ୍ୟାନ୍ୟ ରାଜ୍ୟରେ ୪୦ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ସହ ଆଲୋଚନା କରିବେ ମୋଦି । ଏହି ଅବସରରେ ଏହି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ।

ଦୁଇ ଦିନିଆ ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବେ  ରୋମ ଗସ୍ତରେ ଅଛନ୍ତି।  ଏହି ବୈଠକରେ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ମୁଖ୍ୟ ଏଜେଣ୍ଡା ରହିଛି।

ଜି୨୦ ଶିଖର ସମ୍ମିଳନୀରେ ଯୋଗଦେଇ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡିକ ଉପରେ ଅନ୍ୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ । ଏଥିସହିତ ରୋମରେ ରହଣି ଅବସରରେ ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି । କୋଭିଡ ମହାମାରୀରୁ ଆରୋଗ୍ୟ ଲାଭ କରିବା ଏବଂ ବିଶ୍ୱ ଅର୍ଥନୀତି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବେ । ଜି୨୦ ଶିଖର ସମ୍ମିଳନୀ ଅବସରରେ ସେ ବିଶ୍ୱର ଅନ୍ୟ ରାଷ୍ଟ୍ରର ନେତୃବୃନ୍ଦଙ୍କୁ ଭେଟି ସେମାନଙ୍କ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ଜଣାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story