ଟଙ୍କା ବର୍ଷା କରାଇଦେବେ କହି ଲୁଟି ନେଲେ ୧୬ ଲକ୍ଷ

ମୁମ୍ବାଇ: ଟଙ୍କା ବର୍ଷା କରାଇଦେବି। ୧୦୦ କି ୫୦୦ ନୁହେଁ ୨ ହଜାର ଟଙ୍କିଆ ନୋଟ୍‌ର ହେବ ବର୍ଷା। କେବଳ ସେତିକି ନୁହେଁ, ରାତାରାତି କୋଟିପତି ମଧ୍ୟ କରାଇଦେବି।  ଏମିତି କହି କହି ଚଳୁ କରିଦେଲେ ୧୬ ଲକ୍ଷ । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ। ଏଠାରେ ଜଣେ ଭଣ୍ଡ ବାବାଙ୍କୁ ପୁଲିସ ଗିରଫ କରିଛି। ସମ୍ପୃକ୍ତ ବାବା ଜଣଙ୍କ ୨ ହଜାର ଟଙ୍କାର ବର୍ଷା କରାଇଦେବା ନାଁ ଜଣେ ବ୍ୟକ୍ତିଙ୍କ ଠାରୁ […]

money loot

money loot

Madhupriya Mistry
  • Published: Wednesday, 31 March 2021
  • Updated: 31 March 2021, 02:55 PM IST

Sports

Latest News

ମୁମ୍ବାଇ: ଟଙ୍କା ବର୍ଷା କରାଇଦେବି। ୧୦୦ କି ୫୦୦ ନୁହେଁ ୨ ହଜାର ଟଙ୍କିଆ ନୋଟ୍‌ର ହେବ ବର୍ଷା। କେବଳ ସେତିକି ନୁହେଁ, ରାତାରାତି କୋଟିପତି ମଧ୍ୟ କରାଇଦେବି।  ଏମିତି କହି କହି ଚଳୁ କରିଦେଲେ ୧୬ ଲକ୍ଷ । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ।

ଏଠାରେ ଜଣେ ଭଣ୍ଡ ବାବାଙ୍କୁ ପୁଲିସ ଗିରଫ କରିଛି। ସମ୍ପୃକ୍ତ ବାବା ଜଣଙ୍କ ୨ ହଜାର ଟଙ୍କାର ବର୍ଷା କରାଇଦେବା ନାଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକବ ଏହି ଭଣ୍ଡ ବାବାଙ୍କ ନାଁ ହେଉଛି ଲକ୍ଷ୍ମଣ ଭାଗବତ। ତାଙ୍କ ବୟସ ୫୫ ବର୍ଷ। ସେ ପୁଣେର ଇନ୍ଦାପୁର ଅଞ୍ଚଳରେ ରୁହନ୍ତି। ଏଠାରେ ସେ ଜଣେ ବ୍ୟକ୍ତିଙ୍କୁ ବିଭିନ୍ନ ହୋମ ଯଜ୍ଞ ଏବଂ ଯାଦୁ ବିଦ୍ୟା କରି ୨ ହଜର ଟଙ୍କା ବର୍ଷା କରାଇଦେବାର ସ୍ୱପ୍ନ ଦେଇଥିଲେ। ଏହା ସହ ତାଙ୍କୁ କୋଟିପତି କରାଇଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

ଭଣ୍ଡ ବାବାଙ୍କ କଥାରେ ପଡି ସମ୍ପୃକ୍ତ ବ୍ୟକ୍ତି ଜଣକ ଆଖି ବନ୍ଦ କରି ତାଙ୍କୁ ୧୬ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ୧୬ ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ଟଙ୍କା ବର୍ଷା ହୋଇନଥିଲା। ଆଖି ଖୋଲିବା ପରେ ଟଙ୍କା ନେଇ ଛୁ ମାରିଥିଲେ ଭଣ୍ଡ ବାବା । ଏହାପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅନ୍ଧବିଶ୍ୱାସ ବିରୋଧରେ ଅଭିଯାନ ଚଳାଉଥିବା ଏକ ସଂସ୍ଥା ପାଖକୁ ଯାଇଥିଲେ। ପରେ ପୁଲିସର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ଭଣ୍ଡ ବାବାକୁ ଗିରଫ କରି ତା' ନାଁରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସେପଟେ ଅନେକ ଲୋକେ ଥାନାରେ ପହଁଚି ଭଣ୍ଡ ବାବାଙ୍କ ଠାରୁ ନିଜ ଟଙ୍କା ଫେରାଇ ଦେବାକୁ ପୁଲିସ ନିକଟରେ ଗୁହାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story