ବିଧାନସଭା ବାହାରେ ଫୁଟିଲା ଗୁଳି, ଇନ୍ସପେକ୍ଟର ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ବାହାରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ କାର୍ଯ୍ୟରତ ପୁଲିସ୍‌ ସବ୍‌ ଇନ୍ସପେକ୍ଟର ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ବିଧାନସଭାର ପାର୍କିଂ ଅଞ୍ଚଳର ଗେଟ୍‌ ନଂ ୭ରେ ଏହି ଘଟଣା ଘଟିଛି। ସବ୍‌ ଇନ୍ସପେକ୍ଟର ଜଣଙ୍କ ନିଜ ସର୍ଭିସ ବନ୍ଧୁକରେ ହିଁ ନିଜକୁ ଗୁଳି ଚଳାଇ ଜୀବନ ହାରିଥିବା ଜଣାପଡ଼ିଛି। ପୁଲିସ୍‌ ମୃତ ସବ ଇନ୍ସପେକ୍ଟରଙ୍କ ଠାରୁ ସୁଇସାଇଡ ନୋଟ୍‌ ଜବତ କରିଛି। ଏଥିରେ ସେ ଦୂରାରୋଗରେ […]

Shoot

Shoot

Hemant Lenka
  • Published: Thursday, 04 March 2021
  • Updated: 04 March 2021, 06:04 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ବାହାରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ କାର୍ଯ୍ୟରତ ପୁଲିସ୍‌ ସବ୍‌ ଇନ୍ସପେକ୍ଟର ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ବିଧାନସଭାର ପାର୍କିଂ ଅଞ୍ଚଳର ଗେଟ୍‌ ନଂ ୭ରେ ଏହି ଘଟଣା ଘଟିଛି। ସବ୍‌ ଇନ୍ସପେକ୍ଟର ଜଣଙ୍କ ନିଜ ସର୍ଭିସ ବନ୍ଧୁକରେ ହିଁ ନିଜକୁ ଗୁଳି ଚଳାଇ ଜୀବନ ହାରିଥିବା ଜଣାପଡ଼ିଛି।

ପୁଲିସ୍‌ ମୃତ ସବ ଇନ୍ସପେକ୍ଟରଙ୍କ ଠାରୁ ସୁଇସାଇଡ ନୋଟ୍‌ ଜବତ କରିଛି। ଏଥିରେ ସେ ଦୂରାରୋଗରେ ପୀଡ଼ିତ ହୋଇଥିବାରୁ ଜୀବନ ହାରିଥିବା କଥା କହିଛନ୍ତି। ଏଥିସହ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ଆପଣାଇଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।

ମୃତ ପୁଲିସ୍‌ ଅଧିକାରୀ ଜଣଙ୍କ ହେଉଛନ୍ତି ନିର୍ମଳ ଚୌବେ। ସେ ଚିନହାଟ ଅଞ୍ଚଳରେ ରହୁଥିଲେ। ନିର୍ମଳଙ୍କ ପୋଷ୍ଟିଂ ଲକ୍ଷ୍ନୌର ବାନ୍ଦେରା ପୁଲିସ୍‌ ଷ୍ଟେସନରେ ହୋଇଥିଲା। ଘଟଣା ପରେ ପୁଲିସ୍‌ ତାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story