ରାଷ୍ଟ୍ରମୁଖ୍ୟଙ୍କ ଭାଗ୍ୟ ବାଲଟ୍ ବକ୍ସରେ ସିଲ୍, ୨୧ରେ ଖୋଲିବ

ନୂଆଦିଲ୍ଲୀ: କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି? ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା? ବାଲଟ୍ ବକ୍ସରେ ସିଲ୍ ହୋଇଛି ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ।  ଆଜି ସଂସଦରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ମତଦାନ କରିଛନ୍ତି । ଏଥିସହ ନିଜ ନିଜ ରାଜ୍ୟର ବିଧାନସଭାରେ  ମୁଖ୍ୟମନ୍ତ୍ରୀ ମାନେ ଦେଇଛନ୍ତି ଭୋଟ୍। ଜୁଲାଇ ୨୧ ତାରିଖରେ ଭୋଟ୍ ଗଣତି  ହେବ ଏବଂ ୨୫ରେ ଶପଥ ନେବେ ନୂଆ ରାଷ୍ଟ୍ରପତି। ସକାଳ ପ୍ରାୟ […]

electoin

electoin

Tapas Behera
  • Published: Monday, 18 July 2022
  • Updated: 18 July 2022, 10:07 PM IST

Sports

Latest News

ନୂଆଦିଲ୍ଲୀ: କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି? ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା? ବାଲଟ୍ ବକ୍ସରେ ସିଲ୍ ହୋଇଛି ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ।  ଆଜି ସଂସଦରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ମତଦାନ କରିଛନ୍ତି । ଏଥିସହ ନିଜ ନିଜ ରାଜ୍ୟର ବିଧାନସଭାରେ  ମୁଖ୍ୟମନ୍ତ୍ରୀ ମାନେ ଦେଇଛନ୍ତି ଭୋଟ୍। ଜୁଲାଇ ୨୧ ତାରିଖରେ ଭୋଟ୍ ଗଣତି  ହେବ ଏବଂ ୨୫ରେ ଶପଥ ନେବେ ନୂଆ ରାଷ୍ଟ୍ରପତି।

ସକାଳ ପ୍ରାୟ ୧୦ଟା ପାର୍ଲାମେଂଟର ୬୩ ନମ୍ବର ରୁମରେ  ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା। ସଂସଦ ଭବନରେ ପହଁଚି ମତଦାନ  କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେ ପରେ ବିଭିନ୍ନ ମନ୍ତ୍ରୀ, ସାଂସଦ  ଏବଂ କିଛି ବିଧାୟକ ଦେଇଥିଲେ ଭୋଟ୍ । ଦେଶର ପଂଚଦଶ ରାଷ୍ଟ୍ରପତି  ଚୟନରେ ସାମିଲ କରିଥିଲେ ନିଜକୁ।  ଅସୁସ୍ଥ ଥିବାରୁ ହ୍ୱିଲ ଚେୟାରରେ  ପହଁଚିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମନମୋହନ  ସିଂହ। ମୁଲାୟମ ସିଂହ ମଧ୍ୟ ହ୍ୱିଲଚେୟାରରେ ଆସି ମତଦାନ କରିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ଶଶୀ ଥରୁର,  ଦିଗବିଜୟ ସିଂ ପ୍ରମୁଖ କଂଗ୍ରେସ ନେତା ଦେଇଥିଲେ ଭୋଟ୍। ସେପଟେ ନିଜ  ନିଜ ରାଜ୍ୟ ବିଧାନସଭାରେ ମତଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ।   ଯୋଗୀ ଆଦିତ୍ୟନାଥ, ମମତା ବନାର୍ଜୀ , ଜଗନମୋହନ ରେଡ୍ଡି ,ଏକନାଥ  ସିନ୍ଦେ, ଶିବରାଜ ସିଂହ ଚୌହାନ, ହେମନ୍ତ ସୋରେନଙ୍କ ସମେତ ଅନ୍ୟ  ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ରାଜ୍ୟର ବିଧାନସଭାରେ ମତଦାନ କରିଛନ୍ତି ।

ଏପଟେ ରାଷ୍ଟ୍ରପତି ନିର୍ବାଚନର ମତଦାନ ପାଇଁ ବିଧାନସଭାରେ  ହୋଇଥିଲା ବ୍ୟାପକ ପ୍ରସ୍ତୁତି ।  ଆଜି ପ୍ରଥମେ ଭୋଟ୍ ଦେଇଥିଲେ ବିଜେପି  ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ସେହିପରି ବିଜେଡିର ପ୍ରଥମ ଭୋଟର ଭାବେ ମତଦାନ କରିଥିଲେ ସୁପ୍ରିମୋ ନବୀନ  ପଟ୍ଟନାୟକ।   ପରେ ପରେ ବିଜେଡିର ଅନ୍ୟ ବିଧାୟକ ଓ ମନ୍ତ୍ରୀମାନେ  ଦେଇଥିଲେ ଭୋଟ୍ ।  ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ  ବିଧାନସଭା ଆସି ମତଦାନ କରିଥିଲେ।

ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲା  ଭାରି ରହିଛି ।  ଦ୍ରୌପଦୀଙ୍କୁ ୬୦ପ୍ରତିଶତରୁ  ଅଧିକ ଭୋଟ ମିଳିବା ସମ୍ଭାବନା  ରହିଛି । କାରଣ ସମର୍ଥନ ଦୃଷ୍ଟିରୁ ବିପକ୍ଷ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଠାରୁ  ଆଗରେ ରହିଛନ୍ତି ଦ୍ରୌପଦୀ । ତାଙ୍କୁ ଏନଡିଏ ସମେତ ଅନ୍ୟ ଦଳର ମଧ୍ୟ  ସମର୍ଥନ ରହିଛି  । ବିଜେଡି, ଓ୍ୱାଇଏସ୍ଆର୍ କଂଗ୍ରେସ, ବିଏସ୍ପି, ଶିବସେନା,  ଜେଡିଏସ୍, ଅକାଳୀ ଦଳ, ଜେଏମ୍ଏମ୍ ଏବଂ ଟିଡିପି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି।  ସେହିପରି ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ  ଟିଏମ୍ସି, ଡିଏମକେ, ଏସ୍ପି, ଟିଆରଏସ, ଆପ୍, ଆରେଜେଡି ଏବଂ ବାମଦଳ  ସମର୍ଥନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story