ଲକଡାଉନ୍ ରିଲିଫ୍: ପରିବାର ପିଛା ୩ ହଜାର ଟଙ୍କା ଦେବାକୁ ସରକାରଙ୍କ ନିଷ୍ପତ୍ତି

ପୁଡୁଚେରୀ: ଲକଡାଉନ୍ ପାଇଁ ଅନେକ ପରିବାର ପ୍ରଭାବିତ ହୋଇଛି। ଏଥିପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଏନଡିଏ ସରକାର ପ୍ରତି ପରିବାର ପିଛା ୩ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ୩ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ ବୋଲି ଜଣାପଡ଼ିଛି। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ରଙ୍ଗାସାମୀ ଏହି ଘୋଷଣା କରିଛନ୍ତି। ସାରା ଦେଶରେ କୌଣସି ସରକାର ଏଭଳି କରିବାରେ ପ୍ରଥମ। ନିକଟରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହୋଇଥିଲା। ଏଥିରେ ଶାସନ ଗାଦିରେ ଥିବା […]

Lockdown

Lockdown

Subhransu Sekhar
  • Published: Wednesday, 26 May 2021
  • Updated: 26 May 2021, 03:45 PM IST

ପୁଡୁଚେରୀ: ଲକଡାଉନ୍ ପାଇଁ ଅନେକ ପରିବାର ପ୍ରଭାବିତ ହୋଇଛି। ଏଥିପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଏନଡିଏ ସରକାର ପ୍ରତି ପରିବାର ପିଛା ୩ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ୩ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ ବୋଲି ଜଣାପଡ଼ିଛି। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ରଙ୍ଗାସାମୀ ଏହି ଘୋଷଣା କରିଛନ୍ତି। ସାରା ଦେଶରେ କୌଣସି ସରକାର ଏଭଳି କରିବାରେ ପ୍ରଥମ।

ନିକଟରେ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହୋଇଥିଲା। ଏଥିରେ ଶାସନ ଗାଦିରେ ଥିବା କଂଗ୍ରେସକୁ ଆଉଟ୍ କରି ଏନଡିଏ କ୍ଷମତା ଦଖଲ କରିଛି। ମୁଖ୍ୟମନ୍ତ୍ରୀ ରଙ୍ଗାସାମୀ ବିଧାନସଭାର ସଦସ୍ୟ ଭାବରେ ଶପଥ ନେବା ପରେ ଏପରି ଘୋଷଣା କରିଛନ୍ତି। ଯାହାକୁ ନେଇ ପୁଡୁଚେରୀ ସମେତ ସୋଶାଲ ମିଡିଆରେ ମୁଖ୍ୟମନ୍ତ୍ରୀ ରଙ୍ଗାସାମୀଙ୍କୁ ଲୋକମାନେ ସାଧୁବାଦ ଜଣାଇଛନ୍ତି।

ବିରୋଧୀ ଡିଏମକେ ଏବଂ କଂଗ୍ରେସ ମଧ୍ୟ ଲକଡାଉନ୍ ରିଲିଫ୍ ପ୍ୟାକେଜ ଘୋଷଣା କରିବାକୁ ଦାବି କରିବା ପରେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ରଙ୍ଗାସାମୀ। ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିବା ବେଳେ କହିଛନ୍ତି, କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଜାରି ରହିଛି। ଏପରି ହେବା ଦ୍ୱାରା ଅନେକ ଲୋକ ଜୀବିକା ହରାଇଛନ୍ତି। ଏଥିସହ ଅନେକ ପରିବାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି ସେ କହିଛନ୍ତି। ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ରିଲିଫ୍ ପ୍ୟାକେଜ ଦ୍ୱାରା ପ୍ରଭାବିତ ପରିବାର ଉପକୃତ ହେବେ ବୋଲି ସେ କହିଛନ୍ତି।

ବିଜେପି ସଭାପତି ସାମିନାଥନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସାଧୁବାଦ ଜଣାଇଛନ୍ତି। ବିଜେପି ଏହି ପଦକ୍ଷେପକୁ ସ୍ୱାଗତ କରୁଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବାସ୍ତବିକ ପ୍ରଶଂସାଯୋଗ୍ୟ ବୋଲି ସେ କହିଛନ୍ତି। ଏମପି ଅଶୋକାନ ନାମକ ବ୍ୟକ୍ତି ଏ ନେଇ କହିଛନ୍ତି, ସେ ଜଣେ ଗରିବ ଘରର ବ୍ୟକ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ତାଙ୍କ ପାଇଁ ବହୁତ ମୂଲ୍ୟ ବହନ କରେ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story