ଜୁନିଅରଙ୍କୁ କାହିଁକି ରାଗିଂ କଲ, ଯାଅ ରୋଗୀ ସେବା କରିବ: ହାଇକୋର୍ଟ

ଥିରୁଭନନ୍ତପୁରମ: ମହଙ୍ଗା ପଡ଼ିଲା ରାଗିଂ। ଜୁନିଅରଙ୍କୁ ନିର୍ଯାତନା ଦେଇ ଫସିଲେ ୫ ଜଣ ଛାତ୍ର। ରାଗିଂ କରିବା ମାମଲାରେ ଅଭିଯୁକ୍ତ ହୋଇଥିବା ୫ ଜଣ ଛାତ୍ରଙ୍କୁ ସମାଜ ସେବା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ହାଇକୋର୍ଟ। କୋଲାମ ଜେନେରାଲ ହସପିଟାଲରେ ଦୁଇ ସପ୍ତାହ ଧରି ସେବା କରିବାକୁ ସମ୍ପୃକ୍ତ ୫ ଜଣ ଛାତ୍ରଙ୍କୁ ନିର୍ଦ୍ଦଶ ଦେଛନ୍ତି କୋର୍ଟ। ମାର୍ଚ୍ଚ ୨୧ରେ ଅଭିଯୁକ୍ତଙ୍କୁ  କୋଲାମ ଜିଲ୍ଲା ଆଇନ୍‌ ସେବା କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ ଜଷ୍ଟିସ ହରିପାଲ ନିର୍ଦ୍ଦେଶ […]

high-court

high-court

Tapas Behera
  • Published: Thursday, 10 March 2022
  • Updated: 10 March 2022, 06:43 PM IST

Sports

Latest News

ଥିରୁଭନନ୍ତପୁରମ: ମହଙ୍ଗା ପଡ଼ିଲା ରାଗିଂ। ଜୁନିଅରଙ୍କୁ ନିର୍ଯାତନା ଦେଇ ଫସିଲେ ୫ ଜଣ ଛାତ୍ର। ରାଗିଂ କରିବା ମାମଲାରେ ଅଭିଯୁକ୍ତ ହୋଇଥିବା ୫ ଜଣ ଛାତ୍ରଙ୍କୁ ସମାଜ ସେବା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ହାଇକୋର୍ଟ। କୋଲାମ ଜେନେରାଲ ହସପିଟାଲରେ ଦୁଇ ସପ୍ତାହ ଧରି ସେବା କରିବାକୁ ସମ୍ପୃକ୍ତ ୫ ଜଣ ଛାତ୍ରଙ୍କୁ ନିର୍ଦ୍ଦଶ ଦେଛନ୍ତି କୋର୍ଟ। ମାର୍ଚ୍ଚ ୨୧ରେ ଅଭିଯୁକ୍ତଙ୍କୁ  କୋଲାମ ଜିଲ୍ଲା ଆଇନ୍‌ ସେବା କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ ଜଷ୍ଟିସ ହରିପାଲ ନିର୍ଦ୍ଦେଶ ଦେଇଛନ୍ତି। ଜେନେରାଲ ହସପିଟାଲରେ ଏହି ଛାତ୍ରମାନଙ୍କୁ ସେବା କାର୍ଯ୍ୟରେ ଜିଲ୍ଲା ଆଇନ୍ ସେବା କର୍ତ୍ତୃପକ୍ଷ ନିୟୋଜିତ କରିବେ। ଏଥିସହ ଏହି ଅଭିଯୁକ୍ତ ଛାତ୍ରଙ୍କ କାମ ମଧ୍ୟ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ ତଦାରଖ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅଭିଯୁକ୍ତମାନେ ହସପିଟାଲରେ ଦିନକୁ  ୮ ଘଣ୍ଟା କାର୍ଯ୍ୟ କରିବେ। ଅଭଯୁକ୍ତଙ୍କ କାର୍ଯ୍ୟକାଳ ସରିବା ପରେ ସେମାନଙ୍କୁ ସାମାଜିକ କାର୍ଯ୍ୟ ପାଇଁ  ଏକ ପ୍ରମାଣପତ୍ର ପ୍ରଦାନ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆସିବା ପରେ ସେମାନେ ମାମଲାରୁ ମୁକ୍ତି ପାଇଁ ହାକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନକାରୀମାନେ ହେଲେ ଏମଏସ୍‌ ହରିକ୍ରିଷ୍ଣାନାନ୍‌ ଏମ ଶାହାଲ ମହମ୍ମଦ୍‌, ଅଭିଷେକ ଅନନ୍ଥ ରମଣ, ନଭଣ ଆନିଶ ଏବଂ ଅଶ୍ୱନୀ ମନୋହର।

ଏମାନେ ହେଉଛନ୍ତି  କୋଲାମର ଟିକେଏମ ଇଞ୍ଜିନିୟରିଂ କଲେଜର ଛାତ୍ର । ସମ୍ପୃକ୍ତ ଛାତଙ୍କ ବିରୋଧରେ ରାଗିଂ ଭଳି ସଙ୍ଗିନ ଅଭିଯୋଗ ଆସିଥିଲା। ଏହି ମାମଲାରେ ସରକାରୀ ଓକିଲ ହ୍ରିଥିକ୍‌ ସିଏସ ପରିଚାଳନା କରୁଥିଲେ। ସେ କହିଛନ୍ତି ଯେ, ଏହି ୫ ଜଣ ଛାତ୍ର ତାଙ୍କ ଜୁନିଅରମାନଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story