କଂଗ୍ରେସ ବିଧାୟକଙ୍କ ଉପରେ ଆକ୍ରମଣ, ରାହୁଲ କହିଲେ- ଭୟଭୀତ ବିଜେପି

ଅହମ୍ମଦାବାଦ: କଂଗ୍ରେସ ବିଧାୟକଙ୍କ ଉପରେ ଆକ୍ରମଣ। ଗୁଜରାଟର ନବସାରୀ ଅଞ୍ଚଳରେ କଂଗ୍ରେସ ବିଧାୟକ ତଥା ଆଦିବାସୀ ନେତା ଅନନ୍ତ ପଟେଲଙ୍କ ଉପରେ ଆକ୍ରମଣ ହୋଇଛି। ଏହାପରେ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବିଧାୟକଙ୍କ ସମର୍ଥନରେ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ବାସ୍ତବରେ ଏହି ମାମଲା ନାବସାରୀ ଜିଲ୍ଲାର ଖେରଗାମ ଅଞ୍ଚଳର। ଶନିବାର ଦିନ ଯେତେବେଳେ କଂଗ୍ରେସ ବିଧାୟକ ତଥା ଆଦିବାସୀ ନେତା ଅନନ୍ତ ପଟେଲ ଏକ ବୈଠକରେ ଯୋଗ ଦେବା ପାଇଁ ନବସାରୀର ଖେରଗାମରେ ପହଞ୍ଚିଥିଲେ ସେତେବେଳେ […]

Attack on cong MLA

Attack on cong MLA

Madhupriya Mistry
  • Published: Sunday, 09 October 2022
  • Updated: 09 October 2022, 08:17 AM IST

ଅହମ୍ମଦାବାଦ: କଂଗ୍ରେସ ବିଧାୟକଙ୍କ ଉପରେ ଆକ୍ରମଣ। ଗୁଜରାଟର ନବସାରୀ ଅଞ୍ଚଳରେ କଂଗ୍ରେସ ବିଧାୟକ ତଥା ଆଦିବାସୀ ନେତା ଅନନ୍ତ ପଟେଲଙ୍କ ଉପରେ ଆକ୍ରମଣ ହୋଇଛି। ଏହାପରେ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବିଧାୟକଙ୍କ ସମର୍ଥନରେ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି।

ବାସ୍ତବରେ ଏହି ମାମଲା ନାବସାରୀ ଜିଲ୍ଲାର ଖେରଗାମ ଅଞ୍ଚଳର। ଶନିବାର ଦିନ ଯେତେବେଳେ କଂଗ୍ରେସ ବିଧାୟକ ତଥା ଆଦିବାସୀ ନେତା ଅନନ୍ତ ପଟେଲ ଏକ ବୈଠକରେ ଯୋଗ ଦେବା ପାଇଁ ନବସାରୀର ଖେରଗାମରେ ପହଞ୍ଚିଥିଲେ ସେତେବେଳେ ଉକ୍ତ ପଞ୍ଜାୟତର ସରପଞ୍ଚ ଓ କିଛି ଦୁର୍ବୃତ୍ତ ତାଙ୍କ କାର୍‌ ଭଙ୍ଗାରୁଜା କରିବା ସହ ତାଙ୍କୁ ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି।

ଏହି ଆକ୍ରମଣରେ ବିଧାୟକଙ୍କ ମୁଣ୍ଡରେ ଆଘାତ ଲାଗିଛି। ସେପଟେ ଏହି ଘଟଣା ପରେ ଶନିବାର ବିଳମ୍ବିତ ରାତିରେ ବିଧାୟକ ଅନନ୍ତ ପଟେଲଙ୍କ ସମର୍ଥକମାନେ ଏକ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଅଗ୍ନିଶମ ବାହିନୀର ଗାଡି ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିବା ପରେ ଉକ୍ତ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।

https://twitter.com/ANI/status/1578835329254948864?s=20&t=W7C1hXDGo-cNpb_rveW99w

ସେପଟେ ଏହି ଘଟଣାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିନ୍ଦା କରିବା ସହ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ଲେଖିଛନ୍ତି ଯେ 'ଗୁଜରାଟର ପାର-ତାପି ନଦୀ ଲିଙ୍କ ପ୍ରକଳ୍ପ ବିରୋଧରେ ଆଦିବାସୀ ସମାଜ ପାଇଁ ଲଢ଼ୁଥିବା ଆମ ଦଳର ବିଧାୟକ ଅନନ୍ତ ପଟେଲଙ୍କ ଉପରେ ବିଜେପିର ଏଭଳି ଆକ୍ରମଣ ନିନ୍ଦନୀୟ। ଏହା ହେଉଛି ବିଜେପି ସରକାରଙ୍କ ଭୟ ଓ ଡର। ସେ କହିଛନ୍ତି ଯେ କଂଗ୍ରେସ ଦଳର ପ୍ରତ୍ୟେକ କର୍ମୀ ଆଦିବାସୀଙ୍କ ଅଧିକାର ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବେ।'

ବିଧାୟକ ଅନନ୍ତ ପଟେଲ ପାର-ତାପି ଓ ନର୍ମଦା ନଦୀ ସଂଯୋଗ ପ୍ରକଳ୍ପ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story