୧୮ ତାରିଖରେ ଦେଶବ୍ୟାପି ରେଳ ରୋକ କରିବେ ଚାଷୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ନିଜର ଆନ୍ଦୋଳନକୁ ଅଧିକ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଭିନ୍ନ ଚାଷୀ ସଂଗଠନ। ଦୀର୍ଘ ୮୦ ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ଏବେ ନିଜର ଦାବିକୁ ସମଗ୍ର ଦେଶରେ ପହଞ୍ଚାଇବେ। ଏଥିପାଇଁ ପୂର୍ବରୁ ଚକାଜାମ କରିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଏବେ ରେଳ ରୋକ କରିବାକୁ ଘୋଷଣା କରିଛି। ଆସନ୍ତା ୧୮ ତାରିଖରେ ସମଗ୍ର ଦେଶରେ ଚାଷୀମାନେ ରେଳ ରୋକ କରିବେ। ଦିନ ୧୨ଟାରୁ ଅପରାହ୍ନ […]

Farmer

Farmer

Hemant Lenka
  • Published: Wednesday, 10 February 2021
  • Updated: 10 February 2021, 09:47 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ନିଜର ଆନ୍ଦୋଳନକୁ ଅଧିକ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଭିନ୍ନ ଚାଷୀ ସଂଗଠନ। ଦୀର୍ଘ ୮୦ ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ଏବେ ନିଜର ଦାବିକୁ ସମଗ୍ର ଦେଶରେ ପହଞ୍ଚାଇବେ। ଏଥିପାଇଁ ପୂର୍ବରୁ ଚକାଜାମ କରିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଏବେ ରେଳ ରୋକ କରିବାକୁ ଘୋଷଣା କରିଛି।

ଆସନ୍ତା ୧୮ ତାରିଖରେ ସମଗ୍ର ଦେଶରେ ଚାଷୀମାନେ ରେଳ ରୋକ କରିବେ। ଦିନ ୧୨ଟାରୁ ଅପରାହ୍ନ ୪ଟା ଯାଏ ରେଳ ରୋକ କରାଯିବ। ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚ ପକ୍ଷରୁ ଦିଲ୍ଲୀ ସିଙ୍ଘୁ ସୀମାରେ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋରଦାର କରାଯିବ। ଏଥିପାଇଁ ୧୮ ତାରିଖରେ ସମଗ୍ର ଭାରତରେ ୪ ଘଣ୍ଟା ରେଳ ରୋକ କରାଯିବ।

ଫେବୃଆରୀ ୧୪ରେ ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଚାଷୀମାନେ ଦେଶବ୍ୟାପୀ ମହମବତୀ ଶୋଭାଯାତ୍ରା ବା ମଶାଲ ଜୁଲୋସ କରିବେ। ସେହିପରି ଫେବୃଆରୀ ୧୬ରେ ଜାଠ ନେତା ସାର ଛୋଟୁ ରାମଙ୍କ ଜନ୍ମତିଥି ପାଳନ କରାଯିବ। ଲୋକଙ୍କୁ ସରକାରଙ୍କ ଅତ୍ୟାଚାର ବିଷୟରେ ଜଣାଇବା ପାଇଁ ଚାଷୀମାନେ ଏପରି ରେଳ ରୋକ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ଚାଷୀମାନେ ନିଜର ଚକା ଜାମ ଆନ୍ଦୋଳନ ବେଳେ ସମଗ୍ର ଦେଶର ଜାତୀୟ ଓ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଏହି ସମୟରେ ସମସ୍ୟା ଭୋଗିଥିବା ସାଧାରଣ ଲୋକଙ୍କୁ କ୍ଷମା ମାଗିଥିଲେ। ନିଜର ଦାବି ସରକାରଙ୍କ ପାଖରେ ପହଞ୍ଚାଇବାକୁ ସେମାନେ ଏହି ରାସ୍ତା ଆପଣାଇଥିବା ମଧ୍ୟ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story