ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲା ଏହି ରାଜ୍ୟ

ଜୟପୁର: କରୋନା ମହାମାରୀରୁ ଆରୋଗ୍ୟ ହେବା ପରେ ଏବେ ଅଧିକାଂଶ ଆକ୍ରାନ୍ତ ବ୍ଲାକ ଫଙ୍ଗସର ଶିକାର ହେଉଛନ୍ତି। ଦିନକୁ ଦିନ ଏହି ସଂଖ୍ୟା ବଢ଼ୁଛି। ତେଣୁ ବ୍ଲାକ ଫଙ୍ଗସକୁ ରାଜସ୍ଥାନ ସରକାର ମହାମାରୀ ଭାବରେ ଘୋଷଣା କରିଛନ୍ତି। ପୂର୍ବରୁ ରାଜସ୍ଥାନର ଅଶୋକ ଗେହଲଟ ସରକାର ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଆଜି ରାଜ୍ୟର ଚିକିତ୍ସା ଓ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଜାରି କରି ବ୍ଲାକ ଫଙ୍ଗସକୁ ମହାମାରୀ ତାଲିକାରେ ଯୋଡ଼ିଛି। ରାଜସ୍ଥାନ ପାଣ୍ଡେମିକ୍ ଆକ୍ଟ ୨୦୨୦ […]

Black-fungus

Black-fungus

Subhransu Sekhar
  • Published: Wednesday, 19 May 2021
  • Updated: 19 May 2021, 04:59 PM IST

Sports

Latest News

ଜୟପୁର: କରୋନା ମହାମାରୀରୁ ଆରୋଗ୍ୟ ହେବା ପରେ ଏବେ ଅଧିକାଂଶ ଆକ୍ରାନ୍ତ ବ୍ଲାକ ଫଙ୍ଗସର ଶିକାର ହେଉଛନ୍ତି। ଦିନକୁ ଦିନ ଏହି ସଂଖ୍ୟା ବଢ଼ୁଛି। ତେଣୁ ବ୍ଲାକ ଫଙ୍ଗସକୁ ରାଜସ୍ଥାନ ସରକାର ମହାମାରୀ ଭାବରେ ଘୋଷଣା କରିଛନ୍ତି। ପୂର୍ବରୁ ରାଜସ୍ଥାନର ଅଶୋକ ଗେହଲଟ ସରକାର ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଆଜି ରାଜ୍ୟର ଚିକିତ୍ସା ଓ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ଜାରି କରି ବ୍ଲାକ ଫଙ୍ଗସକୁ ମହାମାରୀ ତାଲିକାରେ ଯୋଡ଼ିଛି। ରାଜସ୍ଥାନ ପାଣ୍ଡେମିକ୍ ଆକ୍ଟ ୨୦୨୦ ର ଧାରା ୩ ଅନୁଯାୟୀ ସମଗ୍ର ରାଜ୍ୟରେ ବ୍ଲାକ ଫଙ୍ଗସକୁ ମହାମାରୀ ଭାବରେ ସୂଚିତ କରିଛନ୍ତି ସରକାର।

ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ଅଖିଲ ଆରୋରା ଏହି ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି କରୋନା ପରେ ପରେ ଅନେକ ମ୍ୟୁକର ମାଇକୋସିସ୍ ରୋଗ ( ବ୍ଲାକ ଫଙ୍ଗସ)ରେ ସଂକ୍ରମିତ ହେଉଛନ୍ତି। ଏହା କରୋନାର ପାର୍ଶ୍ୱ ପ୍ରତିକ୍ରିୟା ଭାବରେ ଉଭା ହୋଇଛି। ତେଣୁ ଏହି ରୋଗକୁ ଗୁରୁତର ସହ ବିଚାର କରି ଆବଶ୍ୟକ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ସରକାର।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେଉଁ ଡାଇବେଟିସ ରୋଗୀ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଆରୋଗ୍ୟ ହେବା ପରେ ଅଧିକାଂଶଙ୍କ ପାଖରେ ଏହି ବ୍ଲାକ ଫଙ୍ଗସ ଆକ୍ରାନ୍ତ ବୃଦ୍ଧି ପାଉଛନ୍ତି। ଏହି ରୋଗର ଶିକାର ହେବା ପରେ ଆରୋଗ୍ୟ ହେବାକୁ ଯାଇ ଡାକ୍ତର ମାନେ ଜଣେ ଜଣେ ଆକ୍ରାନ୍ତଙ୍କ ଗୋଟିଏ ଆଖି ମଧ୍ୟ ବାହାର କରି ଦେଉଛନ୍ତି। ଏଯାବତ ରାଜସ୍ଥାନରେ ପ୍ରାୟ 100ରୁ ଅଧିକ ବ୍ଲାକ ଫଙ୍ଗସର ଶିକାର ହୋଇଛନ୍ତି। ଏସବୁର ଚିକିତ୍ସା ପାଇଁ ଜୟପୁରର ଏସଏମଏସ ହସ୍ପିଟାଲ ଏକ ଅଲଗା ୱାର୍ଡ ନିର୍ମାଣ କରିଛନ୍ତି। ଯେଉଁଠାରେ ବ୍ଲାକ ଫଙ୍ଗସକୁ ଗୁରୁତର ସହ ନିଆଯାଇ ସମସ୍ତ ପ୍ରକାର ଚିକିତ୍ସା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story