ପୁଣି ଥରେ ଚାଷୀ ଆନ୍ଦୋଳନ ଚେତାବନୀ ଦେଲେ ରାକେଶ ଟିକାୟତ  

ନୂଆଦିଲ୍ଲୀ : ପୁଣି ଥରେ ଚାଷୀ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଭାରତୀୟ କୃଷକ ସଂଘ (ବିକେୟୁ) ନେତା ରାକେଶ ଟିକାୟତ।  ଆସନ୍ତା  ଜାନୁଆରୀ ୨୬ରେ ସାରା ଦେଶରେ ଚାଲିବ  ଟ୍ରାକ୍ଟର ରାଲି। ଏନେଇ ସେ ବୁଧବାର ବଡ଼ ଘୋଷଣା କରିଛନ୍ତି। ବଠିଣ୍ଡାରେ ଏକ ସମାବେଶରେ ରାକେଶ ଟିକାଏତ କହିଛନ୍ତି, ଜାନୁଆରୀ ୨୬ରେ ହରିୟାଣାର ଜିନ୍ଦରେ ଏକ ବଡ଼ ପଞ୍ଚାୟତ ବସିବ। କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷି  ସେ କହିଛନ୍ତି, ସରକାର ଦେଶର ଲୋକଙ୍କୁ ନିଯୁକ୍ତି ଦେଇ ନାହାଁନ୍ତି।  […]

Rakesh tikait

Rakesh tikait

Tapas Behera
  • Published: Wednesday, 28 December 2022
  • Updated: 28 December 2022, 08:06 PM IST

Sports

Latest News

ନୂଆଦିଲ୍ଲୀ : ପୁଣି ଥରେ ଚାଷୀ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଭାରତୀୟ କୃଷକ ସଂଘ (ବିକେୟୁ) ନେତା ରାକେଶ ଟିକାୟତ।  ଆସନ୍ତା  ଜାନୁଆରୀ ୨୬ରେ ସାରା ଦେଶରେ ଚାଲିବ  ଟ୍ରାକ୍ଟର ରାଲି। ଏନେଇ ସେ ବୁଧବାର ବଡ଼ ଘୋଷଣା କରିଛନ୍ତି। ବଠିଣ୍ଡାରେ ଏକ ସମାବେଶରେ ରାକେଶ ଟିକାଏତ କହିଛନ୍ତି, ଜାନୁଆରୀ ୨୬ରେ ହରିୟାଣାର ଜିନ୍ଦରେ ଏକ ବଡ଼ ପଞ୍ଚାୟତ ବସିବ।
କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷି  ସେ କହିଛନ୍ତି, ସରକାର ଦେଶର ଲୋକଙ୍କୁ ନିଯୁକ୍ତି ଦେଇ ନାହାଁନ୍ତି।  ତେଣୁ ଏହାକୁ ଦେଖାଇବା ପାଇଁ ଅଗ୍ନିବୀର ଯୋଜନା ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାର ଦେଶର ଲୋକଙ୍କୁ ପ୍ରତାରଣା କରୁଛନ୍ତି। ପ୍ରତ୍ୟେକ ବିଭାଗ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୁଷ୍ଟ । ଦେଶର ଛୋଟ ଛୋଟ ଦୋକାନୀ ମଧ୍ୟ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଅଛନ୍ତି। ରାଲିରେ ଶହ ଶହ ଟ୍ରାକ୍ଟର ଭାଗ ନେବା ସହ  ସମାବେଶରେ ଜାତୀୟ ପତାକା ଉତ୍ତୋଳନ କରାଯିବା । ତେବେ କୌଣସି ସରକାରୀ କାର୍ଯ୍ୟକ୍ରମକୁ ବାଧା ଦିଆଯିବ ନାହିଁ ବୋଲି ଚାଷୀ ନେତାମାନେ କହିଛନ୍ତି । ଭାରତୀୟ କୃଷକ ସଂଘକୁ  ଭାଙ୍ଗିବା ଲାଗି ବିଜେପି ସରକାର କରୁଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରାଯିବ ବୋଲି ଚାଷୀନେତାମାନେ ଧମକ ଦେଇଛନ୍ତି ।

ସେ କହିଛନ୍ତି ଯେ ଦେଶର ଅନେକ ସ୍ଥାନରେ ଚାଷୀଙ୍କ ଆନ୍ଦୋଳନ ହେବ। ଯଦି ରାଜ୍ୟ ଏବଂ କେନ୍ଦ୍ର ସରକାର ଦାବି ପ୍ରତି ଧ୍ୟାନ ନଦିଅନ୍ତି ଆନ୍ଦୋଳନକୁ ତୀବ୍ର କରାଯିବ।  ଆସନ୍ତା ଜାନୁଆରୀ ୨୬ ରେ ସାରା ଦେଶରେ ଏକ ଟ୍ରାକ୍ଟର ରାଲି କରାଯିବ।

ସେ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ଲୋକଙ୍କୁ ନିଶ୍ଚିତ ନିଯୁକ୍ତି ଦେଇନାହାଁନ୍ତି। କେନ୍ଦ୍ର ସରକାର ଦେଶବାସୀଙ୍କୁ ପ୍ରତାରଣା କରୁଛନ୍ତି। ସେ କହିଛନ୍ତି ଯେ ଦେଶର କେନ୍ଦ୍ର ସରକାର ଏମିତି କିଛି କରିନାହାଁନ୍ତି ଯାହା ଦେଶର ଲୋକଙ୍କୁ ଖୁସି କରିପାରୁଛି।  ପ୍ରତ୍ୟେକ ବିଭାଗ କେନ୍ଦ୍ର ସରକାରଙ୍କ ଉପରେ ଲୋକେ ଅସନ୍ତୁଷ୍ଟ। ଯେଉଁଥିପାଇଁ ବର୍ତ୍ତମାନ ଛୋଟ ଛୋଟ ଦୋକାନୀ ମଧ୍ୟ କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧରେ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story