ଲକଡାଉନରେ ବି ଖୋଲିପାରିବ ରେଷ୍ଟୁରାଣ୍ଟ, କିନ୍ତୁ ସର୍ତ୍ତ ଲାଗୁ

କୋଲକାତା: ଲକଡାଉନ ବେଳେ ରେଷ୍ଟୁରାଣ୍ଟ ଖୋଲିବାକୁ ଶେଷରେ ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟର ସମସ୍ତ ରେଷ୍ଟୁରାଣ୍ଟ ସନ୍ଧ୍ୟା ୫ଟାରୁ ୮ଟା ଯାଏ ଖୋଲିପାରିବ ବୋଲି ସେ କହିଛନ୍ତି। କିନ୍ତୁ ଯେଉଁସବୁ ରେଷ୍ଟୁରାଣ୍ଟର କର୍ମଚାରୀମାନେ କରୋନା ଟିକା ନେଇ ସାରିଥିବେ, ସେମାନଙ୍କୁ ସେବା ଯୋଗାଇବାକୁ ଅନୁମତି ମିଳିବ। ସେହିପରି ରେଷ୍ଟୁରାଣ୍ଟରେ କରୋନା ପ୍ରୋଟକଲ ପାଳନ କରିବାକୁ ସେ ମଧ୍ୟ ସମସ୍ତଙ୍କୁ କହିଛନ୍ତି। ରେଷ୍ଟୁରାଣ୍ଟ ଗୁଡ଼ିକ ସେମାନଙ୍କ ବ୍ୟବସାୟକୁ ଚାଲୁ ରଖିବା ପାଇଁ ଏପରି କୋହଳି […]

Restaurant

Restaurant

Hemant Lenka
  • Published: Thursday, 03 June 2021
  • Updated: 03 June 2021, 05:34 PM IST

Sports

Latest News

କୋଲକାତା: ଲକଡାଉନ ବେଳେ ରେଷ୍ଟୁରାଣ୍ଟ ଖୋଲିବାକୁ ଶେଷରେ ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟର ସମସ୍ତ ରେଷ୍ଟୁରାଣ୍ଟ ସନ୍ଧ୍ୟା ୫ଟାରୁ ୮ଟା ଯାଏ ଖୋଲିପାରିବ ବୋଲି ସେ କହିଛନ୍ତି। କିନ୍ତୁ ଯେଉଁସବୁ ରେଷ୍ଟୁରାଣ୍ଟର କର୍ମଚାରୀମାନେ କରୋନା ଟିକା ନେଇ ସାରିଥିବେ, ସେମାନଙ୍କୁ ସେବା ଯୋଗାଇବାକୁ ଅନୁମତି ମିଳିବ। ସେହିପରି ରେଷ୍ଟୁରାଣ୍ଟରେ କରୋନା ପ୍ରୋଟକଲ ପାଳନ କରିବାକୁ ସେ ମଧ୍ୟ ସମସ୍ତଙ୍କୁ କହିଛନ୍ତି।

ରେଷ୍ଟୁରାଣ୍ଟ ଗୁଡ଼ିକ ସେମାନଙ୍କ ବ୍ୟବସାୟକୁ ଚାଲୁ ରଖିବା ପାଇଁ ଏପରି କୋହଳି ନୀତି କରାଯାଇଛି। ଆମେ କେବେ ହେଲେ ହୋଟେଲ ଗୁଡ଼ିକ ବନ୍ଦ ରହୁ ବୋଲି ଚାହୁଁନାହୁଁ। ବିଭିନ୍ନ କ୍ଷେତ୍ରର ବ୍ୟକ୍ତିଙ୍କ ସହ ରାଜ୍ୟ ସଚିବାଳୟରେ ଆଲୋଚନା କରିବା ପରେ ବ୍ୟବସାୟକୁ କେମିତି ମହାମାରୀ ସମୟରେ ଆଗକୁ ନେବାକୁ ହେବ ସେ ବିଷୟରେ ନିଷ୍ପତ୍ତି ହୋଇଥିଲା।

ଆମେ କେବେ ହେଲେ ବ୍ୟବସାୟକୁ ବନ୍ଦ କରିବା ସପକ୍ଷରେ ନାହୁଁ। କିନ୍ତୁ ବ୍ୟବସାୟ ସହ ଆମକୁ ରୋଗକୁ ନିୟନ୍ତ୍ରଣ ମଧ୍ୟ କରିବାକୁ ପଡ଼ିବ। ରୋଗ ନିୟନ୍ତ୍ରଣ ହୋଇପାରିଲେ ଆମକୁ ତୃତୀୟ ୱେଭକୁ ସମ୍ମୁଖୀନ ହେବାକୁ ପଡ଼ିବନି। ସମସ୍ତେ ଫୁଡ ଡେଲିଭରୀ ଉପରେ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ପଶ୍ଚିମବଙ୍ଗ ସରକାର କରୋନା କଟକଣା ବା ଲକଡାଉକୁ ଜୁନ୍‌ ୧୫ ଯାଏ ବୃଦ୍ଧି କରିଥିଲେ। ଲକଡାଉନ ଯୋଗୁ ମଧ୍ୟ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଛି। ରାଜ୍ୟରେ ଏବେ ୧୦ ହଜାରରୁ କମ ସଂକ୍ରମିତ ଚିହ୍ନଟ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କିଛି କଟକଣା କୋହଳ କରିଥିଲେ। ବୁକ ଷ୍ଟଲ ସହ ରିଟେଲ ଦୋକାନଗୁଡ଼ିକ ମଧ୍ୟାହ୍ନ ୧୨ଟାରୁ ୩ଟା ଯାଏ ଖୋଲିବାକୁ ସେ ଅନୁମତି ଦେଇଥିଲେ। ନିର୍ମାଣକାମକୁ ମଧ୍ୟ ଟିକାକରଣ ପରେ ଅନୁମତି ମିଳିବ ବୋଲି ସେ କହିଥିଲେ।

ଆଇଟି ସେକ୍ଟରଗୁଡ଼ିକ ମଧ୍ୟାହ୍ନ ୧୨ଟାରୁ ୩ଟା ମଧ୍ୟରେ ୧୦% କର୍ମଚାରୀଙ୍କୁ ନେଇ ଚାଲି ପାରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story