କାଲି ୟୁକ୍ରେନ୍ ରାଜଧାନୀ ହୋଇଯିବ ଅନ୍ଧାର, ପୁରୁଣା ନେତା ଫେରିଲେ ଫେରି ଯିବ ରୁଷ !

ନୂଆଦିଲ୍ଲୀ: ଯେଉଁ ବେଗରେ ରୁଷ ୟୁକ୍ରେନ୍‌ ଭିତରକୁ ମାଡ଼ିଚାଲୁଛି ତାହା ସମସ୍ତଙ୍କୁ ବିଚଳିତ କରିଛି। ଖୁବ୍‌ ଶୀଘ୍ର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ରୁଷ ସେନା କବ୍‌ଜାକୁ ଆସିପାରେ। ଶୁକ୍ରବାର ସକାଳ  ସୁଦ୍ଧା ରୁଷ ସେନା କିଭ୍‌କୁ ସମ୍ପୂର୍ଣ୍ଣ ଅକ୍ତିଆର କରିପାରେ। ମିଳିଥିବା ସୂଚନା ଅନୁଯାୟୀ, କିଭକୁ ନିଜ ଅଧିନକୁ ଆଣିବା ପରେ ଏହାକୁ ବାହ୍ୟ ଜଗତ ସମ୍ପର୍କ ଛିନ୍ନ କରିପାରେ ରୁଷ ସେନା। ରାଜଧନାରୀ କିଭ୍‌କୁ ରୁଷ ସେନା ଘେରାବନ୍ଦୀ କରି ବାହ୍ୟ ଜଗତ ସହ ବିଛିନ୍ନ କରିପାରେ। […]

vladimir-putin

vladimir-putin

Tapas Behera
  • Published: Thursday, 24 February 2022
  • Updated: 24 February 2022, 10:19 PM IST

Sports

Latest News

ନୂଆଦିଲ୍ଲୀ: ଯେଉଁ ବେଗରେ ରୁଷ ୟୁକ୍ରେନ୍‌ ଭିତରକୁ ମାଡ଼ିଚାଲୁଛି ତାହା ସମସ୍ତଙ୍କୁ ବିଚଳିତ କରିଛି। ଖୁବ୍‌ ଶୀଘ୍ର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ରୁଷ ସେନା କବ୍‌ଜାକୁ ଆସିପାରେ। ଶୁକ୍ରବାର ସକାଳ  ସୁଦ୍ଧା ରୁଷ ସେନା କିଭ୍‌କୁ ସମ୍ପୂର୍ଣ୍ଣ ଅକ୍ତିଆର କରିପାରେ। ମିଳିଥିବା ସୂଚନା ଅନୁଯାୟୀ, କିଭକୁ ନିଜ ଅଧିନକୁ ଆଣିବା ପରେ ଏହାକୁ ବାହ୍ୟ ଜଗତ ସମ୍ପର୍କ ଛିନ୍ନ କରିପାରେ ରୁଷ ସେନା। ରାଜଧନାରୀ କିଭ୍‌କୁ ରୁଷ ସେନା ଘେରାବନ୍ଦୀ କରି ବାହ୍ୟ ଜଗତ ସହ ବିଛିନ୍ନ କରିପାରେ। କିଭ୍‌କୁ ବିଜୁଳି ସଂଯୋଗ କାଟିଦେଇପାରେ। ସେହିପରି ରାଜଧାନୀରେ ଖାଦ୍ୟ ଯୋଗାଣ ମଧ୍ୟ ବନ୍ଦ କରିଦେଇ ପାରେ ବୋଲି ସୂଚନା ମିଳୁଛି। ମିଳିଥିବା ସୂଚନା ଅନୁଯାୟୀ ରୁଷ ସମର୍ଥିତ ନେତା ୟୁକ୍ରେନ୍‌ରେ କ୍ଷମତାକୁ ଫେରିବା ପାଇଁ ରୁଷ ଚାହୁଁଛି। ୨୦୧୪ରେ ବିଦ୍ରୋହ ପରେ ୟୁକ୍ରେନ୍‌ର ପୂର୍ବତନ ରାଷ୍ଟ୍ରପତି ୟନୁକୋଭିଚ୍‌ ଦେଶ ଛାଡ଼ିଥିଲେ। ପୁଣି ଥରେ ତାଙ୍କୁ ଫେରାଇ ଆଣିବା ପାଇଁ ଚାହୁଁଛି ରୁଷ। ସେ ଆସିବା ପରେ ପୁଣି ଥରେ ୟୁକ୍ରେନ୍‌ ନିର୍ବାଚନ ହୋଇ ତାଙ୍କୁ ଶାସନ ଗାଦିରେ ବସାଇବାକୁ ଚାହୁଁଛି ରୁଷ। ଏଥିପାଇଁ ରୁଷକୁ ସମର୍ଥନ କରୁଥିବା ୟୁକ୍ରେନ୍‌ ନେତାଙ୍କ ତାଲିକା କରୁଛି ମସ୍କୋ।

ଯେଉଁ ନେତାମାନେ କ୍ଷମତାରେ ଥିବା ବେଳେ ମସ୍କୋ ସହ ଭଲ ସମ୍ପର୍କ ଥିଲା ସେମାନଙ୍କୁ ଫେରିବାକୁ ଚାହୁଁଛି ରୁଷ।  ସେହିପରି ମିଳିଥିବା ସୂଚନା ଅନୁଯାୟୀ, କ୍ରିମିଆ ଅଞ୍ଚଳକୁ ରୁଷ ନିଜ ଅଧିନକୁ ନେବାକୁ ଚାହୁଁଛି। ସେହିପରି ଡୋନେଟସ୍କ ଏବଂ ଲୁହାନ୍‌ସ୍କ ଭିନ୍ନ ହୋଇ ସ୍ୱତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ଦିଆଯିବାକୁ ରୁଷ ଦାବି କରିଛି। ଏଥିସହ ୟୁକ୍ରେନ୍‌ରେ ଥିବା ଚର୍ଚ୍ଚକୁ ସ୍ୱତନ୍ତ୍ର ମାନ୍ୟତାରୁ ମୁକ୍ତ କରିବାକୁ ରୁଷ ଦାବି କରିଛି। ୟୁକ୍ରେନ୍‌ରେ ଥିବା ଚର୍ଚ୍ଚ ଗୁଡ଼ିକ ସ୍ୱୟଂଚାଳିତ ଥିବା ବେଳେ ଏଗୁଡ଼ିକ ମସ୍କୋ ଅଧୀନରେ ଥିଲା।  ଏହି ଚର୍ଚ୍ଚ ଗୁଡ଼ିକରେ  ୟୁକ୍ରେନ୍‌ ଦଖଲ ନକରିବାକୁ ରୁଷ ଦାବି କରିଛି। ରୁଷୀୟ ରୁଢ଼ିବାଦୀ ଚର୍ଚ୍ଚ ଗୁଡ଼ିକୁ ୟୁକ୍ରେନ୍‌ ନିଜ ଅଧିନକୁ ନେଇ ଥିଲା।

ସେପଟେ ରୁଷୀୟ ସେନା ଦାବି କରିଛି ଯେ ୟୁକ୍ରେନର ୭୪ ସାମରିକ ବେସକୁ ଧ୍ୱଂସ କରାଯାଇଛି। ଏଥି ସହିତ, ହେନିଚେସ୍କ ଏବଂ ନୋଭା କହୋଭ୍କାଙ୍କୁ କାବୁ କରିଛି ଋଷ ସେନା। ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ପୁଟିନ ଋଷବାସୀଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ନାଗରିକମାନଙ୍କୁ ଦେଶରେ ଯୁଦ୍ଧ ବିରୋଧୀ ପ୍ରଦର୍ଶନରେ ଅଂଶଗ୍ରହଣ ନକରିବାକୁ ଚେତାବନୀ ଦେଇଛନ୍ତି ପୁଟିନ। ତେବେ ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜାତୀୟ ସୁରକ୍ଷା ପରିଷଦ ବୈଠକ କରିଛନ୍ତି। ଆର୍ଥିକ କଟକଣା ଲଗାଇବା ପରେ ଆମେରିକାର ଆଗାମୀ ପଦକ୍ଷେପ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଆଜି ଭୋରୁ ୫ଟା୪୦ରେ ରୁଷ ୟୁକ୍ରେନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story