ଏପଟେ ଯୁଦ୍ଧ, ସେପଟେ ଆରମ୍ଭ ହେଲା ଶାନ୍ତି ଆଲୋଚନା

ନୂଆଦିଲ୍ଲୀ: ୟୁକ୍ରେନ୍‌ ସଙ୍କଟରେ ବାହାରିବକି ସମାଧାନର ଖିଅ ? ବନ୍ଦ ହେବକି ଲଢ଼େଇ ? କାରଣ ଉଭୟ ଦେଶ ମଧ୍ୟରେ ୪ ଦିନଧରି ମୁହାଁମୁହିଁ ସଂଘର୍ଷ ପରିସ୍ଥିତି ଉପୁଜିବା ପରେ ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ପୂର୍ବ ନିଦ୍ଧର୍ରାରିତ ବେଲାରୁଷ ସୀମାରେ ଆଜି ଶାନ୍ତି ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋନାରେ ୟୁକ୍ରେନର ଏକ ପ୍ରତିନିଧି ଦଳ ହେଲିକପ୍ଟର ଯୋଗେ ପହଞ୍ଚିଛି। ଏହି ପ୍ରତିନିଧି ଦଳରେ ୟୁକ୍ରେନ୍‌ର ପ୍ରତିରକ୍ଷାମନ୍ତ୍ରୀ  ଓଲେକସି ରେଜନୀକଭ୍‌ ଅଛନ୍ତି। ପୂର୍ବରୁ […]

rush-meet

rush-meet

Tapas Behera
  • Published: Monday, 28 February 2022
  • Updated: 28 February 2022, 05:04 PM IST

Sports

Latest News

ନୂଆଦିଲ୍ଲୀ: ୟୁକ୍ରେନ୍‌ ସଙ୍କଟରେ ବାହାରିବକି ସମାଧାନର ଖିଅ ? ବନ୍ଦ ହେବକି ଲଢ଼େଇ ? କାରଣ ଉଭୟ ଦେଶ ମଧ୍ୟରେ ୪ ଦିନଧରି ମୁହାଁମୁହିଁ ସଂଘର୍ଷ ପରିସ୍ଥିତି ଉପୁଜିବା ପରେ ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ପୂର୍ବ ନିଦ୍ଧର୍ରାରିତ ବେଲାରୁଷ ସୀମାରେ ଆଜି ଶାନ୍ତି ଆଲୋଚନା ଆରମ୍ଭ ହୋଇଛି। ଏହି ଆଲୋନାରେ ୟୁକ୍ରେନର ଏକ ପ୍ରତିନିଧି ଦଳ ହେଲିକପ୍ଟର ଯୋଗେ ପହଞ୍ଚିଛି। ଏହି ପ୍ରତିନିଧି ଦଳରେ ୟୁକ୍ରେନ୍‌ର ପ୍ରତିରକ୍ଷାମନ୍ତ୍ରୀ  ଓଲେକସି ରେଜନୀକଭ୍‌ ଅଛନ୍ତି। ପୂର୍ବରୁ ମସ୍କୋର ଶାନ୍ତି  ଆଲୋଚନା

ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଇଥିଲା ୟୁକ୍ରେନ୍‌।  କାରଣ ରୁଷ ସୈନ୍ୟମାନେ ବେଲାରୁଷରେ ଠୁଳ ହୋଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ କରୁଥିବାରୁ ସେଠାରେ ଆଲୋଚନା ପାଇଁ ୟୁକ୍ରେନ୍‌ ଅସୁରକ୍ଷିତ ମନେ କରିଥିଲା। ରୁଷ ୟୁକ୍ରେନକୁ ଅସ୍ତ୍ରବିରତି କରୁ ଏବଂ ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ଶାନ୍ତି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ୟୁକ୍ରେନ୍‌ କହିଛି।

ଅନ୍ୟପଟେ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବାକୁ ୟୁରୋପ ରାଜି ହୋଇଥିବାରୁ କଡ଼ା ସମାଲୋଚନା କରିଛି ରୁଷ।  ୟୁରୋପ ଲୁଚାଛପାରେ ରୁଷ ବିପକ୍ଷରେ ଶତୁତା କରୁଛି। ଏଥିପାଇଁ ପରିସ୍ଥିତି ଭୟଙ୍କର ହେବ ବୋଲି ରୁଷ ଚେତାବନୀ ଦେଇଛି। ଅନ୍ୟପଟେ ରୁଷ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ଆମେ ଭାବୁ ନାହୁଁ ବୋଲି ବ୍ରିଟେନ୍‌ ପ୍ରତିରକ୍ଷାମନ୍ତ୍ରୀ ବେନ୍‌ ୱାଲେସ୍‌ କହିଛନ୍ତି। ୟୁକ୍ରେନନ ଉପରେ ରୁଷ ପରମାଣୁ ନିକ୍ଷେପ କରିବ ନାହିଁ ବୋଲି ସେ କହିଛନ୍ତି। ୟୁକ୍ରେନ୍‌ ପ୍ରତି ପଶ୍ଚିମ ଦେଶମାନଙ୍କର ସମର୍ଥନ ବଢ଼ୁଥିବାରୁ ଗତକାଲି ପରାମାଣୁ ବାହିନୀକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଅଯାଇଇଛି । ଏହା ପରେ ନାଟୋ ସହଯୋଗୀ ରାଷ୍ଟ୍ରଙ୍କ ସହ ୟୁରୋପୀୟ ଦେଶ ଗୁଡ଼ିକ ଆତଙ୍କିତ ହୋଇପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story