ଆମ ଏୟାରପୋର୍ଟକୁ ଉଡ଼ାଇ ଦେଲା ରୁଷ: ପ୍ଲିଜ୍‌ ଆମକୁ ସାହାଯ୍ୟ କର: ଜେଲେନସ୍କି

ନୂଆଦିଲ୍ଲୀ: ଲକ୍ଷ୍ୟ ହାସଲ ନ ପର୍ଯ୍ୟନ୍ତ ରୁଷ ୟୁକ୍ରେନ୍‌ ଛାଡ଼ିବାକୁ ପ୍ରସ୍ତୁତ ନୁହଁ। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରାମ ନେଇ ଯେତେ ପ୍ରକାର ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ଫଳରେ ରୁଷ ପକ୍ଷରୁ ଆକ୍ରମଣ ଅବ୍ୟାହତ ରହିଛି। ଆଜି ରୁଷର କ୍ଷେପଣାସ୍ତ୍ର ମାଡ଼ରେ କେନ୍ଦ୍ରୀୟ ୟୁକ୍ରେନ୍‌ର ଭିନ୍ୟତସିଆରେ ଥିବା ହାଭରଶୋଭକା ବିମାନ ବନ୍ଦର ନଷ୍ଠ ହୋଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର୍‌ ଜେନେଲସ୍କି ଆଜି ଏହି ସୂଚନା ଦେଇଛନ୍ତି। ଏହିପରିପ୍ରେକ୍ଷୀରେ ୟୁକ୍ରେନ୍‌ ଅକାଶକୁ ପୁଣି […]

jelen

jelen

Tapas Behera
  • Published: Sunday, 06 March 2022
  • Updated: 06 March 2022, 09:50 PM IST

Sports

Latest News

ନୂଆଦିଲ୍ଲୀ: ଲକ୍ଷ୍ୟ ହାସଲ ନ ପର୍ଯ୍ୟନ୍ତ ରୁଷ ୟୁକ୍ରେନ୍‌ ଛାଡ଼ିବାକୁ ପ୍ରସ୍ତୁତ ନୁହଁ। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରାମ ନେଇ ଯେତେ ପ୍ରକାର ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ଫଳରେ ରୁଷ ପକ୍ଷରୁ ଆକ୍ରମଣ ଅବ୍ୟାହତ ରହିଛି। ଆଜି ରୁଷର କ୍ଷେପଣାସ୍ତ୍ର ମାଡ଼ରେ କେନ୍ଦ୍ରୀୟ ୟୁକ୍ରେନ୍‌ର ଭିନ୍ୟତସିଆରେ ଥିବା ହାଭରଶୋଭକା ବିମାନ ବନ୍ଦର ନଷ୍ଠ ହୋଇଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର୍‌ ଜେନେଲସ୍କି ଆଜି ଏହି ସୂଚନା ଦେଇଛନ୍ତି। ଏହିପରିପ୍ରେକ୍ଷୀରେ ୟୁକ୍ରେନ୍‌ ଅକାଶକୁ ପୁଣି ଥରେ ନୋ ଫ୍ଲାଏ ଜୋନ୍‌ ଲାଗୁ କରିବାକୁ ବିଶ୍ୱ ନିକଟରେ ଦାବି କରିଛନ୍ତି। ବିମାନ ବନ୍ଦର ଉପରେ ବିସ୍ପୋରଣ ଦୃଶ୍ୟର ଭିଡିଓ ଜାରି କରି ଜେଲେନସ୍କି କହିଛନ୍ତି ରୁଷର ଏୟାର ଷ୍ଟ୍ରାଇକ୍‌ରେ ଆମର ଏକ ବିମାନ ବନ୍ଦର ଜଳିଗଲା।
https://twitter.com/nexta_tv/status/1500446536949452803?s=20&t=SIWpH_ygbxg_YUsV04YQwg

ୟୁକ୍ରେନ୍‌ର ବୈଦେଶିକ ମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି ଯେ, ଭିନ୍ୟତସିଆ ସହରରେ ରୁଷର ୮ଟି ମିଶାଇଲ  ମାଡ଼ କରାଯାଇଛି। ୟୁକ୍ରେନ୍‌ର ଏହା ହେଉଛି ଏକ ପ୍ରମୁଖ ସହର। ପୁଟିନ୍‌ କାପୁରଷ ଏବଂ ବର୍ବୋଚରିତ ଭାବେ ମିସାଇଲ ଆକ୍ରମଣ ଜାରି ରଖିଛନ୍ତି । ସାଧାରଣ ନାଗରିକଙ୍କ ଉପରେ ବୋମା ବର୍ଷଣ କରୁଛନ୍ତି।  ଆମକୁ ରକ୍ଷା କର।  ତୁରନ୍ତ  ୟୁକ୍ରେନ୍‌ ଆକାଶକୁ  ନୋ ଫ୍ଲାଏ ଜୋନ୍‌ ଲାଗୁ କର। ଆମ ଜୀବନକୁ ବଞ୍ଚାଅ କହି ନିବେଦନ କରିଛନ୍ତି। ଏଥିସହ ସେ ସାମରିକ ସହାୟତା ମାଗିଛନ୍ତି। ଆମକୁ ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ଓ କମ୍ବାଟ ଏୟାର କ୍ରାଫ୍ଟ ଦିଅ। ରୁଷର ଆତଙ୍କବାଦକୁ ବନ୍ଦ କର ବୋଲି ସେ ନିବେଦନ ଜକରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story