ଆମେ ଜନ୍ମରୁ ହିନ୍ଦୁ, ଉତ୍ତର ରଖିଲେ ୱାଙ୍ଖଡେଙ୍କ ପତ୍ନୀ

ମୁମ୍ବାଇ: ଚର୍ଚ୍ଚାରେ ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେ। ନିକଟରେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ସମୀରଙ୍କ ଉପରେ ଦଳିତ ନୁହେଁ ମୁସ୍‌ଲିମ୍‌ ହୋଇଥିବା ଅଭିଯୋଗ ଆଣିଥିଲେ। ଏଥିସହ ସେ ଦୁଇ ଦୁଇଟି ବିବାହ କରିଥିବା କଥା ମଧ୍ୟ ଉଠିଥିଲା। ଏସବୁ ଅଭିଯୋଗର ଏବେ ଜବାବ ଦେଇଛନ୍ତି ସମୀରଙ୍କ ପତ୍ନୀ କ୍ରାନ୍ତି ରାଡେକର। ସୀମର ଏବଂ ମୁଁ(କ୍ରାନ୍ତି), ଆମେ ଜନ୍ମରୁ ହିନ୍ଦୁ। ଆମ ଦୁହିଁଙ୍କ ବିବାହ ହିନ୍ଦୁ ରିତିନୀତି ଅନୁସାରେ ହୋଇଥିଲା। ଉଭୟ ସବୁ ଧର୍ମକୁ ସମ୍ମାନ […]

Sameer wankhede and kranti

Sameer wankhede and kranti

Madhupriya Mistry
  • Published: Monday, 25 October 2021
  • Updated: 25 October 2021, 04:55 PM IST

Sports

Latest News

ମୁମ୍ବାଇ: ଚର୍ଚ୍ଚାରେ ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେ। ନିକଟରେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ସମୀରଙ୍କ ଉପରେ ଦଳିତ ନୁହେଁ ମୁସ୍‌ଲିମ୍‌ ହୋଇଥିବା ଅଭିଯୋଗ ଆଣିଥିଲେ। ଏଥିସହ ସେ ଦୁଇ ଦୁଇଟି ବିବାହ କରିଥିବା କଥା ମଧ୍ୟ ଉଠିଥିଲା। ଏସବୁ ଅଭିଯୋଗର ଏବେ ଜବାବ ଦେଇଛନ୍ତି ସମୀରଙ୍କ ପତ୍ନୀ କ୍ରାନ୍ତି ରାଡେକର।

ସୀମର ଏବଂ ମୁଁ(କ୍ରାନ୍ତି), ଆମେ ଜନ୍ମରୁ ହିନ୍ଦୁ। ଆମ ଦୁହିଁଙ୍କ ବିବାହ ହିନ୍ଦୁ ରିତିନୀତି ଅନୁସାରେ ହୋଇଥିଲା। ଉଭୟ ସବୁ ଧର୍ମକୁ ସମ୍ମାନ କରୁ ବୋଲି କ୍ରାନ୍ତି ଟ୍ୱିଟ୍‌ କରି ଉତ୍ତର ଦେଇଛନ୍ତି।

ସେ ଟ୍ୱିଟରରେ ନିଜ ବିବାହର ଦୁଇଟି ଫଟୋ ମଧ୍ୟ ଶେୟାର କରିଛନ୍ତି। ଫଟୋକୁ ଶେୟାର କରି ସେ ଲେଖିଛନ୍ତି, 'ଆମେ ଉଭୟ ଜନ୍ମରୁ ହିନ୍ଦୁ। ଆମେ କେବେ କୌଣସି ଅନ୍ୟ ଧର୍ମକୁ ଆପଣାଇନୁ। ସମୀରଙ୍କ ବାପା ମଧ୍ୟ ହିନ୍ଦୁ ଥିଲେ ଏବଂ ମା' ମୁସ୍‌ଲିମ୍‌ ଥିଲେ। ସମୀରଙ୍କ ପୂର୍ବ ବିବାହ ସ୍ପେଶାଲ ମ୍ୟରେଜ ଆକ୍ଟ ଅନୁଯାୟୀ ହୋଇଥିଲା। ୨୦୧୬ରେ ତାଙ୍କ ଛାଡ ପତ୍ର ହୋଇଥିଲା। ଏହପରେ ଆମ ବିବାହ ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ ୨୦୧୭ରେ ହୋଇଥିଲା।'

https://twitter.com/KrantiRedkar/status/1452565800309571588?s=20

ସେପଟେ ସମୀର ୱାଙ୍ଖଡେ ମଧ୍ୟ ନୱାବ ମଲିକଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି। ସେ ଏକ ପ୍ରସ୍‌ ବିବୃତ୍ତି ଜାରି କରି ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସମୀର କହିଛନ୍ତି, ମୋ ବାପା ଜଣେ ହିନ୍ଦୁ ଥିଲେ ଏବଂ ମୋ ମା’ ଜହିଦା ଜଣେ ମୁସଲିମ ଥିଲେ। ପରେ ମୁଁ ୨୦୦୬ରେ ଜଣେ ମୁସଲିମଙ୍କୁ ବିବାହ କରିଥିଲି ହେଲେ ୨୦୧୬ରେ ତାଙ୍କଠାରୁ ଅଲଗା ହୋଇ ୨୦୧୭ରେ ହିନ୍ଦୁ ମହିଳା କ୍ରାନ୍ତି ରେଡକର ୱାଙ୍ଖେଡେଙ୍କୁ ବିବାହ କରିଥିଲି।

ଟ୍ୱିଟରରେ ମୋର ବ୍ୟକ୍ତିଗତ କାଗଜପତ୍ର ଏଭଳି ଶେୟାର କରିବା ଅପମାନଜନକ ଏବଂ ମୋ ପରିବାରର ଗୋପନୀୟତା ଉପରେ ଅନାବଶ୍ୟକ ଟାର୍ଗେଟ କରାଯାଇଛି। ଏହା ମୋତେ, ମୋ ପରିବାରକୁ, ମୋ ବାପା ଏବଂ ମୋର ମୃତ ମା’ଙ୍କୁ ଅପମାନିତ କରିବା ପାଇଁ ଚେଷ୍ଟା କରାଯାଇଥିବା ସେ କହିଛନ୍ତି। ଗତ କିଛି ଦିନ ମଧ୍ୟରେ ମାନ୍ୟବର ମନ୍ତ୍ରୀଙ୍କ କାର୍ଯ୍ୟକଳାପ ମୋତେ ଏବଂ ମୋ ପରିବାରକୁ ମାନସିକ  ଚାପରେ ପକାଇଛି ବୋଲି ସମୀର କହିଛନ୍ତି।

ସୂଚନା ମୁତାବକ, ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ ସମୀର ୱାନକେଡେଙ୍କୁ ଜାଲ୍ ଜାତି ପ୍ରମାଣପତ୍ର ଦେଇ ସରକାରୀ ଚାକିରି ପାଇଥିବା ଅଭିଯୋଗ କରିଥିଲେ। ନୱାବ ମଲିକ ଜନ୍ମ ପ୍ରମାଣପତ୍ରର ଏକ କପି ଟ୍ୱିଟ କରିଥିଲେ। ଏହା ସହ ସେ ଦାବି କରିଥିଲେ, ଯେ ଏହି ଜନ୍ମ ପ୍ରମାଣପତ୍ର ସମୀର ୱାଙ୍ଖଡେଙ୍କର ଅଟେ। ଏଥିରେ ପିତାଙ୍କ ନାମ 'ଦାଉଦ କେ. ୱାଙ୍ଖଡେ' ଲେଖାଯାଇଥିଲା। ଯେଉଁଠାରେ  ଧର୍ମ ସ୍ଥାନରେ 'ମୁସଲମାନ' ଲେଖାଯାଇଥିଲା। ଜନ୍ମ ପ୍ରମାଣପତ୍ରର ଫଟୋ ଟ୍ୱିଟ୍ କରି ନୱାବ ମଲିକ ସମୀର ଦାଉଦ ୱାଙ୍ଖଡେଙ୍କ ଜାଲିଆତି ଏଠାରୁ ହିଁ ଆରମ୍ଭ ହୋଇଛି ବୋଲି ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story