ବାଣ ନିଷିଦ୍ଧ ନିଷ୍ପତ୍ତି କୌଣସି ସମ୍ପ୍ରଦାୟ ବିରୋଧୀ ନୁହଁ: ସୁପ୍ରିମକୋର୍ଟ  

ନୂଆଦିଲ୍ଲୀ: ବାଣ ନିଷିଦ୍ଧ ନିଷ୍ପତ୍ତି  କୌଣସି ସମ୍ପ୍ରଦାୟ ବିରୋଧୀ ନୁହଁ। ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏକଥା କହିଛନ୍ତି । ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟକୁ ଟାର୍ଗେଟ କରି ବାଣକୁ ନିଷିଦ୍ଧ କରାଯାଉଛି ବୋଲି କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ଉପଭୋଗ ନାମରେ ନାଗରିକ ଅଧିକାରକୁ ଉଲ୍ଲଂଘନ କରିହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍ ଏମ୍ ଆର ଶାହା ଏବଂ ଏଏସ୍ ବୋପାନ୍ନାଙ୍କ ଅଧ୍ୟକ୍ଷତାରେ ଶୁଣାଣି କରି ଏହି ରାୟ ଦିଆଯାଇଛି […]

Supreme Court

Supreme Court

Tapas Behera
  • Published: Thursday, 28 October 2021
  • Updated: 28 October 2021, 03:12 PM IST

Sports

Latest News

ନୂଆଦିଲ୍ଲୀ: ବାଣ ନିଷିଦ୍ଧ ନିଷ୍ପତ୍ତି  କୌଣସି ସମ୍ପ୍ରଦାୟ ବିରୋଧୀ ନୁହଁ। ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏକଥା କହିଛନ୍ତି । ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟକୁ ଟାର୍ଗେଟ କରି ବାଣକୁ ନିଷିଦ୍ଧ କରାଯାଉଛି ବୋଲି କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ଉପଭୋଗ ନାମରେ ନାଗରିକ ଅଧିକାରକୁ ଉଲ୍ଲଂଘନ କରିହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍ ଏମ୍ ଆର ଶାହା ଏବଂ ଏଏସ୍ ବୋପାନ୍ନାଙ୍କ ଅଧ୍ୟକ୍ଷତାରେ ଶୁଣାଣି କରି ଏହି ରାୟ ଦିଆଯାଇଛି ।

କେତେ ଲୋକଙ୍କ ମଜା ମଉଜ ପାଇଁ ତୁମେ ନାଗରିକଙ୍କ ଜୀବନ ସହ ଖେଳ ଖେଳିପାରିବ ନାହିଁ। ଆମେ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧୀ  ନୁହଁ। ଆମେ  ଦୃଢତାର ସହ ବାର୍ତ୍ତା ଦେବାକୁ  ଚାହୁଁଛୁ ଯେ, ନାଗରିକମାନଙ୍କ ମୌଳିକ ଅଧିକାର ସୁରକ୍ଷା ପାଇଁ ଆମେ ଏଠାରେ ଅଛୁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ବାଣକୁ ନିଷିଦ୍ଧ କରିଥିଲେ।  କିନ୍ତୁ ସବୁ ପ୍ରକାର ବାଣ ଉପରେ ରୋକ ଲଗାଯାଇ ନଥିଲା।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମେ ସବୁ ପ୍ରକାର ବାଣକୁ ନିଷିଦ୍ଧ କରି ନାହୁଁ। ପ୍ରଦୂଷଣ ଦ୍ୱାରା ଦିଲ୍ଲୀ  ଲୋକେ କେମିତି  ଯନ୍ତ୍ରଣା ଭୋଗୁଛନ୍ତି ତାହା ସମସ୍ତେ ଜାଣନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବାଣ ତିଆରି କରୁଥିବା ୬ଟି କାରଖାନାକୁ ସୁପ୍ରିମକୋର୍ଟ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ପୂର୍ବରୁ ସୁପ୍ରିମକୋର୍ଟ ବାଣ ନିଷିଦ୍ଧାଦେଶ ଜାରି କରି କେବଳ ଲାଇସେନ୍ସପ୍ରାପ୍ତ ବାଣ ନିର୍ମାଣକାରୀ ସଂସ୍ଥା ବିକ୍ରି କରିପାରିବେ ବୋଲି କହିଥିଲେ। ତେବେ ସର୍ତ୍ତ ଅନୁଯାୟୀ, ସେମାନେ କେବଳ ସବୁଜ ବାଣ ବିକ୍ରି କରିପାରିବେ ବୋଲି କୁହାଯାଇ ଥିଲା। ସେହିପରି ଅନଲାଇନ୍‌ରେ ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥିଲା। ବାଣ ଯୋଗୁ ପ୍ରଦୂଷଣ ବଢ଼ୁଥିବାରୁ ଏକ ଆବେଦନ ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାଳୟ ଏହା ଉପରେ ରୋକ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story