ଛାତ ଉପରୁ ଛାତ୍ରଙ୍କୁ ଝୁଲାଇ ପ୍ରିନ୍ସପାଲ ଗିରଫ

ଲକ୍ଷ୍ନୌ: ଛାତ ଉପରୁ ଛାତ୍ରଙ୍କୁ ଝୁଲାଇ ପ୍ରିନ୍ସପାଲ ଗିରଫ। ଉତ୍ତର ପ୍ରଦେଶର ଏକ ଘରୋଇ ସ୍କୁଲର ପ୍ରିନ୍ସପାଲଙ୍କ ନାମରେ ଛାତ୍ରଙ୍କୁ ନିର୍ଯାତନା ଦେବା ନେଇ ଏଭଳି ସଙ୍ଗିନ ଅଭିଯୋଗ ଆସିବା ପରେ ପୁଲିସ ତାଙ୍କୁ ଗିରଫ କରିଛି।  ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ଏକ ଘରୋଇ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଛାତ୍ରଙ୍କୁ ଝୁଲାଉ ଥିବ ଫଟୋ  ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଫଟୋ ଭାଇରାଲ ପରେ ମିର୍ଜାପୁର ଜିଲ୍ଲାପାଳ ସମ୍ପୃକ୍ତ ପ୍ରିନ୍ସପାଲଙ୍କ ବିରୋଧରେ ମାମଲା ରୁଜୁ […]

7901

7901

Tapas Behera
  • Published: Saturday, 30 October 2021
  • Updated: 30 October 2021, 06:00 PM IST

Sports

Latest News

ଲକ୍ଷ୍ନୌ: ଛାତ ଉପରୁ ଛାତ୍ରଙ୍କୁ ଝୁଲାଇ ପ୍ରିନ୍ସପାଲ ଗିରଫ। ଉତ୍ତର ପ୍ରଦେଶର ଏକ ଘରୋଇ ସ୍କୁଲର ପ୍ରିନ୍ସପାଲଙ୍କ ନାମରେ ଛାତ୍ରଙ୍କୁ ନିର୍ଯାତନା ଦେବା ନେଇ ଏଭଳି ସଙ୍ଗିନ ଅଭିଯୋଗ ଆସିବା ପରେ ପୁଲିସ ତାଙ୍କୁ ଗିରଫ କରିଛି।  ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ଏକ ଘରୋଇ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଛାତ୍ରଙ୍କୁ ଝୁଲାଉ ଥିବ ଫଟୋ  ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଫଟୋ ଭାଇରାଲ ପରେ ମିର୍ଜାପୁର ଜିଲ୍ଲାପାଳ ସମ୍ପୃକ୍ତ ପ୍ରିନ୍ସପାଲଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଶିଶୁଟିକୁ  ଓହଳାଇବା ବେଳେ ସେ ପାଟି ଜୋର କରି ଚିଲାଇଥିଲେ। ପାଖାପାଖି ୧୦ ମିନିଟ୍‌ ଧରି ଝୁଲାଇବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ତାଙ୍କୁ ଛାଡ଼ି ଦେବା ପାଇଁ ସେ ନେହୁରା ହୋଇଥିଲେ।

ଏହି ଦୃଶ୍ୟ ବାକି ଛାତ୍ରଛାତ୍ରୀମନାଙ୍କ ସାମ୍ନାରେ ଘଟିଥିଲା। ସମ୍ପୃକ୍ତ ପିଲାର ବାପାଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା ରୁଜୁ ହୋଇଥିଲା। ଆଇପିସି ଧାରା ୩୫୨ ଏବଂ ୫୦୬ ରେ ମାମଲା ରୁଜୁ ହୋଇଥିଲା। ତେବେ ସେଠାରେ ପଢ଼ୁଥିବା ୩୦୦ ପିଲାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story