ସ୍କୁଲରେ ଅଧିକ ମହିଳା କର୍ମଚାରୀ ରହିଲେ ଝଗଡ଼ା ବଢ଼େ: ଶିକ୍ଷା ମନ୍ତ୍ରୀ

ଜୟପୁର: ପୁଣି ଚର୍ଚ୍ଚାରେ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ। ନିଜ ବୟାନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସ୍ର। ସ୍କୁଲରେ ଅଧିକ ସଂଖ୍ୟକ ମହିଳା ଷ୍ଟାଫ୍‌ଙ୍କୁ ନେଇ ସେ ବିବାଦୀୟ ବୟାନ ଦେଇଛନ୍ତି। ‘ଯେଉଁ ସ୍କୁଲରେ ମହିଳା କର୍ମଚାରୀଙ୍କ ସଂଖ୍ୟା ଅଧିକ ଥାଏ, ସେଠି ବିଭିନ୍ନ କାରଣକୁ ନେଇ ଝଗଡା ମଧ୍ୟ ଅଧିକ ହୁଏ।’ ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷାମନ୍ତ୍ରୀ ଏଭଳି କହିଛନ୍ତି। ସେ […]

Rajasthan Education minister

Rajasthan Education minister

Madhupriya Mistry
  • Published: Tuesday, 12 October 2021
  • Updated: 12 October 2021, 03:49 PM IST

ଜୟପୁର: ପୁଣି ଚର୍ଚ୍ଚାରେ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ। ନିଜ ବୟାନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସ୍ର। ସ୍କୁଲରେ ଅଧିକ ସଂଖ୍ୟକ ମହିଳା ଷ୍ଟାଫ୍‌ଙ୍କୁ ନେଇ ସେ ବିବାଦୀୟ ବୟାନ ଦେଇଛନ୍ତି।

'ଯେଉଁ ସ୍କୁଲରେ ମହିଳା କର୍ମଚାରୀଙ୍କ ସଂଖ୍ୟା ଅଧିକ ଥାଏ, ସେଠି ବିଭିନ୍ନ କାରଣକୁ ନେଇ ଝଗଡା ମଧ୍ୟ ଅଧିକ ହୁଏ।' ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷାମନ୍ତ୍ରୀ ଏଭଳି କହିଛନ୍ତି।

ସେ ଆହୁରି କହିଛନ୍ତି, 'ଯଦି ତୁମେ ଏହି ଛୋଟ ଛୋଟ ଜିନିଷଗୁଡ଼ିକୁ ସଂଶୋଧନ କର, ତେବେ ତୁମେ ସର୍ବଦା ପୁରୁଷଙ୍କଠାରୁ ଆଗରେ ରହିବ। ରାଜସ୍ଥାନ ସରକାର ସର୍ବଦା ମହିଳାଙ୍କ ସୁରକ୍ଷାକୁ ଅଧିକ ପ୍ରଥମିକତା ଦେଇଛନ୍ତି ଏବଂ ସେମାନଙ୍କୁ ଚାକିରିରେ ତାଙ୍କ ଯୋଗ୍ୟ ପୋଷ୍ଟିଂ ପ୍ରଦାନ କରିଛନ୍ତି। ଚାକିରି, ଚୟନ ଏବଂ ପଦୋନ୍ନତି କ୍ଷେତ୍ରରେ ଆମେ ମହିଳାମାନଙ୍କୁ ଅଗ୍ରାଧିକାର ଦେଇଛୁ। ଅନେକ କହିଛନ୍ତି ଯେ ଆମେ ସହର ଏବଂ ଏହାର ଆଖପାଖରେ ସର୍ବାଧିକ ମହିଳାଙ୍କୁ ନିଯୁକ୍ତି ଦେଇଛୁ।'

ଗୋବିନ୍ଦ ସିଂ ଏବେ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଅଛନ୍ତି। ସେ ସୋମବାର ଦିନ ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଜୟପୁରେ ଅନୁଷ୍ଠିତ 'ସଶକ୍ତ ବାଳିକା ସଶକ୍ତ ରାଜସ୍ଥାନ' କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ମହିଳା ଅଧ୍ୟାପକଙ୍କ ସାମ୍ନାରେ ହିଁ ଏଭଳି ବୟାନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story