ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଚାହା ଦେଇଥିବା କର୍ମଚାରୀଙ୍କୁ ନୋଟିସ୍‌

ଭୋପାଳ: ଭିଭିଆଇପିଙ୍କ ଚାହା ଥଣ୍ଡା ହୋଇଗଲା।  ଆଉ ଏବେ ଅଡ଼ୁଆରେ ଚାହା ପରସିଥିବା କର୍ମଚାରି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଚାହା ‌ଥଣ୍ଡା ହୋଇ ଯିବାରୁ ଜଣେ ସରକାମରୀ କର୍ମଚାରୀଙ୍କୁ ନୋଟିସ୍‌ ହୋଇଛି। ମଙ୍ଗଳବାର ସମ୍ପୃକ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ହୋଇଛି। ମୁଖ୍ୟମନ୍ତ୍ରୀଙ୍କର ଜୁନିଅର ସପ୍ଲାଏ ଅଫିସର ରାକେଶ କାନାଉହାଙ୍କୁ ଏହି ନୋଟିସ୍‌ ହୋଇଛି। ପ୍ରୋଟୋକଲ ଦୃଷ୍ଟିରୁ ଭିଆଇପି ଡ୍ୟୁଟିରେ ଖିଲାପ ହୋଇଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଛି।  ପିଟିଆଇ ରିପୋର୍ଟ […]

da-19

da-19

Tapas Behera
  • Published: Wednesday, 13 July 2022
  • Updated: 13 July 2022, 10:09 AM IST

Sports

Latest News

ଭୋପାଳ: ଭିଭିଆଇପିଙ୍କ ଚାହା ଥଣ୍ଡା ହୋଇଗଲା।  ଆଉ ଏବେ ଅଡ଼ୁଆରେ ଚାହା ପରସିଥିବା କର୍ମଚାରି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଚାହା ‌ଥଣ୍ଡା ହୋଇ ଯିବାରୁ ଜଣେ ସରକାମରୀ କର୍ମଚାରୀଙ୍କୁ ନୋଟିସ୍‌ ହୋଇଛି। ମଙ୍ଗଳବାର ସମ୍ପୃକ୍ତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ହୋଇଛି। ମୁଖ୍ୟମନ୍ତ୍ରୀଙ୍କର ଜୁନିଅର ସପ୍ଲାଏ ଅଫିସର ରାକେଶ କାନାଉହାଙ୍କୁ ଏହି ନୋଟିସ୍‌ ହୋଇଛି। ପ୍ରୋଟୋକଲ ଦୃଷ୍ଟିରୁ ଭିଆଇପି ଡ୍ୟୁଟିରେ ଖିଲାପ ହୋଇଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଛି।  ପିଟିଆଇ ରିପୋର୍ଟ ଅନୁଯାୟୀ ଚାହା ଥଣ୍ଡା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପିଇ ନଥିଲେ। ତେଣୁ ଚାହା ପରସିଥିବା କର୍ମୀଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଚେତାବାନୀ ଦିଆଯାଇଛି।  ଏହାକୁ ନେଇ ସୋଶାଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଛି।  ସୋମବାର ପୌର ନିର୍ବାଚନ ପ୍ରଚାର ପରେ ମୁଖ୍ୟମନ୍ତ୍ରୀ

ଶିବରାଜ ସିଂହ ଚୌହାନ ଖଜୁରାଓ ବିମାନବନ୍ଦରର ଭିଆଇପି ଲାଉଞ୍ଜକୁ ବ୍ରେକଫାଷ୍ଟ ପାଇଁ ଯାଇଥିଲେ। ହେଲେ ତାଙ୍କ ବ୍ରେକଫାଷ୍ଟ ଚର୍ଚ୍ଚାରେ ଅବହେଳା ହୋଇଥିବା ଅଭିଯୋଗ ଉଠିଛି। ଫଳରେ ବ୍ରେକ୍‌ଫାଷ୍ଟ ପରସିବା ଦାୟିତ୍ୱରେ ଥିବା ରାକେଶଙ୍କୁ ସ୍ଥାନୀୟ ସବଡିଭିଜିନଲା ମାଜିଷ୍ଟ୍ରେଟ୍‌ ଡିପି ଦିୱେଦୀ ନୋଟିସ୍ କରିଛନ୍ତି। ନୋଟିସରେ ଉଲ୍ଲେଖ ରହିଛି ଯେ, ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଚାହା ଏବଂ ବ୍ରେକଫାଷ୍ଟ ଆୟୋଜନ ଦାୟିତ୍ୱରେ ଥିଲେ।  କିନ୍ତୁ ମୁଖ୍ରମନ୍ତ୍ରୟୀଙ୍କୁ ନିମ୍ନମାନର ଚାହା ପରସା ଯାଇଥିଲା। ଏହା ଅତ୍ୟନ୍ତ ଥଣ୍ଡା ଥିଲା। ତେଣୁ ଭିଆଇପି ଡ୍ୟୁଟିରେ ଖିଲାପ ହୋଇଥିବା ନୋଟିସରେ ଦର୍ଶାଯାଛି। ଏହି ଭୁଲ ଭିଭିଆଇପିଙ୍କୁ ଚର୍ଚ୍ଚା କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଛବିକୁ ମଳିନ କରିପାରେ ବୋଲି ନୋଟିସ୍‌ରେ ଦର୍ଶାଯାଇଛି।

ତେଣୁ ଗୁରୁର କାର୍ଯ୍ୟାନୁଷ୍ଠାନ କାହିଁକି ନ ନିଆଯିବ ବୋଲି ନୋଟିସରେ ଦର୍ଶାଯାଇଛି। ନୋଟିସର ୩ଦିନ ମଧ୍ୟରେ ଉତ୍ତର ରଖିବାକୁ ରାକେଶଙ୍କୁ କୁହାଯାଇଛି। ନଚେତ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଯାଇଛି। ତେବେ ଏହି ଘଟଣାରେ ସଫେଇ ଦେଇଛନ୍ତି ଜିଲ୍ଲାପାଳ।  ନୋଟିସକୁ ବାତିଲ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ଚାହା ଥଣ୍ଡା ବିଷୟରେ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଏହି ନୋଟସିକୁ ବାତିଲ କରିବା ପାଇଁ ଏସଡିଏମକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ହେଲେ ଏହି ନୋଟିସଟି ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି। ଏହି ନୋଟିସକୁ ନେଇ ବିରୋଧୀ କଂଗ୍ରେସ ସମାଲୋଚନା କରିଛି। ଦଳର ମୁଖପାତ୍ର ନରେନ୍ଦ୍ର ସାଲୁଜା  କହିଛି ଛି ରାଜ୍ୟରେ ଲୋକେ ରାସନ ପାଉନାହାନ୍ତି । ଏମିତିକି ଆମ୍ବୂଲାନ୍ସ ପାଇବାକୁ ମଧ୍ୟ ସେମାନେ ଅସମର୍ଥ।  କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଚାହା ଦେବା ମନା କହି ସେ କଟାକ୍ଷ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story