ଦିନେ ଭଗୱନ୍ତଙ୍କ ଭାଗ୍ୟ ନିର୍ଦ୍ଧାରକ ଥିଲେ ସିଦ୍ଧୁ,ପଟ ବଦଳେଇ ଦେଲା ସମୟ

ନୂଆଦିଲ୍ଲୀ: ଦିନ ଥିଲା ଭଗୱନ୍ତ ମାନ୍‌ ପ୍ରତିଯୋଗୀ ଥିଲେ। ଷ୍ଟେଜ୍‌ରେ ଅଭିନୟ କରି ଦର୍ଶକଙ୍କୁ ହସାଉ ଥିଲେ। ଆଉ ବିଚାରକ ଥିଲେ ନବଜୋତ ସିଂ ସିଦ୍ଧୁ। ବିଚାରପତି ଆସନରେ ବସି ଭଗୱନ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ ସିଦ୍ଧୁ। ହେଲେ ପଟପରିବର୍ତ୍ତନ କରିଛି ସମୟ। ସେଦିନ ଯେଉଁ ହାସ୍ୟକଳାକାର ମଞ୍ଚରେ ହସାଉ ଥିଲେ ଆଜି ସେ ଶାସନର ସିଂହାସନ ଆରୋହରଣ କରିବାକୁ ଯାଉଛନ୍ତି। ସେଦିନ ସେଇ ପ୍ରତିଯୋଗୀଙ୍କ ପ୍ରଦର୍ଶନରେ ମଜା ନେଉଥିବା ସିଦ୍ଧୁଙ୍କ ଆଖିରେ ଲୁହ ଝରୁଛି। ପଞ୍ଚାବ […]

bhagabant

bhagabant

Tapas Behera
  • Published: Thursday, 10 March 2022
  • Updated: 10 March 2022, 06:03 PM IST

Sports

Latest News

ନୂଆଦିଲ୍ଲୀ: ଦିନ ଥିଲା ଭଗୱନ୍ତ ମାନ୍‌ ପ୍ରତିଯୋଗୀ ଥିଲେ। ଷ୍ଟେଜ୍‌ରେ ଅଭିନୟ କରି ଦର୍ଶକଙ୍କୁ ହସାଉ ଥିଲେ। ଆଉ ବିଚାରକ ଥିଲେ ନବଜୋତ ସିଂ ସିଦ୍ଧୁ। ବିଚାରପତି ଆସନରେ ବସି ଭଗୱନ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ ସିଦ୍ଧୁ। ହେଲେ ପଟପରିବର୍ତ୍ତନ କରିଛି ସମୟ। ସେଦିନ ଯେଉଁ ହାସ୍ୟକଳାକାର ମଞ୍ଚରେ ହସାଉ ଥିଲେ ଆଜି ସେ ଶାସନର ସିଂହାସନ ଆରୋହରଣ କରିବାକୁ ଯାଉଛନ୍ତି। ସେଦିନ ସେଇ ପ୍ରତିଯୋଗୀଙ୍କ ପ୍ରଦର୍ଶନରେ ମଜା ନେଉଥିବା ସିଦ୍ଧୁଙ୍କ ଆଖିରେ ଲୁହ ଝରୁଛି। ପଞ୍ଚାବ ନିର୍ବାଚନରେ ଆମ ଆଦମୀ ପାର୍ଟିର ବିପୁଳ ବିଜୟ ପରେ  ଭଗବତ ମୁଖ୍ୟମନ୍ତ୍ରୀ ହଂବାକୁ ଯାଉଛନ୍ତି। ପଞ୍ଚାବ ନିର୍ବାଚନ ପାଇଁଭଗୱନ୍ତଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ମଇଦାନକୁ ଓହ୍ଲାଇଥିଲା ବେଳେ ତାଙ୍କ ନେତୃତ୍ୱରେ ଦଳ ଐତିହାସିକ ବିଜୟ ଲାଭ କରିଛି। ନିଜର ପ୍ରତିଦ୍ୱନ୍ଦୀ ତଥା  ସବୁଠୁ ପୁରୁଣା ଏବଂ ଶକ୍ତିଶାଳୀ ଦଳ କଂଗ୍ରେସ ଏବଂ ବିଜେପି ମାଟି କାମୁଡ଼ିଛନ୍ତି ।

ଖୋଦ୍‌ କଂଗ୍ରେସ ତରଫରୁ ସିଦ୍ଧୁ ମଧ୍ୟ ପ୍ରତିଦ୍ୱନ୍ଦୀ ଭାବେ ଲଢ଼ୁଥିଲେ ମଧ୍ୟ ହାରି ଯାଇଛନ୍ତି। ଏବେ ଦେଖିବା ଭଗୱନ୍ତଙ୍କ କ୍ୟାରିୟର କଥା । ଘଟଣା ହେଉଛି ୨୦୦୬ ମସିହାର। ଏକ ଜାତୀୟସ୍ତର ମନୋରଞ୍ଜନ ଧର୍ମୀ ଚାନେଲରେ ପ୍ରସାରିତ ହେଉଥିବା ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫଟର ଚାନେଲ ଶୋ’ ବେଶ ଲୋକ ପ୍ରିୟ ଥିଲା। ଏହି ଶୋରେ ସିଦ୍ଧୁ ବିଚାରକ ଥିଲା ବେଳେ ଭଗୱନ୍ତ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ ନିଜ ଭବିଷ୍ୟତ ପାଇଁ ସଂଘର୍ଷ କରୁଥିଲେ।  ସେ ସମୟରେ ଏକ ଅଭିନୟକ ସିଦ୍ଧୁଙ୍କ ମନକୁ ଜିଣିଥିଲା। ଅଭିନୟଟି ଏମିତି ଥିଲା ।

ଭଗୱତ୍‌ ମାନ୍‌ ଜଣେ ରାଜନେତାଙ୍କୁ ପଚାରିଲେ ରାଜନୀତି କ’ଣ। ଉତ୍ତର ଥିଲା ନୀତି ଉପରେ କେମିତି ରାଜ କରାଯାଏ ତାକୁ ରାଜନୀତି କୁହାଯାଏ। ପରେ ସେ କୌତୁହଳରେ ପଚାରିଲେ ତେବେ ଗର୍ମେଣ୍ଟ(ସରକାର) କ’ଣ। ଉତ୍ତର ଥିଲା ଯିଏ ପ୍ରତି ଇସ୍ୟୁରେ ନାକ ପୂରାଇ ହଠାତ୍‌ ଭୁଲି ଯିବାକୁ ଗ-ର୍ମେଣ୍ଟ କୁହାଯାଏ। ଭଗୱନ୍ତଙ୍କ ଏହି ଚୁଟକୁଲା ସିଦ୍ଧୁଙ୍କୁ ହସାଇ ହସାଇ ବେଦମ କରିଥିଲା। ତେବେ କମେଡିଆନରୁ  ଭଗବନ୍ତ ରାଜନୈତି ଯାତ୍ରା ବେଶ ସଂଘର୍ଷମୟ ଥିଲା। ପଞ୍ଜାବର ଧୁରି ବିଧାନସଭା ଆସନରୁ ଭଗବନ୍ତ ମାନ ବିଜୟ ଲାଭ କରିଛନ୍ତି।  ବିରୋଧୀ ପ୍ରାର୍ଥୀ ଶିରୋମଣି ଅକାଳୀ ଦଳ ପ୍ରକାଶ ଚନ୍ଦ୍ର ଗର୍ଗ ଓ ବିଜେପି ରଣଦୀପ ସିଂହଙ୍କୁ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି ଭଗବନ୍ତ। ଏବେ ସେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story