ପୁଲିସ ହେପାଜତରୁ ମୁସେୱାଲାଙ୍କ ହତ୍ୟାକାରୀ ଫେରାର

ଚଣ୍ଡିଗଡ: ପୁଲିସ ହେପାଜତରୁ ଚମ୍ପଟ ମାରିଲା ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ। ମୁସେୱଲାଙ୍କା ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଶୁଟର୍‌ ଦୀପକ ଓରଫ୍‌ ଟିନୁ ଜେଲ୍‌ରୁ ଫେରାର ହୋଇଯାଇଛି। ଏହାପରେ ପୁଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଯାଇଛି। ଶନିବାର ସେଣ୍ଟ୍ରାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ସିଆଇଏ)ର ଅଧିକାରୀ ହତ୍ୟାକାରୀ ଦୀପକ ଓରଫ ଟିନୁକୁ ବିଳମ୍ବିତ ରାତିରେ ଅନ୍ୟତ୍ର ନେଇଯାଉଥିବା ବେଳେ ସେ ଖସି ପଳାଇଥିବା ଜଣାପଡିଛି। ଘଟଣାଟି କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ସତ। […]

moosewala-shooter-tinu

moosewala-shooter-tinu

Madhupriya Mistry
  • Published: Sunday, 02 October 2022
  • Updated: 02 October 2022, 01:02 PM IST

Sports

Latest News

ଚଣ୍ଡିଗଡ: ପୁଲିସ ହେପାଜତରୁ ଚମ୍ପଟ ମାରିଲା ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ। ମୁସେୱଲାଙ୍କା ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଶୁଟର୍‌ ଦୀପକ ଓରଫ୍‌ ଟିନୁ ଜେଲ୍‌ରୁ ଫେରାର ହୋଇଯାଇଛି। ଏହାପରେ ପୁଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଯାଇଛି।

ଶନିବାର ସେଣ୍ଟ୍ରାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ସିଆଇଏ)ର ଅଧିକାରୀ ହତ୍ୟାକାରୀ ଦୀପକ ଓରଫ ଟିନୁକୁ ବିଳମ୍ବିତ ରାତିରେ ଅନ୍ୟତ୍ର ନେଇଯାଉଥିବା ବେଳେ ସେ ଖସି ପଳାଇଥିବା ଜଣାପଡିଛି। ଘଟଣାଟି କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ସତ। ତେବେ ଟିନୁକୁ ଖସାଇ ଦିଆଯାଇଛି ନା ସତକୁ ସତ ସେ ଖସି ପଳେଇଛି ସେ ନେଇ ପ୍ରଶ୍ନ ଉଠିଛି।

पुलिस कस्टडी से फरार हुआ गैंगस्टर लॉरेन्स बिश्नोई का साथी टीनू, मूसेवाला हत्या में आरोपी

ସୂଚନା ଥାଉକି, ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗେଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପ ଶୁଟର୍‌ ଥିଲା ଦୀପକ। ସେ ଗତ ରାତି ୩ଟା ବେଳେ ମନସା ପୁଲିସ ହେପାଜତରୁ ଫେରାର ହୋଇଯାଇଛି। ଖବର ଅନୁଯାୟୀ ମନସା ସିଆଇଏ ଷ୍ଟାଫ୍‌ର ଟିମ୍‌ ରିମାଣ୍ଡରେ ଟିନୁକୁ କପୁରଥଲା ଜେଲକୁ ନେଉଥିଲେ। ଏହି ସମୟରେ ସେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି।

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଦାଖଲ ହୋଇଥିବା ଚାର୍ଜସିଟ୍‌ର ୧୫ ଜଣିଆ ଅପରାଧିଙ୍କ ତାଲିକାରେ ଦୀପକର ନାଁ ବି ରହିଛି। ମେ ୨୯ ତାରିଖରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ହୋଇଥିଲା।

ପଞ୍ଜାବ ସରକାର ସୁରକ୍ଷା କାଢ଼ି ନେବା ପରେ ଅପରାଧିମାନେ ତାଙ୍କୁ ଘେରିଯାଇ ଗୁଳିମାଡ କରି ହତ୍ୟା କରିଥିଲେ। ସେ ଏକ ଜିପ୍‌ରେ ସମ୍ପର୍କୀୟଙ୍କ ସହ ଯାଉଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଗୁଳିମାଡ଼ର ୧୫ ମିନିଟ୍‌ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story