ଏଲଏସିରେ ମେ’ ମାସରୁ ସେନା ବୃଦ୍ଧି କରିଛି ଚୀନ୍: ଏମଇଏ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ସମ୍ପର୍କରେ ଗୁରୁବାର ବୈଦେଶିକ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରିଛି। ଲଦାଖର ଗଲଓ୍ୱାନ ଉପତ୍ୟକାରେ ହୋଇଥିବା ହିଂସାକାଣ୍ଡ ପାଇଁ ଭାରତ ଚୀନ୍‌କୁ ଦାୟୀ କରିଛି। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଚୀନ୍‌ ସମସ୍ତ ନିୟମ ଉଲ୍ଲଂଘନ କରିଛି ବୋଲି ବୈଦେଶିକ ମନ୍ତ୍ରଳାୟ କହିଛି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ମେ ମାସ ଆରମ୍ଭରୁ ଚୀନ୍ ଏଲଏସି ନିକଟରେ ସେନା ମୁତୟନ କରିଆସୁଛି। ଯାହାକି […]

LADAKH

LADAKH

Subhransu Sekhar
  • Published: Thursday, 25 June 2020
  • Updated: 25 June 2020, 08:29 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ସମ୍ପର୍କରେ ଗୁରୁବାର ବୈଦେଶିକ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରିଛି। ଲଦାଖର ଗଲଓ୍ୱାନ ଉପତ୍ୟକାରେ ହୋଇଥିବା ହିଂସାକାଣ୍ଡ ପାଇଁ ଭାରତ ଚୀନ୍‌କୁ ଦାୟୀ କରିଛି। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଚୀନ୍‌ ସମସ୍ତ ନିୟମ ଉଲ୍ଲଂଘନ କରିଛି ବୋଲି ବୈଦେଶିକ ମନ୍ତ୍ରଳାୟ କହିଛି।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ମେ ମାସ ଆରମ୍ଭରୁ ଚୀନ୍ ଏଲଏସି ନିକଟରେ ସେନା ମୁତୟନ କରିଆସୁଛି। ଯାହାକି ଚୁକ୍ତିନାମାକୁ ଉଲ୍ଲଂଘନ କରୁଛି। ତେବେ ଭାରତୀୟ ସେନା ଏଲଏସି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଏମିତିକି ଏକପାଖିଆ ଭାବରେ ସ୍ଥିତି ପରିବର୍ତ୍ତନ କରିବାକୁ ଭାରତୀୟ ସେନା ଚେଷ୍ଟା କରିନି ବୋଲି ସେ କହିଛନ୍ତି।

ଭାରତ ଉଭୟ କୂଟନୀତିକ ଏବଂ ସାମରିକ ମାଧ୍ୟମରେ ଚୀନ୍ କାର୍ଯ୍ୟକଳାପକୁ ବିରୋଧ କରୁଛି। ଏହି ଜରିଆରେ ଭାରତ ସ୍ପଷ୍ଟ କରିଛି ଯେ ଚୀନର ଏଭଳି ଆଚରଣ ଭାରତ କେବେ ଗ୍ରହଣ କରିବ ନାହିଁ।

ବୈଦେଶିକ ମନ୍ତ୍ରାଳୟ କହିଛି ଚଳିତ ବର୍ଷ ଚୀନ୍ ସେନାର ଏହି ଆଚରଣ ପାରସ୍ପରିକ ଚୁକ୍ତିନାମାର ସମସ୍ତ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ। ସୂଚନାଯୋଗ୍ୟ, ଜୁନ୍ ୧୫ରେ ଏଲଏସିରେ ଭାରତୀୟ ସେନା ପାଟ୍ରୋଲିଂ କରୁଥିବା ବେଳେ ଚୀନ୍ ସେନା ସହିତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଯବାନ ଶହୀଦ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story