ଆପୋଲୋ ହସ୍ପିଟାଲରେ ମିଳିବ ରୁଷର କରୋନା ଟିକା, ଡୋଜ୍‌ ପିଛା ଦାମ ୧୧୯୫ ଟଙ୍କା

ନୂଆଦିଲ୍ଲୀ: ଭାରତରେ ବ୍ୟବହାର ପାଇଁ ଅନୁମତି ପାଇଥିବା ରୁଷର କରୋନା ଟିକା ସ୍ପୁଟନିକ-ଭି ଖୁବଶୀଘ୍ର ଲୋକଙ୍କ ପାଇଁ ଉପଲବ୍ଧ ହେବ। ସ୍ପୁଟନିକ-ଭି ଟିକା ଲୋକଙ୍କୁ ଦେବା ପାଇଁ ଆପୋଲୋ ଗ୍ରୁପ ଅଫ ହସ୍ପିଟାଲ ଦାୟିତ୍ୱ ପାଇଛି। ଡାକ୍ତର ରେଡ୍ଡୀ ଲ୍ୟାବରୁ ଆପୋଲୋ କର୍ତ୍ତୃପକ୍ଷ ଟିକାର ଡୋଜ୍‌ ମଧ୍ୟ ନେଇଗଲେଣି। ଜୁନ୍‌ ୨ ସପ୍ତାହରୁ ଭାରତର ବିଭିନ୍ନ ସ୍ଥାନରେ ଥିବା ଆପୋଲୋ ହସ୍ପିଟାଲରେ ସ୍ପୁଟନିକ-ଭି ଟିକା ମିଳିବ। ଏହାପୂର୍ବରୁ ଆପୋଲୋ ପକ୍ଷରୁ ଟିକାର ଡୋଜ ପିଛା ଦାମ ଘୋଷଣା […]

SputinkV

SputinkV

Hemant Lenka
  • Published: Friday, 28 May 2021
  • Updated: 28 May 2021, 05:39 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ବ୍ୟବହାର ପାଇଁ ଅନୁମତି ପାଇଥିବା ରୁଷର କରୋନା ଟିକା ସ୍ପୁଟନିକ-ଭି ଖୁବଶୀଘ୍ର ଲୋକଙ୍କ ପାଇଁ ଉପଲବ୍ଧ ହେବ। ସ୍ପୁଟନିକ-ଭି ଟିକା ଲୋକଙ୍କୁ ଦେବା ପାଇଁ ଆପୋଲୋ ଗ୍ରୁପ ଅଫ ହସ୍ପିଟାଲ ଦାୟିତ୍ୱ ପାଇଛି। ଡାକ୍ତର ରେଡ୍ଡୀ ଲ୍ୟାବରୁ ଆପୋଲୋ କର୍ତ୍ତୃପକ୍ଷ ଟିକାର ଡୋଜ୍‌ ମଧ୍ୟ ନେଇଗଲେଣି

ଜୁନ୍‌ ୨ ସପ୍ତାହରୁ ଭାରତର ବିଭିନ୍ନ ସ୍ଥାନରେ ଥିବା ଆପୋଲୋ ହସ୍ପିଟାଲରେ ସ୍ପୁଟନିକ-ଭି ଟିକା ମିଳିବ। ଏହାପୂର୍ବରୁ ଆପୋଲୋ ପକ୍ଷରୁ ଟିକାର ଡୋଜ ପିଛା ଦାମ ଘୋଷଣା କରାଯାଇଛି। ଏହି ଟିକାର ଗୋଟିଏ ଡୋଜ୍‌ର ଦାମ ୧୧୯୫ ଟଙ୍କା ରଖାଯାଇଛି। ଟିକାର ଦାମ ୯୯୫ ଟଙ୍କା ରହିଥିବା ବେଳେ ଆଡମିନଷ୍ଟ୍ରେସନ ଚାର୍ଜ ବାବଦରେ ଲୋକଙ୍କ ଠାରୁ ୨୦୦ ଟଙ୍କା ଆଦାୟ କରାଯିବ। ଏହାର ଅର୍ଥ ଗୋଟିଏ ଡୋଜ୍‌ ପାଇଁ ଜଣେ ବ୍ୟକ୍ତିଙ୍କୁ ୧୧୯୫ ଟଙ୍କା ଦେବାକୁ ପଡ଼ିବ।

ଆପୋଲୋ ଗ୍ରୁପ ଅଫ ହସ୍ପିଟାଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶୋଭନା କାମିନେନି କହିଛନ୍ତି, ଭାରତର ୮୦ଟି ସ୍ଥାନରେ ୧୦ ଲକ୍ଷ ଲୋକଙ୍କୁ କରୋନା ଟିକାର ଡୋଜ୍‌ ଦିଆଯାଇ ସାରିଛି। ଆମେ ସମ୍ମୁଖ ଯୋଦ୍ଧା, ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତି ବିଶେଷ ଓ କର୍ପୋରେଟ୍‌ କର୍ମଚାରୀଙ୍କୁ ଗୁରୁତ୍ୱ ଦେବୁ। ଆଗକୁ ଟିକାକରଣ କାର୍ଯ୍ୟକ୍ରମ ଆହୁରି ଜୋରଦାର ହେବ।

ଜୁନ୍‌ର ପ୍ରତି ସପ୍ତାହରେ ଆମେ ୧୦ ଲକ୍ଷ ଲୋକଙ୍କୁ ଟିକା ଦେବୁ। ଜୁଲାଇ ବେଳକୁ ଏହା ଦୁଇ ଗୁଣିତ ହେବ। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୨୦ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଭାରତରେ କରୋନା ଟିକାର ଅଭାବ ଦେଖା ଯାଉଥିବା ବେଳେ ଏବେ ସ୍ପୁଟନିକ-ଭି ଏହାକୁ ନିଶ୍ଚିତ ସମାଧାନ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି।

ରୁଷର ଗେମାଲିୟା ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ଏହି ଟିକା କରୋନାକୁ ମାତ୍‌ ଦେବାରେ ୯୧.୬% ସଫଳ ବୋଲି ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି। ମେ’ ୧ ତାରିଖରେ ସ୍ପୁଟନିକ-ଭି ଟିକାର ୧.୫୦ ଲକ୍ଷ ଡୋଜ୍‌ ଭାରତରେ ଅବତରଣ କରିଥିଲା। ଏହାର ଜରୁରୀ କାଳୀନ ବ୍ୟବହାର ଦେଶରେ କରିବାକୁ ଭାରତ ସରକାର ଅନୁମତି ମଧ୍ୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story