ଜୁନ୍‌ରୁ ମିଳିବ ସ୍ପୁଟନିକ-ଭି କରୋନା ଟିକା, ଗୋଟିଏ ଡୋଜ୍‌କୁ କେତେ ଟଙ୍କା ଜାଣନ୍ତୁ

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆଶ୍ୱସ୍ତ କରିବା ଭଳି ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ପାଇଥିବା ରୁଷର କରୋନା ଟିକା ସ୍ପୁଟନିକ ଭି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆସନ୍ତା ମେ’ ଶେଷ କିମ୍ବା ଜୁନ୍‌ ପ୍ରଥମ ସପ୍ତାହରେ ସ୍ପୁଟନିକ ଭିର ଡୋଜ୍‌ ଗୁଡ଼ିକ ଭାରତରେ ପହଞ୍ଚିବ। ଏହାପରେ ଲୋକଙ୍କୁ ଏହା ପ୍ରଦାନ କରାଯିବ। ଏ ସମ୍ପର୍କରେ ସ୍ପୁଟନିକ ଭି ଟିକାର ଭାରତରେ ଉତ୍ପାଦନ କରିବାକୁ […]

Sputnik V

Sputnik V

Hemant Lenka
  • Published: Wednesday, 21 April 2021
  • Updated: 21 April 2021, 08:11 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆଶ୍ୱସ୍ତ କରିବା ଭଳି ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ପାଇଥିବା ରୁଷର କରୋନା ଟିକା ସ୍ପୁଟନିକ ଭି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆସନ୍ତା ମେ’ ଶେଷ କିମ୍ବା ଜୁନ୍‌ ପ୍ରଥମ ସପ୍ତାହରେ ସ୍ପୁଟନିକ ଭିର ଡୋଜ୍‌ ଗୁଡ଼ିକ ଭାରତରେ ପହଞ୍ଚିବ।

ଏହାପରେ ଲୋକଙ୍କୁ ଏହା ପ୍ରଦାନ କରାଯିବ। ଏ ସମ୍ପର୍କରେ ସ୍ପୁଟନିକ ଭି ଟିକାର ଭାରତରେ ଉତ୍ପାଦନ କରିବାକୁ ଅନୁମତି ପାଇଥିବା ହାଇଦ୍ରାବାଦର ଡା ରେଡ୍ଡୀ ଲ୍ୟାବ ପକ୍ଷରୁ ସୂଚନା ଦିଆଯାଇଛି। ଡା ରେଡ୍ଡୀର ଏମ୍‌ଡି ଜିଭି ପ୍ରସାଦ ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ କହିଛନ୍ତି, ମେ ଶେଷ କିମ୍ବା ଜୁନ୍‌ରୁ ସ୍ପୁଟନିକ ଭି ଟିକା ଭାରତରେ ଉପଲବ୍ଧ ହେବ।

ଏହି ଟିକାର ଗୋଟିଏ ଡୋଜ୍‌ର ମୂଲ୍ୟ ପ୍ରାୟ ୧୦ ଡଲାର ବା ଭାରତୀୟ ମୁଦ୍ରାରେ ୭୫୦ ଟଙ୍କା ରହିବ। ପ୍ରଥମ ଦଫାରେ ଭାରତକୁ ଆମଦାନୀ ହେଉଥିବା ଟିକା ଘରୋଇ ମାର୍କେଟକୁ ଦିଆଯିବ। ଘରୋଇ ମାର୍କେଟକୁ ଟିକା ଦେବା ପାଇଁ ଅନୁମତି ମିଳିଛି। ବିଶ୍ୱରେ ଏହାର ଦାମ ଯାହା ରହିଛି, ଭାରତରେ ମଧ୍ୟ ସେତିକି ରଖିବାକୁ ଆମ ପାର୍ଟନରମାନେ ଚାହୁଁଛନ୍ତି।

ବିଶ୍ୱରେ ବର୍ତ୍ତମାନ ସ୍ପୁଟନିକ ଭି କରୋନା ଟିକାର ଡୋଜ ପିଛା ଦାମ ୧୦ ଡଲାର ରହିଛି। ଆମର ଆଶା ଭାରତରେ ମଧ୍ୟ ଏହା ସମାନ ଦରରେ ବିକ୍ରି ହେବ। ତେଣୁ ଏହି ଦାମରେ ଆମେ ପ୍ରଥମେ ଟିକାକୁ ଯୋଗାଇବୁ। ଆମେ ଭାରତରେ ଏହାର ଉତ୍ପାଦନ ଆରମ୍ଭ କଲେ ଉଭୟ ଘରୋଇ ଓ ସରକାରୀ କ୍ଷେତ୍ରକୁ ଏହା ଦିଆଯିବ।

ସେହିପରି ଏହାର ଦାମ ମଧ୍ୟ ନିର୍ଦ୍ଧାରଣ କରାଯିବ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଟିକାର ଦାମ ଚୂଡ଼ାନ୍ତ ହେବ। ଭାରତରେ ଉତ୍ପାଦନ ହେଲେ, ଟିକାର ଦାମ ୧୦ ଡଲାରରୁ ବି କମ ରହିବ ବୋଲି ଆମର ଆଶା। ଏହା ଉଭୟ ସରକାରୀ ଓ ଘରୋଇ ମାର୍କେଟକୁ ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆସନ୍ତା ୧ ତାରିଖରୁ ଦେଶରେ ପ୍ରାପ୍ତ ବୟସ୍କ ବା ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବ। ଏସବୁ ଭିତରେ ସ୍ପୁଟନିକ ଭି ଟିକା ମାର୍କେଟକୁ ଆସିବା ନିଶ୍ଚିତ ଗୋଟିଏ ଭଲ ଖବର। ଟିକାକରଣ ପାଇଁ କେନ୍ଦ୍ର ସରକାର ଏପ୍ରିଲ ୧୯ରୁ ଅନୁମତି ଦେଇ ସାରିଛନ୍ତି। ଏଥିସହ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଠାରୁ ରାଜ୍ୟ ଓ ଘରୋଇ ହସ୍ପିଟାଲ ଗୁଡ଼ିକ ୫୦% ଟିକା କିଣିପାରିବେ ବୋଲି କହିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଆଜି କୋଭିସିଲ୍ଡ ଟିକା ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଦର ଧାର୍ଯ୍ୟ କରିଛି। କମ୍ପାନୀ ରାଜ୍ୟ ସରକାରଙ୍କୁ ଡୋଜ ପିଛା ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲରୁ ଡୋଜ୍‌ ପିଛା ୬୦୦ ଟଙ୍କାରେ ଟିକା ବିକ୍ରି କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story