ମାନିଲେ ସରକାର: ଲକଡାଉନ୍‌ ଯୋଗୁ ୮,୦୦୦ ଲୋକ ଜୀବନ ହାରିଛନ୍ତି

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ଛଟପଟ ହୋଇ ୨୦୨୦ରେ ୮,୦୦୦ ଲୋକ ପ୍ରାଣ ହରାଇଛନ୍ତି। କୋଭିଡ୍‌ର ପ୍ରଥମ ଲହରରେ ଲକଡାଉନ୍‌ ଯୋଗୁ କାମ ହରାଇବା ସହ ରୋଜଗାର ବାଟ ବନ୍ଦ ହୋଇଯିବାରୁ ଲୋକେ ବାଧ୍ୟ ହୋଇ ଆତ୍ମହତ୍ୟାପନ୍ଥାକୁ ବାଛିନେଲେ। ବୁଧବାର କୋଭିଡ୍‌ ଜନିତ ଲକଡାଉନ୍‌ କାରଣରୁ  ଦୁର୍ଦ୍ଦଶାରେ ସମ୍ମୁଖୀନ ହୋଇଥିବା ଲୋକଙ୍କ ସମ୍ପର୍କରେ ଏମିତି ତଥ୍ୟ ରଖିଛନ୍ତି ସରକାର। ତାଲାବନ୍ଦ ଜନିତ ବେକାରୀ କାରଣରୁ ପ୍ରାୟ ୮,୭୬୧ ଜଣ ଜୀବନ ହାରିଛନ୍ତି ।  କିଏ ଋଣ ସୁଝି ନପାରିତ […]

migrants

migrants

Tapas Behera
  • Published: Wednesday, 09 February 2022
  • Updated: 09 February 2022, 07:58 PM IST

Sports

Latest News

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ଛଟପଟ ହୋଇ ୨୦୨୦ରେ ୮,୦୦୦ ଲୋକ ପ୍ରାଣ ହରାଇଛନ୍ତି। କୋଭିଡ୍‌ର ପ୍ରଥମ ଲହରରେ ଲକଡାଉନ୍‌ ଯୋଗୁ କାମ ହରାଇବା ସହ ରୋଜଗାର ବାଟ ବନ୍ଦ ହୋଇଯିବାରୁ ଲୋକେ ବାଧ୍ୟ ହୋଇ ଆତ୍ମହତ୍ୟାପନ୍ଥାକୁ ବାଛିନେଲେ। ବୁଧବାର କୋଭିଡ୍‌ ଜନିତ ଲକଡାଉନ୍‌ କାରଣରୁ  ଦୁର୍ଦ୍ଦଶାରେ ସମ୍ମୁଖୀନ ହୋଇଥିବା ଲୋକଙ୍କ ସମ୍ପର୍କରେ ଏମିତି ତଥ୍ୟ ରଖିଛନ୍ତି ସରକାର।

ତାଲାବନ୍ଦ ଜନିତ ବେକାରୀ କାରଣରୁ ପ୍ରାୟ ୮,୭୬୧ ଜଣ ଜୀବନ ହାରିଛନ୍ତି ।  କିଏ ଋଣ ସୁଝି ନପାରିତ ଆଉ କିଏ ଦେବାଳିଆ ହୋଇ ଆତ୍ମହତ୍ୟା  କରିଛନ୍ତି । ୨୦୨୦ରେ ଲକଡାଉନ୍‌ ଯୋଗୁ  ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟାକୁ ନେଇ  ରାଜ୍ୟସଭାକୁ ଏମିତି ତଥ୍ୟ ଦେଇଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ  ।

ଆର୍ଥିକ ଅନଟନ କାରଣରୁ  ୨୦୧୮ରୁ ୨୦୨୦ ମଧ୍ୟରେ  ୨୫,୨୫୧ ଜଣ ଜୀବନ ହାରିଛନ୍ତି।  ତେବେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ତଥ୍ୟ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଲକଡାଉନ୍‌ ବେଳେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ସରକାରଙ୍କ ପାଖରେ ତଥ୍ୟ ଅଛି କି ଏବଂ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଛି କି ବ୍ଲି ବିରୋଧୀ ପକ୍ଷରୁ ପ୍ରଶ୍ନ  ହୋଇଥିଲା। ଏହା ଜବାବରେ ମନ୍ତ୍ରୀ ଉପରୋକ୍ତ ତଥ୍ୟ ଦେଇଛନ୍ତି। ତେବେ କୋଭିଡ ସମୟରେ ପାଖାପାଖି କୋଟିଏରୁ ଅଧିକ ଶ୍ରମିକ ସେମାନଙ୍କ ଘରକୁ ଫେରିଥିବା ମନ୍ତ୍ରୀ କହିଛନ୍ତି।

୨୦୨୦ ମାର୍ଚ୍ଚ ମାସରେ ବିନା ଶ୍ରମିକମାନଙ୍କୁ ବିନା ପ୍ରସ୍ତୁତିରେ ହଠାତ୍‌ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଫଳରେ ପ୍ରବାସୀ ଶ୍ରମିକମାନଙ୍କୁ ଯାବତୀୟ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିଭିନ୍ନ ଶିଳ୍ପ ସଂସ୍ଥା ବନ୍ଦ ହୋଇଯିବାରୁ କାମ ହରାଇ ଶ୍ରମିକମାନେ ପେଟ ପାଇଁ ଡହଳ ବିକଳ ହେଲେ। ରୋଜଗାର ବନ୍ଦ ହୋଇଯିବାରୁ ଘରକୁ ଫେରିବା ଏକମାତ୍ର ବିକଳ୍ପ ଥିଲା। ହେଲେ ଗାଡ଼ି ଘୋଡ଼ା ବନ୍ଦ ହୋଇ ଯିବାରୁ ସେମାନଙ୍କୁ ପାଦରେ ଚାଲି ଚାଲି ଫେରିବାକୁ ପଡ଼ିଲା। ପିଲା ଛୁଆଙ୍କୁ ଧରି ମାଇଲ ମାଲି ବାଟ ଚାଲିବା ଦୃଶ୍ୟ ଅତ୍ୟନ୍ତ କରୁଣ ଥିଲା। ଘରକୁ ଫେରିବା ବାଟରେ ଅନେକ ଶ୍ରମିକଙ୍କ ରାସ୍ତାରେ ମୃତ୍ୟୁ ଘଟିଥିଲା।

ତେବେ ଆଜି ମଧ୍ୟ  ସରକାଙ୍କ ଜିଏସଟି ପଲିସିକୁ ନେଇ ଉତ୍ତରପ୍ରଦେଶର ଜଣେ ବ୍ୟବସାୟୀ  ନିଜ ସ୍ତୀକୁ ବିଷ ଦେଇ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟାର ଲାଇଭ ଭିଡିଓ ଏବେ ଭାଇରାଲ ହେଉଛି। ସେଥି ପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି । ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ତେବେ ଆତ୍ମହତ୍ୟା ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ  ସରକାରଙ୍କ ପକ୍ଷରୁ  ମାନସିକ ସ୍ୱାସ୍ଥ୍ୟର ଉପଚାର ପାଇଁ ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି।  ସେହିପରି କରୋନା କାଳରେ ବେକାରୀ ସମସ୍ୟାକୁ ମୁକାବିଲା ପାଇଁ ସରକାର କାମ ଯୋଗେଇ ଦେବା ସକାସେ ଅନେକ ପଦକ୍ଷେପ ନେଇଥିବା ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story