କର୍ଣ୍ଣାଟକ ସରକାରରେ ସରିନି ନାଟକ, ଇସ୍ତଫା ଦେବେ ମନ୍ତ୍ରୀ ଆନନ୍ଦ ସିଂ!

ବେଙ୍ଗାଲୁରୁ: ବିଭାଗ ଆବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ଣ୍ଣାଟକର ମନ୍ତ୍ରୀ ଆନନ୍ଦ ସିଂ। ବୁଧବାର ଏହାକୁ ନେଇ ସେ ପରୋକ୍ଷରେ ସୂଚାଇ ଦେଇଛନ୍ତି। ତେଣୁ ସେ ଆଗାମୀ ଦିନରେ ଏହି ପଦରୁ ଇସ୍ତଫା ଦେବେ ବୋଲି ପରୋକ୍ଷରେ ସୂଚାଇଛନ୍ତି। ବୋମାଇ ସରକାରରେ ଆନନ୍ଦ ସିଂଙ୍କୁ ପର୍ଯ୍ୟଟନ, ପରିବେଶ ବିଭାଗ ମିଳିଛି। ବିଏସ ୟେଦ୍ୟୁରପ୍ପା ସରକାର ସମୟରେ ତାଙ୍କ ପାଖରେ ବନ ବିଭାଗ ଥିଲା। ତେଣୁ ସେ ଶକ୍ତି ବିଭାଗ ଏବଂ ଜଙ୍ଗଲ ବିଭାଗ ପାଇବାକୁ ଆଗ୍ରହୀ […]

ANAND-SINGH

ANAND-SINGH

Subhransu Sekhar
  • Published: Wednesday, 11 August 2021
  • Updated: 11 August 2021, 09:53 PM IST

Sports

Latest News

ବେଙ୍ଗାଲୁରୁ: ବିଭାଗ ଆବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ଣ୍ଣାଟକର ମନ୍ତ୍ରୀ ଆନନ୍ଦ ସିଂ। ବୁଧବାର ଏହାକୁ ନେଇ ସେ ପରୋକ୍ଷରେ ସୂଚାଇ ଦେଇଛନ୍ତି। ତେଣୁ ସେ ଆଗାମୀ ଦିନରେ ଏହି ପଦରୁ ଇସ୍ତଫା ଦେବେ ବୋଲି ପରୋକ୍ଷରେ ସୂଚାଇଛନ୍ତି। ବୋମାଇ ସରକାରରେ ଆନନ୍ଦ ସିଂଙ୍କୁ ପର୍ଯ୍ୟଟନ, ପରିବେଶ ବିଭାଗ ମିଳିଛି। ବିଏସ ୟେଦ୍ୟୁରପ୍ପା ସରକାର ସମୟରେ ତାଙ୍କ ପାଖରେ ବନ ବିଭାଗ ଥିଲା। ତେଣୁ ସେ ଶକ୍ତି ବିଭାଗ ଏବଂ ଜଙ୍ଗଲ ବିଭାଗ ପାଇବାକୁ ଆଗ୍ରହୀ ଥିଲେ। ହେଲେ ଏହି ପଦ ମିଳିନଥିବାରୁ ଆନନ୍ଦ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି।

ମନ୍ତ୍ରୀ କହିଛନ୍ତି, ମୋର ରାଜନୀତିକ କ୍ୟାରିୟର ଗୋପାଳକୃଷ୍ଣ ମନ୍ଦିରରୁ ଆରମ୍ଭ ହୋଇଥିଲା। ଏବେ କିନ୍ତୁ ମୋର ରାଜନୀତିକ କ୍ୟାରିୟର ଶେଷ ହୋଇପାରେ। ଯଦି ମୁଁ ଗୋପାଳକୃଷ୍ଣଙ୍କ ଆଶୀର୍ବାଦ ପାଇବି ତେବେ ନୂଆ ଅଧ୍ୟାୟ ଆରମ୍ଭ କରିପାରେ। ଏଭଳି ବିବୃତ୍ତି ଦେବା ପୂର୍ବରୁ ଆନନ୍ଦ ସିଂ ମନ୍ଦିରକୁ ଯାଇ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସାମ୍ବାଦିକମାନଙ୍କୁ ଏପରି କହିଛନ୍ତି। ଏହି ମନ୍ଦିରଟି ୬୦ ବର୍ଷ ପୂର୍ବେ ତାଙ୍କ ଜେଜେବାପା ଶଙ୍କର ସିଂଙ୍କ ଦ୍ୱାରା ତିଆରି ହୋଇଥିଲା।

ସେ ଦଳର ଶୀର୍ଷ ନେତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି,  ମୋର ଧାରଣା ଥିଲା ଯେ ମୋତେ ବଞ୍ଚାଇବାକୁ ରାଜ୍ୟରେ ଅନେକ ନେତା ଅଛନ୍ତି। କିନ୍ତୁ ଏହା ଅତ୍ୟଧିକ ବିଶ୍ୱାସ ଛଡ଼ା ଆଉ କିଛି ନୁହେଁ। ଏହା ଏକ ପ୍ରକାର ଭ୍ରମ ଥିଲା। ମୋ ନେତାଙ୍କ ଉପରେ ମୋର ବିଶ୍ୱାସ ଅଛି କିନ୍ତୁ ମୋତେ ସେମାନେ ବିଶ୍ୱାସ କରନ୍ତି କି ନାହିଁ ତାହା ଏବେ ସନ୍ଦେହରେ।

ତେବେ ଆଗାମୀ ଦିନରେ ତାଙ୍କର କାର୍ଯ୍ୟକଳାପ ବିଷୟରେ ପଚରାଯିବାରୁ ମନ୍ତ୍ରୀ ଆନନ୍ଦ ସିଂ କହିଛନ୍ତି, ଏ ବାବଦରେ ସେ ଏବେ ମନ୍ତବ୍ୟ ଦେବାକୁ ଚାହୁଁ ନାହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପାଙ୍କୁ ସେ ସମ୍ମାନ ଜଣାଇ କହିଛନ୍ତି ଯେତେବେଳେ ସେ ଯାହା ମାଗିଛନ୍ତି ୟେଦ୍ୟୁରପ୍ପା ଦେଇଛନ୍ତି।

ମନ୍ତ୍ରୀ ଆନନ୍ଦ ସିଂଙ୍କ ବିବୃତ୍ତି ପରେ କିନ୍ତୁ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ମିଡିଆକୁ କହିଥିଲେ ଯେ ମୁଁ ଏବଂ ଆନନ୍ଦ ସିଂ ତିନି ଦଶନ୍ଧି ଧରି ବନ୍ଧୁ ରହିଛୁ। ଆମେ ପରସ୍ପର ସହିତ ନିରନ୍ତର ଯୋଗାଯୋଗରେ ରହିଛୁ। ମୁଁ ଗତକାଲି ମଧ୍ୟ ତାଙ୍କ ସହ କଥା ହୋଇଛି। ଆଜି ବି ମୁଁ ତାଙ୍କ ସହ କଥା ହେବି। ମୁଁ ତାଙ୍କ ମତାମତ ବିଷୟରେ ଅବଗତ ଅଛି ଏବଂ ମୁଁ ତାଙ୍କ ମତାମତ ମଧ୍ୟ ଠିକ୍ ଜାଗାରେ ପହଞ୍ଚାଇଛି। ସେ ମୋ ପାଖକୁ ଆସି ମୋ ସହ କଥା ହେବା ପରେ ସବୁ ଠିକ୍ ହୋଇଯିବ। ତେବେ ଆନନ୍ଦ ସିଂ ଇସ୍ତଫା ଦେଇଥିବା ଖବରକୁ ସେ ଅସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story