ବିମୁଦ୍ରାକରଣ ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ବିମୁଦ୍ରାକରଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ୨୦୧୬ରେ ୫ ବର୍ଷ ପୂର୍ବରୁ ସରକାର ଘୋଷଣା କରିଥିବା ବିମୁଦ୍ରାକରଣ ପ୍ରସଙ୍ଗରେ ହୋଇଥିବା ଆବେଦନ ଗୁଡିକ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନଗୁଡିକର ଶୁଣାଣି କରିବେ। ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ମୋଟ ୫୮ଟି ଆବେଦନ ହୋଇଥିଲା। ସରକାର ଘୋଷଣା କରିଥିବା ବିମୁଦ୍ରାକରଣକୁ ବେଆଇନ ଦର୍ଶାଇ ଏହି ସବୁ ମାମଲା ଗୁଡିକ ହୋଇଥିଲା। ଗତ ଡିସେମ୍ବର ୭ରେ […]

demonetisation

demonetisation

Madhupriya Mistry
  • Published: Monday, 02 January 2023
  • Updated: 02 January 2023, 12:07 PM IST

Sports

Latest News

ନୂଆଦିଲ୍ଲୀ: ବିମୁଦ୍ରାକରଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ୨୦୧୬ରେ ୫ ବର୍ଷ ପୂର୍ବରୁ ସରକାର ଘୋଷଣା କରିଥିବା ବିମୁଦ୍ରାକରଣ ପ୍ରସଙ୍ଗରେ ହୋଇଥିବା ଆବେଦନ ଗୁଡିକ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନଗୁଡିକର ଶୁଣାଣି କରିବେ।

ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ମୋଟ ୫୮ଟି ଆବେଦନ ହୋଇଥିଲା। ସରକାର ଘୋଷଣା କରିଥିବା ବିମୁଦ୍ରାକରଣକୁ ବେଆଇନ ଦର୍ଶାଇ ଏହି ସବୁ ମାମଲା ଗୁଡିକ ହୋଇଥିଲା। ଗତ ଡିସେମ୍ବର ୭ରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ପୀଠରେ ମାମଲାର ଶୁଣାଣି ହୋଇଥିଲା।

ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାରକୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୦୧୬ ମସିହା ନଭେମ୍ବର ୮ ତାରିଖରେ ସରକାର ବିମୁଦ୍ରାକରଣ ଘୋଷଣା କରିଥିଲେ। ପୁରୁଣା ୫ଶହ ଓ ୧ ହଜାର ଟଙ୍କିଆ ନୋଟ୍ ସବୁକୁ ବିମୁଦ୍ରାକରଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଳାଧନ ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଥିଲେ। ମୋଦି ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶରେ ଚହଳ ପଡିଯାଇଥିଲା। ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଲମ୍ବା ଧାଡିରେ ଛିଡା ହେବା ପାଇଁ ପଡିଥିଲା। ଅନେକ କାରବାର ଏଥିପାଇଁ ପ୍ରଭାବିତ ମଧ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story