‘ବିିମୁଦ୍ରୀକରଣ ବେଆଇନ୍‌’: ନିଷ୍ପତ୍ତିକୁ ନେଇ ଖଣ୍ଡପୀଠଙ୍କ ଦ୍ୱିମତ

ନୂଆଦିଲ୍ଲୀ: ୫ ବର୍ଷ ପୂର୍ବେ ହୋଇଥିବା ବିମୁଦ୍ରୀକରଣ ନିଷ୍ପତ୍ତିକୁ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ବୈଧ ବୋଲି କହିଛନ୍ତି। ତେବେ ଏହି ନିଷ୍ପତ୍ତିକୁ ନେଇ ଖଣ୍ଡପୀଠରେ ଦ୍ୱିମତ ପ୍ରକାଶ ପାଇଛି। ଜଷ୍ଟିସ୍ ବି.ଭି ନାଗରତ୍ନା ବିମୁଦ୍ରୀକରଣକୁ ବେଆଇନ୍ ବୋଲି କହିଛନ୍ତି। ଏଥିସହ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଛନ୍ତି। ଜଷ୍ଟିସ କହିଛନ୍ତି ଯେ ବିମୁଦ୍ରୀକରଣର ନିଷ୍ପତ୍ତି ଏକ ବିଲ ମାଧ୍ୟମରେ ହେବା ଉଚିତ ଥିଲା। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ନୁହେଁ, ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂସଦରେ […]

judge-b-v-nagarathna

judge-b-v-nagarathna

Madhupriya Mistry
  • Published: Monday, 02 January 2023
  • Updated: 02 January 2023, 01:29 PM IST

Sports

Latest News

ନୂଆଦିଲ୍ଲୀ: ୫ ବର୍ଷ ପୂର୍ବେ ହୋଇଥିବା ବିମୁଦ୍ରୀକରଣ ନିଷ୍ପତ୍ତିକୁ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ବୈଧ ବୋଲି କହିଛନ୍ତି। ତେବେ ଏହି ନିଷ୍ପତ୍ତିକୁ ନେଇ ଖଣ୍ଡପୀଠରେ ଦ୍ୱିମତ ପ୍ରକାଶ ପାଇଛି। ଜଷ୍ଟିସ୍ ବି.ଭି ନାଗରତ୍ନା ବିମୁଦ୍ରୀକରଣକୁ ବେଆଇନ୍ ବୋଲି କହିଛନ୍ତି। ଏଥିସହ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଛନ୍ତି।

ଜଷ୍ଟିସ କହିଛନ୍ତି ଯେ ବିମୁଦ୍ରୀକରଣର ନିଷ୍ପତ୍ତି ଏକ ବିଲ ମାଧ୍ୟମରେ ହେବା ଉଚିତ ଥିଲା। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ନୁହେଁ, ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂସଦରେ ରଖାଯିବା ଜରୁରୀ ଥିଲା। ଆରବିଆଇ ଦେଇଥିବା ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି ଯେ ରିଜର୍ଭ ବ୍ୟାଙ୍କ ସ୍ୱତଃସ୍ପୃତ ଭାବରେ କୌଣସି ନିଷ୍ପତ୍ତି ନେଇ ନାହିଁ, କିନ୍ତୁ କେନ୍ଦ୍ର ସରକାରଙ୍କ ଇଚ୍ଛା ଅନୁଯାୟୀ ସବୁକିଛି ଘଟିଛି। ବିମୁଦ୍ରୀକରଣର ନିଷ୍ପତ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ନିଆଯାଇଥିଲା।

ଜଷ୍ଟିସ ନାଗରତ୍ନା ଆହୁରି କହିଛନ୍ତି, କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ରିଜର୍ଭ ବ୍ୟାଙ୍କ ଦେଇଥିବା ପରାମର୍ଶକୁ ଆଇନ ଅନୁଯାୟୀ ଦିଆଯାଇଥିବା ସୁପାରିଶ ଭାବରେ ବିବେଚନା କରାଯାଇପାରିବ ନାହିଁ। ଆଇନରେ ଆରବିଆଇକୁ ଦିଆଯାଇଥିବା କ୍ଷମତା ଅନୁଯାୟୀ, କୌଣସି ମୁଦ୍ରାର ସମସ୍ତ ସିରିଜ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ। କାରଣ ଧାରା ୨୬ (୨) ଅନୁଯାୟୀ କୌଣସି ସିରିଜର ଅର୍ଥ ସମସ୍ତ ସିରିଜ ନୁହେଁ।

ସେପଟେ ଖଣ୍ଡପୀଠର ଅନ୍ୟ ୪ ଜଣ ବିଚାରପତି ବିମୁଦ୍ରୀକରଣ ଉପରେ ପ୍ରତିବନ୍ଧକ ପାଇଁ ଦାଖଲ ହୋଇଥିବା ୫୮ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ବିମୁଦ୍ରୀକରଣକୁ ଆଇନଗତ ବୋଲି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story