ସଂକ୍ରମିତ ସଂଖ୍ୟା ବଢ଼ୁଥିବା ଦେଖି ୧୪ ଦିନିଆ ଲକଡାଉନ୍

ଚେନ୍ନାଇ: କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ତାମିଲନାଡୁର ନୂଆ ସରକାର ଆସନ୍ତା ୧୦ ତାରିଖରୁ ଦୁଇ ସପ୍ତାହ ପାଇଁ ସମ୍ପୁର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି। ଗତକାଲି ଏମ୍ କେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହାପରେ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ। ଆଉ ରାଜ୍ୟରେ ଗତକାଲି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଉ ସ୍ଥିତି ବିଗିଡା ପୂର୍ବରୁ ରାଜ୍ୟରେ ଦୁଇ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି […]

Tamilnadu-lockdown

Tamilnadu-lockdown

Subhransu Sekhar
  • Published: Saturday, 08 May 2021
  • Updated: 08 May 2021, 09:44 AM IST

ଚେନ୍ନାଇ: କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ତାମିଲନାଡୁର ନୂଆ ସରକାର ଆସନ୍ତା ୧୦ ତାରିଖରୁ ଦୁଇ ସପ୍ତାହ ପାଇଁ ସମ୍ପୁର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି। ଗତକାଲି ଏମ୍ କେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହାପରେ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଥିଲେ। ଆଉ ରାଜ୍ୟରେ ଗତକାଲି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଉ ସ୍ଥିତି ବିଗିଡା ପୂର୍ବରୁ ରାଜ୍ୟରେ ଦୁଇ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ କୋଭିଡ୍ ପାଇଁ ଉପୁଜିଥିବା କାରଣ ପାଇଁ ଏହି ପଦକ୍ଷେପ ନିଆଯାଇଛି। ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ପରେ ରାଜ୍ୟରେ କୋଭିଡ ସଂକ୍ରମଣର ହାର ଦେଖିବା ପରେ ସେ ଲକଡାଉନ ବାବଦରେ ନିଷ୍ପତ୍ତି ନେଇଥିବା କହିଛନ୍ତି।

ସେ କହିଛନ୍ତି ଯେ ଆସନ୍ତା ୧୦ ତାରିଖ ସକାଳ ୪ ଟାରୁ ମେ ୨୪ ତାରିଖ ସକାଳ ୪ ଟା ପର୍ଯ୍ୟନ୍ତ ଏହି ଲକଡାଉନ୍ ଲାଗୁ ହେବ। ଶୁକ୍ରବାର ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଶୁକ୍ରବାର ତାମିଲନାଡୁରେ ୨୬,୪୬୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିବା ବେଳେ ୧୯୭ ଜଣଙ୍କର ୨୪ ଘଣ୍ଟାରେ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୧୩,୨୩,୯୬୫କୁ ବୃଦ୍ଧି ପାଇଛି। ସେହିପରି ୧୯୭ ମୃତକଙ୍କୁ ମିଶାଇଲେ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୫,୧୭୧କୁ ବୃଦ୍ଧି ପାଇଛି।

ତେବେ ଚେନ୍ନାଇରୁ ୬,୭୩୮ ଜଣ ଶୁକ୍ରବାର କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏହାକୁ ମିଶାଇଲେ କେବଳ ଚେନ୍ନାଇରେ ୩,୭୭,୦୪୨ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଚେନ୍ନାଇରୁ କେବଳ ୫,୦୮୧ ଜଣ ଏଯାବତ କରୋନାରେ ଆଖି ବୁଜିଛନ୍ତି।

ସୂଚନାଯୋଗ୍ୟ, ତାମିଲନାଡୁରେ କରୋନା ସଂକ୍ରମଣ ନିର୍ବାଚନୀ ପ୍ରଚାର ବେଳେ ବୃଦ୍ଧି ପାଇଛି। ସମସ୍ତ ରାଜନୀତିକ ଦଳ ସମାବେଶ କରିଥିଲେ ହେଁ ସାମାଜିକ ଦୂରତା କେହି ମାନିନଥିଲେ। ଏହାକୁ ନେଇ ମାଡ୍ରାସ ହାଇକୋର୍ଟ ନିର୍ବାଚନ କମିଶନଙ୍କ ଉପରେ କଡ଼ା ମନ୍ତବ୍ୟ ରଖିଥିଲେ। କେନ୍ଦ୍ର ସରକାରଙ୍କ ଅନୁଯାୟୀ ତାମିଲନାଡୁ ୧୨ଟି ରାଜ୍ୟ ମଧ୍ୟରେ ଅଛି ଯେଉଁଠି ଏକ ଲକ୍ଷରୁ ଅଧିକ ସଂକ୍ରମଣ ରହିଛି।

କେରଳରେ ୯ ଦିନିଆ ଲକଡ଼ାଉନ

କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁର ଭୟାବହତାକୁ ଦେଖୁ ଆଜିଠାରୁ କେରଳରେ ମେ 16 ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଲକଡାଉନ୍ ଘୋଷଣା କରିଛନ୍ତି। ଏହି ପ୍ରାଣଘାତୀ ଉହାନ ଭାଇରସ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ନଅ ଦିନିଆ ଲକଡାଉନ୍ କରିଛନ୍ତି ସରକାର। ଲକଡାଉନ୍ ସମୟରେ ସମସ୍ତ ଜରୁରୀ ସାମଗ୍ରୀ ଏବଂ ସେବା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ରହିବ ବୋଲି କେରଳ ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story