ଏୟାର ଇଣ୍ଡିଆର ସିଇଓ ହେଲେ ଇଲକେର ଆଇସି

ନୂଆଦିଲ୍ଲୀ: ଇଲକେର ଆଇସି ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ(ଏମଡି) ଭାବେ ଟାଟା ସନ୍‌ସ୍‌ ନିଯୁକ୍ତି ଦେଇଛନ୍ତି। ସୋମବାର ଅପରାହ୍ନରେ ଏୟାର ଇଣ୍ଡିଆର ବୋର୍ଡ଼ ମିଟିଂ ବସିଥିଲା। ଏହି ବୈଠକରେ ଇଲକେରଙ୍କ ନିଯୁକ୍ତିକୁ ସର୍ମସମ୍ମତି କ୍ରମେ ମଞ୍ଜୁରୀ ମିଲିଛି। ଏନେଇ ଟାଟା ସନ୍‌ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଟାଟା ସନସ୍‌ର ଅଧ୍ୟକ୍ଷ  ଚନ୍ଦ୍ରଶେଖରନଙ୍କ  ସ୍ୱତନ୍ତ୍ର ଆଜି ବୋର୍ଡ଼ ବୈଠକ ଡାକିଥିଲେ। ଗତ ଜାନୁଆରୀ ୨୭ରେ ଏୟାର ଇଣ୍ଡିଆକୁ ବିଧିବଦ୍ଧ […]

air-india

air-india

Tapas Behera
  • Published: Monday, 14 February 2022
  • Updated: 14 February 2022, 05:13 PM IST

Sports

Latest News

ନୂଆଦିଲ୍ଲୀ: ଇଲକେର ଆଇସି ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ(ଏମଡି) ଭାବେ ଟାଟା ସନ୍‌ସ୍‌ ନିଯୁକ୍ତି ଦେଇଛନ୍ତି। ସୋମବାର ଅପରାହ୍ନରେ ଏୟାର ଇଣ୍ଡିଆର ବୋର୍ଡ଼ ମିଟିଂ ବସିଥିଲା। ଏହି ବୈଠକରେ ଇଲକେରଙ୍କ ନିଯୁକ୍ତିକୁ ସର୍ମସମ୍ମତି କ୍ରମେ ମଞ୍ଜୁରୀ ମିଲିଛି। ଏନେଇ ଟାଟା ସନ୍‌ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଟାଟା ସନସ୍‌ର ଅଧ୍ୟକ୍ଷ  ଚନ୍ଦ୍ରଶେଖରନଙ୍କ  ସ୍ୱତନ୍ତ୍ର ଆଜି ବୋର୍ଡ଼ ବୈଠକ ଡାକିଥିଲେ।

ଗତ ଜାନୁଆରୀ ୨୭ରେ ଏୟାର ଇଣ୍ଡିଆକୁ ବିଧିବଦ୍ଧ ଭାବେ ନିଜ ଅଧିନକୁ ନେଇ ଥିଲା ଟାଟା। ଏଥିରେ ଏୟା ଇଣ୍ଡିଆ ଏକ୍ଦପ୍ରେସର ୫୦ ପ୍ରତିଶତ ଅଂଶ ରହିଛି। ଦୀର୍ଘଦିନ ଧରି କ୍ଷତିରେ ଚାଲିବା ପରେ ଏୟା ଇଣ୍ଡିଆକୁ ୧୮,୦୦୦ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ ଭାରତ ସରରକାର। ସୂଚନା ଅନୁଯାୟୀ, ଟାଟା ଗ୍ରୁପ୍‌ର ପୂର୍ବତନ ମୁଖ୍ୟ ଜେଆର୍‌ଡି ଟାଟାଙ୍କ ଉଦ୍ୟମରେ ୧୯୩୨ରେ ଏୟାର ଇଣ୍ଡିଆର ଜନ୍ମ ହୋଇଥିଲା। ଟାଟା ଏୟାରଲାଇନ୍ସ ନାମରେ ଟାଟା ତାହାକୁ ପ୍ରତିଷ୍ଠା କରିଥିଲେ।

୧୯୪୬ରେ ଟାଟା ଏୟାରଲାଇନ୍ସର ନାମକୁ ପରିବର୍ତ୍ତନ କରି ଏୟାର ଇଣ୍ଡିଆ ରଖାଯାଇଥିଲା। ୧୯୫୩ରେ ଜବାହରଲାଲ ନେହରୁଙ୍କ ଅମଳରେ ଏୟାର ଇଣ୍ଡିଆର ଜାତୀୟକରଣ ହୋଇଥିଲା ଓ ତାହା କେନ୍ଦ୍ର ସରକାରଙ୍କ ହାତକୁ ଚାଲିଯାଇଥିଲା। ୬୯ ବର୍ଷ ପରେ ଟାଟା ଗ୍ରୁପ ମାଲିକାନାକୁ ପୁଣି ଫେରିଛି ଏୟାର ଇଣ୍ଡିଆ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story